ଏମାନେ ହେଲେ ଫିଲ୍ମ KGF chapter 2 ର ଫେମସ Actor ମାନଙ୍କର ରିଅଲ ଲାଇଫ ପାର୍ଟନର

ବନ୍ଧୁଗଣ ଏହି କିଛି ଦିନ ହେବ KGF CHAPTER 2 ର ଟିସର ଲଞ୍ଚ ହୋଇଛି ଯାହାକୁ ଦେଖି ସମସ୍ତ ଲୋକ ବହୁତ ଖୁସି ହୋଇଛନ୍ତି । ବନ୍ଧୁଗଣ ଏହି ଫିଲ୍ମରେ ଅଭିନୟ କରିଥିବା ସମସ୍ତ କଳାକାର ମାନେ ବହୁତ ଦମଦାର ଭୂମିକା ପଦର୍ଶନ କରିଛନ୍ତି । ଟିସର ଦେଖିବା ପରେ ଲୋକମାନଙ୍କ ମନରେ ଆହୁରି ଅଧିକ ଉତ୍ସାହ ବଢିଯାଇଛି । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଟିସରକୁ ଦେଖି ଏହି ଫିଲ୍ମରେ ଅଭିନୟ କରିଥିବା ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ, ହେଲେ ଆପଣ ମାନେ କଣ ଏହି କଳାକାର ମାନଙ୍କର ରିଅଲ ଲାଇଫ ପାର୍ଟନରଙ୍କ ବିଷୟରେ ଜାଣିଛନ୍ତି ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହି ଫିଲ୍ମରେ ଅଭିନୟ କରିଥିବା କଳାକାର ମାନଙ୍କର ରିଅଲ ଲାଇଫ ପାର୍ଟନର ମାନଙ୍କ ବିଷୟରେ କହିବାକୁ ଯାଉଛୁ, ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।


ରାମଚରଣ ରାଜୁ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଖଳନାୟକ ରାମଚରଣ ରଜୁ । ବନ୍ଧୁଗଣ ରାମଚରଣ ରାଜୁ ଏହି ଫିଲ୍ମର ପ୍ରଥମ ପାର୍ଟରେ ଖଳନାୟକର ଭୂମିକାରେ ନଜର ଆସିଥିଲେ । ରାଜୁ ନିଜ ଘର ଲୋକଙ୍କ ଇଛା ଅନୁସାରେ ଆରେଞ୍ଜ ମ୍ୟାରେଜ କରିଛନ୍ତି । ତାଙ୍କ ସ୍ତ୍ରୀ ହେଉଛନ୍ତି ଜଣେ ଶିକ୍ଷୟତ୍ରୀ ଓ ସେ ବହୁତ ସୁନ୍ଦର ନଜର ଆସନ୍ତି ।

ଶ୍ରୀନିଧି ସେଟି- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଶ୍ରୀନିଧି ସେଟି । ଏହି ଫିଲ୍ମରେ ମଧ୍ୟ ଶ୍ରୀନିଧି ମୁଖ୍ୟ ଅଭିନେତ୍ରୀର ଭୂମିକା ପଦର୍ଶନ କରିବେ । ସେ ନିଜ ସୁନ୍ଦରତା ଓ ନିଜ ଅଭିନୟ ପାଇଁ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ହେଲେ ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ଆଜି ପର୍ଯ୍ୟନ୍ତ ବିବାହ କରିନାହାନ୍ତି । କାରଣ ସେ ବର୍ତ୍ତମାନ ସିଙ୍ଗଲ ଅଛନ୍ତି ଓ ନିଜ କାରିୟର ଉପରେ ଅଧିକ ଧ୍ୟାନ ଦେଉଛନ୍ତି ।


ରବିନା ଟଣ୍ଡନ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ରବିନା ଟଣ୍ଡନ । ଏହି ଫିଲ୍ମରେ ରବିନା ପ୍ରଧାନ ମନ୍ତ୍ରୀ ରବିକା ସେନର ଭୂମିକା ପଦର୍ଶନ କରୁଥିବା ନଜର ଆସିବେ । ରବିନା ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ବହୁତ ସୁପର ହିତ ଫିଲ୍ମରେ ଅଭିନୟ କରି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ବନ୍ଧୁଗଣ ରବିନାଙ୍କର ରିଅଲ ଲାଇଫ ସ୍ଵାମୀ ହେଉଛନ୍ତି ଅନିଲ ଥଡାନୀ । ଏହି ଦୁଇଜଣ ୨୦୦୪ ମସିହାରେ ବିବାହ କରିଥିଲେ ଓ ଆଜି ଏମାନଙ୍କର ଦୁଇଟି ଛୁଆ ମଧ୍ୟ ଅଛି ।

ସଞ୍ଜୟ ଦତ୍ତ- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ବଲିଉଡର ଦିଗଜ ଅଭିନେତା ସଞ୍ଜୟ ଦତ୍ତ । ଏହି ଫିଲ୍ମରେ ସଞ୍ଜୟ ମୁଖ୍ୟ ଖଳନାୟକ ଅଧୀରାର ଭୂମିକାରେ ନଜର ଆସିବେ । ସଞ୍ଜୟଙ୍କ ପତ୍ନୀଙ୍କ ନାମ ହେଉଛି ମାନ୍ୟତା ଦତ୍ତ । ଏହି ଦୁଇଜଣ ୨୦୦୮ ମସିହାରେ ବିବାହ କରିଥିଲେ ଓ ଆଜି ଏମାନଙ୍କର ଦୁଇଟି ଛୁଆ ମଧ୍ୟ ଅଛନ୍ତି ।


ୟଶ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଏହି ଫିଲ୍ମର ମୁଖ୍ୟ ଅଭିନେତା ୟଶ । ବନ୍ଧୁଗଣ ୟଶଙ୍କର ରିଅଲ ଲାଇଫ ପତ୍ନୀ ହେଉଛନ୍ତି ରାଧିକା ପଣ୍ଡିତ । ଏହି ଦୁଇଜଣ ୨୦୧୬ ମସିହାରେ ବିବାହ କରିଥିଲେ ଓ ଆଜି ଏମାନଙ୍କର ଦୁଇଟି ଛୁଆ ମଧ୍ୟ ଅଛି । ଏହି ଦୁଇଜଣଙ୍କର ଗୋଟେ ପୁଅ ଓ ଗୋଟେ ଝିଅ ଅଛି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *