ଦାନ୍ତ ସଢ଼ିବା ଏବଂ ଦାନ୍ତ ବିନ୍ଧିବା ସବୁଦିନ ପାଇଁ ଗାୟବ ହେଇଯିବ, କେବଳ କରନ୍ତୁ ଏହି ଗୋଟିଏ ଉପାୟ- Health Tips

ନମସ୍କାର ବନ୍ଧୁଗଣ,ବନ୍ଧୁଗଣ ଆମ ଶରୀର ମଧ୍ୟରେ ବିଭିନ୍ନ ପ୍ରକାର ରୋଗ ଦେଖା ଯାଇଥାଏ ।ଏହା ମଧ୍ୟରୁ ଦାନ୍ତ ରୋଗ ହେଉଛି ବହୁତ କଷ୍ଟ ଦାୟକ ।ଦାନ୍ତ ରୋଗ ବଢି ମୁଣ୍ଡ ପର୍ଯ୍ୟନ୍ତ ବ୍ୟଥା ହୋଇଥାଏ ।ଯାହା ଦ୍ଵାରା ବ୍ୟକ୍ତି କୁ ବହୁତ କଷ୍ଟ ସହିବାକୁ ପଡିଥାଏ ।ଦାନ୍ତ ବିନ୍ଧା, ଦାନ୍ତ ଖରାପ ଦେଖା ଯିବା ,ଦାନ୍ତ ମଜବୂତ ନ ରହିବା ଏହି ସବୁ ସମସ୍ୟାର ର ଦୂର କରିବା ପାଇଁ ଆମେ କିଛି ଉପାୟ ଆପଣଙ୍କ ନିକଟକୁ ଆଣିଛୁ ।ଏହି କଷ୍ଟ ରୁ ଦୂର ହେବା ପାଇଁ ଲୋକମାନେ ବଜାରରେ ବ୍ୟବହୃତ ଔଷଧ ର ସାହାଯ୍ୟ ନେଇଥାନ୍ତି ।

ଯାହା କିଛି ସମୟ ପାଇଁ କଷ୍ଟ ଦୂର କାରିଥାଏ ସତ ବରଂ ଏହା ସବୁଦିନ ପାଇଁ କଷ୍ଟ ଦୂର କରିପାରିନଥାଏ ।ଖାଦ୍ୟ ଖାଇବା ଦ୍ଵାରା ଖାଇବାର କିଛି ଅଂଶ ଆମ ଦାନ୍ତ ମଝିରେ ରହିଯାଏ ।ମିଠା ଜିନିଷ ଖାଇବା ଦ୍ଵାରା ମଧ୍ୟ ଦାନ୍ତ ମଧ୍ୟରେ ଏହା ରହିଯାଇଥାଏ ।ଯାହା ଆମ ଦାନ୍ତକୁ ବହୁତ କଷ୍ଟ ଦେଇଥାଏ ଫଳରେ ବହୁତ ଅସୁବିଧା ଦେଖିବାକୁ ମିଳେ ।କିନ୍ତୁ ଏପରି କିଛି ପ୍ରାକୃତିକ ଔଷଧ ଅଛି ଯାହା ଦ୍ୱାରା ଦାନ୍ତର ସମସ୍ତ ରୋଗ ଭଲ ହୋଇଯାଇଥାଏ।ତେବେ ଆସନ୍ତୁ ଜାଣିବା ସେହି ପ୍ରାକୃତିକ ଔଷଧ ବିଷୟରେ ରେ।

ପ୍ରତ୍ୟେକ ବ୍ୟକ୍ତି ନିଜ ଦାନ୍ତ କୁ ସୁସ୍ଥ ରଖିବା ପାଇଁ ସକାଳୁ ଦାନ୍ତ ସଫା କରିଥାଏ ।କିଛିଲୋକ ଦୁଇ ଥର ସକାଳ ଓ ରାତିରେ ମଧ୍ୟ ଦାନ୍ତ ସଫା କରିଥାନ୍ତି ଏବଂ ଏହା ନିଶ୍ଚିତ ଭାବେ ଜରୁରୀ ମଧ୍ୟ ଅଟେ ।ବନ୍ଧୁଗଣ ,ଆପଣ ଯଦି ଚାହୁଛନ୍ତି ଦାନ୍ତ ର ସମସ୍ୟା ଠାରୁ ଦୂରେଇ ରହିବାକୁ ତେବେ ଏହି ସବୁ ଉପାୟ ଦ୍ଵାରା ସମସ୍ୟା ଦୂର ହେଇଯିବ ।ଆପଣ ସକାଳୁ ଉଠିବା ମାତ୍ରେ ଦାନ୍ତ ସଫା କରିବା ପୂର୍ବ ରୁ ଗୋଟେ ଗ୍ଲାସ ଥଣ୍ଡା ପାଣି ର ସେବନ କରନ୍ତୁ ।ଏହା କରିବା ଦ୍ଵାରା ପାଟିରେ ଥିବା ଲାଳ ଅଂଶ ଆପଣଙ୍କ ପାଟି ମଧ୍ୟକୁ ଯାଇଥାଏ ।

ଯାହା ଆପଣଙ୍କୁ ବହୁତ ଲାଭଦାୟକ ହୋଇଥାଏ ।ଏଥିରେ ବହୁତ ପରିମାଣରେ ଆଣ୍ଟିଜେନ ରହିଥାଏ ଯାହା ଅପଣଙ୍କ ପେଟ ସଫା କରିବାରେ ସାହାଯ୍ୟ କରିଥାଏ ।ସକାଳୁ ଆପଣ ପଇଡ ପାଣି ଏବଂ ଜୁସ ର ସେବନ ମଧ୍ୟ କରିପାରିବେ ।ଯାହା ଆପଣଙ୍କ ଦାନ୍ତ ସମସ୍ୟା କୁ ସବୁଦିନ ପାଇଁ ଦୁର କରିବାରେ ଆପଣକୁ ସାହାଯ୍ୟ କରିଥାଏ ।ଦାନ୍ତ ସଫା ରହିବା ବହୁତ ଜରୁରୀ ହୋଇଥାଏ ।ତେବେ ଆପଣ ଯଦି ଚାହୁଛନ୍ତି ଆପଣଙ୍କ ଦାନ୍ତ ସମସ୍ୟା ସବୁଦିନ ପାଇଁ ଦୁରେଇଯାଉ ତେବେ ଆପଣ ଏହି ଉପାୟ ଅବଲମ୍ବନ କରନ୍ତୁ ନିଶ୍ଚିତ ଭାବେ ଏହା କାର୍ଯ୍ୟ କରିବ ।ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ ।

ବନ୍ଧୁଗଣ, ପ୍ରଥମେ ଆପଣ ଏକ ପାତ୍ର ନେଇକି ସେଥିରେ ଏକ ଛୋଟ ଚାମଚ ସାହାଯ୍ୟ ରେ ସେଥିରେ ଏକ ଚାମଚ ଲବଙ୍ଗ ତେଲ ମିସେଇଦିଅନ୍ତୁ ।ଏହାପରେ ସେଥିରେ ଏକ ଚାମଚ ରାଶି ତେଲ ମଧ୍ୟ ମିସାଇଦିଅନ୍ତୁ।ଏହାପରେ ଏହାକୁ ବହୁତ ଭଲ ଭାବରେ ମିସେଇଦିଅନ୍ତୁ ।ଏହି ମିଶ୍ରଣ ରେ ଏକ ଛୋଟ ତୁଳା ସାହାଯ୍ୟରେ ସେହି ତୁଳାଟିକୁ ସେଥିରେ ଭିଜାଇ ଦିଅନ୍ତୁ ଏବଂ ଅପଣଙ୍କ ଦାନ୍ତରେ ଯେଉଁଠାରେ କଷ୍ଟ ହେଉ ଅଛି ସେହି ଅଂଶରେ ନେଇକି ଏହି ତୁଳାଟିକୁ ଲଗାଇଦିଅନ୍ତୁ ।

କଷ୍ଟ ହେଉଥିବା ଦାନ୍ତ ଜାଗାରେ ପ୍ରାୟ ୧୦ ରୁ ୧୫ ମିନିଟ ପର୍ଯ୍ୟନ୍ତ ଦବେଇକି ରଖନ୍ତୁ ।ଏହାପରେ ସେହି ତୁଳା ଟିକୁ କାଢି ଫୋପାଡିଦିଅନ୍ତୁ । ଦିନକୁ ୩ ରୁ ୪ ଥର ଏହି ଉପାୟ କଲେ ଆପଣଙ୍କ ଦାନ୍ତ ସମସ୍ୟା ସବୁ ଦୂର ହୋଇଯିବ ଏବଂ ଆପଣଙ୍କ ଦାନ୍ତ କୁ ମଧ୍ୟ ଆରାମ ଲାଗିବ ।

ଦ୍ୱିତୀୟ ଉପାୟଟି ହେଉଛି ,ଗୋଟିଏ ଗ୍ଲାସ ସାହାଯ୍ୟରେ ଏକ ଗ୍ଲାସ ପାଣି ନେବା । ସେଥିରେ ଏକ ଚାମଚ ଫିଟକିର ମିଶେଇକି ଭଲ ଭାବେ ଗୋଳେଇଦିଅନ୍ତୁ ।ଏହା ପରେଏହାକୁ ନେଇ ପାଟି ମଧ୍ୟରେ କିଛି ସମୟ ରଖି ଫୋପାଡି ଦିଅନ୍ତୁ । ଗ୍ଲାସ ରେ ଥିବା ସବୁ ପାଣି କୁ କୁଳି କରି ୨ ରୁ ୩ ମିନିଟ ପର୍ଯ୍ୟନ୍ତ ରଖିକି ତାପରେ ଫିଙ୍ଗନ୍ତୁ ।ଦିନକୁ ଏହାକୁ ୨ ରୁ ୩ ଥର ବ୍ୟବହାର କରନ୍ତୁ ।ଅପଣଙ୍କ ଦାନ୍ତ ସମସ୍ୟା ସବୁ ଦୂର ହେଇଯିବ ଏବଂ ଆପଙ୍କ ଦାନ୍ତ ସଫା ଏବଂ ମଜବୁତ ରହିବ । ଯାହାଦ୍ଵାରା ଆପଣ ସବୁବେଳେ ସୁସ୍ଥ ଅନୁଭବ କରିବେ ।

ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *