ବନ୍ଧୁଗଣ ଆଜି କାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟୁଛି । ସାଧାରଣତଃ ଏହି ସବୁ ଘଟଣା ଗୁଡିକ ସୋ-ସି-ଆ-ଲ ମି-ଡି-ଆ-ରେ ବହୁତ ଭା-ଇ-ରା-ଲ ହେଉଛି । ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆ-ରେ ଏକ ଭି-ଡି-ଓ ବହୁତ ଭା-ଇ-ରା-ଲ ହେଉଛି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ବନ୍ଧୁଗଣ ଏହି ଭି-ଡି-ଓ ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ ।
ମି-ଡି-ଆ ରି-ପୋ-ର୍ଟ ଅନୁସାରେ ଏହି ଘଟଣାଟି ଘଟିଛି ମଧ୍ୟପ୍ରଦେଶର ଜବଲପୁରରେ । ବରଗିରେ ଥିବା ଦାଇ ତଟ ନହର ଘଟଣା ବିଷୟରେ ଆପଣ ମାନେ ନିଶ୍ଚୟ ଶୁଣିଥିବେ । ନହରର ନିରୀକ୍ଷଣ ପାଇଁ ଜଣେ ସବ ଇଞ୍ଜିନିୟର ଓ ଜଣେ ସୁପରବାଇଜର ଆସିଥିଲେ । ହେଲେ ତାଙ୍କ ବାଇକ ଖସି ପଡିଯିବାରୁ ଦୁଇଜଣ ନହର ଭିତରେ ପସିଯାଇଥିଲେ । ଦୁଇଜଣ ନହର ନାଳରେ ବହିବାକୁ ଲାଗିଲେ ।
ସେହି ସମୟରେ ସେଠାକାର ଗାଁ ଲୋକ ମାନେ ଦୁଇ ଜଣ କର୍ମଚାରୀଙ୍କ ଜୀବନ ବଞ୍ଚାଇ ଥିଲେ । ଘଟଣା ସ୍ଥଳରେ ଥିବା ଏକ ବ୍ୟକ୍ତି ଘଟଣାର ଏକ ଭି-ଡି-ଓ କରି ସୋ-ସି-ଆ-ଲ ମି-ଡି-ଆରେ ସେ-ୟା-ର କରିଥିଲେ । ସୋ-ସି-ଆ-ଲ ମି-ଡି-ଆରେ ଗାଁ ଲୋକ ମାନଙ୍କର ପ୍ରଶଂସା ବହୁତ ହେଉଛି । ଗାଁ ଲୋକ ମାନଙ୍କ ପାଇଁ ଦୁଇଜଣ କର୍ମଚାରୀଙ୍କ ଜୀବନ ବଞ୍ଚି ଗଲା ନହଲେ ସେମାନଙ୍କୁ ପାଣି କେଉଁ ସ୍ଥାନରେ ନେଇଯାଇଥାନ୍ତା ସେମାନେ ବି ଜାଣି ନଥିବେ ।
ସୋ-ସି-ଆ-ଲ ମି-ଡି-ଆରେ ଏହି ଘଟଣାର ଚର୍ଚା ବହୁତ ହେଉଛି ଓ ଲୋକମାନେ ଏହି ଘଟଣା ପ୍ରତି ନିଜର ଭିନ୍ନ ଭିନ୍ନ ମତ ଦେଉଛନ୍ତି । ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।