ବିବାହ ବନ୍ଧନରେ ବାନ୍ଧିହେଲେ ଓଡିଶାର ଲୋକପ୍ରିୟ ଗାୟିକା Dipti Rekha Padhi

ନମସ୍କାର ବନ୍ଧୁଗଣ ଆପଣ ମାନେ ତ ଓଡିଶାର ଲୋକପ୍ରିୟ ଗାୟିକା ଦିପ୍ତିରେଖା ଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ । ତେବେ ଦିପ୍ତିରେଖା ଏବେ ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଛନ୍ତି । ଆଜ୍ଞା ହଁ ଦୀପ୍ତି ରେଖା ଏବେ ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଛନ୍ତି । ତାଙ୍କୁ ତାଙ୍କ ପରିବାର ଲୋକଙ୍କ ସହିତ ସିନେ ଆର୍ଟିଷ୍ଟ ମାନେ ମଧ୍ୟ ଭେଟ କରିଛନ୍ତି । ଏବେ ଏହି କଥା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଦିପ୍ତିରେଖାଙ୍କୁ ଭଲ ପାଉଥିବା ଫ୍ୟାନ ମାନଙ୍କର ଏବେ ମନ ଭାଙ୍ଗି ଯାଇଛି ।

କାରଣ ଦିପ୍ତିରେଖା କେବଳ ତାଙ୍କ ଗୀତ ମାଧ୍ୟମରେ ନୁହେଁ ବରଂ ତାଙ୍କ ରୂପ ମାଧ୍ୟମରେ ମଧ୍ୟ ସେ ଲୋକଙ୍କ ହ୍ରୁଦୟକୁ ଜିତିଥିଲେ । ଦିପ୍ତିରେଖାଙ୍କ କଣ୍ଠ ଯେତିକି ସୁନ୍ଦର ସେ ଦେଖିବା ପାଇଁ ମଧ୍ୟ ସେତିକି ସୁନ୍ଦର । ଦିପ୍ତିରେଖା ଙ୍କୁ ଆପଣ ଜାଣିଥିବେ । ସେ ଅନେକ ଓଡିଆ ହିଟ ଗୀତରେ ନିଜର କଣ୍ଠଦାନ କରିଛନ୍ତି ।

ଯେତେବେଳେ ଓଡିଶାର କୌଣସି ହିଟ ଗୀତ ଆଗକୁ ଆସେ ତାହା ଦିପ୍ତିରେଖାଙ୍କ କନ୍ଠରୁ ପ୍ରାୟତଃ ଶୁଣିବାକୁ ମିଳେ । ଏହା ସହିତ ଦିପ୍ତିରେଖା ଙ୍କ ଉପରେ ଭରସା ରଖନ୍ତି ପ୍ରେମାନନ୍ଦ । ପ୍ରେମାନନ୍ଦ ଙ୍କର ସମସ୍ତ ଗୀତରେ ଦିପ୍ତିରେଖାଙ୍କୁ ଆପଣ ନିଶ୍ଚୟ ପାଇବେ । ଦିପ୍ତିରେଖା ଙ୍କ କଣ୍ଠ ଯେତିକି ସୁନ୍ଦର ସେ ଦେଖିବାକୁ ମଧ୍ୟ ସେତିକି ସୁନ୍ଦର । ଗୋଟିଏ ଚଳଚିତ୍ରରେ ମଧ୍ୟ ସେ ଗୀତ ଗାଉଥିବାର ଓ ଅଭିନୟ କରୁଥିବାର ନଜର ଆସିଥିଲେ ।

ଏହା ପୂର୍ବରୁ ସେ ପ୍ରଥମେ ପ୍ରଥମେ ଗୀତା ଗାଇଥିଲେ ଓ ପରେ ଏକ ଧାରାବାହିକରେ ହିରୋଇନ ଭାବେ ଅଭିନୟ କରିଥିଲେ । ତା ପରେ ପୁଣି ଥରେ ସେ ନିଜର ଗୀତ କ୍ଯାରିୟର ଆରମ୍ଭ କରିଥିଲେ ଓ ଗୀତରେ ବହୁତ ସକ୍ସେସ ପାଇବା ପରେ ସେ ଏବେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ତାଙ୍କ ବିବାହ ଉତ୍ସବ ରେ ତାଙ୍କର ସିଙ୍ଗର ସାଙ୍ଗମାନଙ୍କ ସହ ମ୍ୟୁଜିକ ଡ଼ିରେକ୍ଟର ପ୍ରେମାନନ୍ଦଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା ।

ଏଥିରେ ଦିପ୍ତିରେଖା ଖୁସି ଥିବାର ଜଣା ପଡୁଥିଲେ । ଦିପ୍ତିରେଖା ସମସ୍ତଙ୍କ ସହ ସେଲଫି ନବାର ମଧ୍ୟ ଦେଖିବାକୁ ମିଳିଥିଲା । ତେବେ ଅନେକ ହିଟ ଗୀତ ଗାଇଥିବା ଦିପ୍ତିରେଖା ଏବେ ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଛନ୍ତି ଏବଂ ଗୀତ ତାଙ୍କ ବିବାହ ଜୀବନ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ଓ ସେ ଆଗକୁ ମଧ୍ୟ ଏହିପରି ଗୀତ ଗାଇବେ ବୋଲି ସେ ସ୍ପଷ୍ଟ କରି ଦେଇଛନ୍ତି ।

ତେବେ ଶୁଣିବାକୁ ମିଳୁଛି କି ଦିପ୍ତିରେଖା ତାଙ୍କ ସୋମ୍ୟ ରଞ୍ଜନ ଙ୍କୁ ବିବାହ କରିଛନ୍ତି କିନ୍ତୁ ଏ ପର୍ଯ୍ୟନ୍ତ ଜଣା ପଡି ନାହିଁ କି ସେ କଣ କରନ୍ତି । ଦିପ୍ତିରେଖାଙ୍କୁ ତାଙ୍କର ବୈବାହିକ ଜୀବନ ପାଇଁ ଆମେ ତାଙ୍କୁ ଅଲ ଦ ବେସ୍ଟ ଜଣାଉଛୁ । ଆଶା କରୁଛୁ ତାଙ୍କ ଜୀବନ ସୁଖ ଶାନ୍ତିରେ କଟୁ । ଓଲିଉଡ ର ଅଧିକ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *