GK – ନୀଳ ଗୋଲାପ କେଉଁ ଠାରେ ମିଳିଥାଏ ? 15+ GK WITH ANSWERS

ବନ୍ଧୁଗଣ ଆଜି କାଲିର ବ୍ୟକ୍ତିଙ୍କର ଜୀବନ ବହୁତ ବ୍ୟସ୍ତ ବହୁଳ ହୋଇ ପଡିଲାଣି । ହେଲେ ସେହି ମଧ୍ୟରେ ବି ବ୍ୟକ୍ତି ନିଜ ମନକୁ ଖୁସି କରି ନିଜ ଜୀବନର ଚଲା ପଥରେ ଆଗେଇ ଚାଲିଛି । ବନ୍ଧୁଗଣ ଦୁନିଆରେ ଏତେ ସାରା ଜ୍ଞାନ ପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହାର କଳନା କରିବା ମଧ୍ୟ ସମ୍ଭବ । ହେଲେ ଯଦି ବ୍ୟକ୍ତି ପ୍ରତିଦିନ କିଛି କିଛି ଜ୍ଞାନ ପଢିଥାଏ । ତେବେ ସେହି ବ୍ୟକ୍ତିକୁ ସେହି ସବୁ ଜ୍ଞାନର ଆବଶ୍ୟକତା ସ୍ଥଳ ରେ ବହୁତ ଦରକାର ପଡିଥାଏ ।

ଦୁନିଆରେ ଅନେକ ଜ୍ଞାନପୂର୍ଣ୍ଣ କଥା ଭରି ହୋଇ ରହିଛି । ସାଧାରଣ ପକ୍ଷେ ସମ୍ଭବ ନୁହେଁ । ହେଲେ ସେଥି ମଧ୍ୟରୁ କିଛି ନୂଆ ନୂଆ ଓ ଜ୍ଞାନ ଭରା ତଥ୍ୟ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ । ଯାହା ଆପଣଙ୍କର ଜ୍ଞାନ ବଢାଇବାରେ ସାହାଜ୍ଯ କରିଥାଏ । ଏହି ଜ୍ଞାନ ପୂର୍ଣ୍ଣ କଥା ସବୁ ଅନେକ ସମୟରେ ଆମ ଜୀବନରେ କାମରେ ଆସିଥାଏ । ତେବେ ଆଉ ସମୟକୁ ବିଳମ୍ବ ନ କରି ଚାଲନ୍ତୁ ସେହି ମଜାଳିଆ କଥା ଆଲୋଚନା କରି ନେବା ।

1- ସୁନା ର ମନ୍ଦିର ଭାରତର କେଉଁ ସହରରେ ଅଛି ?

ଉତ୍ତର- ଅମୃତସର ।

2- ମଣିଷ କୁ ଦିନକୁ କେତେ ଲିଟର ପାଣି ପିଇବା ଉଚିତ ?

ଉତ୍ତର- 8 ଲିଟର ।

3- କେଉଁ ପକ୍ଷୀ କୁ ରାତିର ରାଜା ମାନାଯାଏ ?

ଉତ୍ତର- ପେଚା ।

4- ଦୁନିଆରେ ସବୁଠୁ ମିଠା କ୍ଷୀର କେଉଁ ପଶୁ ର ହୋଇଥାଏ ?

ଉତ୍ତର- ଗାଈ ।

5- ଏମିତି କେଉଁ ସହର ଅଛି ଯିଏ 3ଟି ଭାଷା ମିସିକି ତିଆରି ହୋଇଛି ?

ଉତ୍ତର- ଅହମଦାବାଦ ।

6- କେଉଁ ଜୀବ ଠିଆ ହୋଇ ସୋଇଥାଏ ?

ଉତ୍ତର- ଘୋଡା ।

7- ଧୁଳି ପ୍ରଦ୍ଯୁସଣ କୁ ରୋକୁଥିବା ଗଛର ନାମ କଣ ?

ଉତ୍ତର- ଓସ୍ତ ଗଛ ।

8- କେଉଁ ପଶୁ କୁ ଆଇନା ଦେଖିବାକୁ ଭୟ ଲାଗିଥାଏ ?

ଉତ୍ତର- ଘୁଷୁରି ।

9- କେଉଁ ଦେଶର ଲୋକ ମାଟିର ରୁଟି ଖାଇଥାନ୍ତି ?

ଉତ୍ତର- ହେତି ।

10- କେଉଁ ଗ୍ରହରେ ହୀରା ର ବର୍ଷା ହୋଇଥାଏ ?

ଉତ୍ତର- ବୃହସ୍ପତି ।

11- ସବୁଠାରୁ ତେଜ ରେ ବଢୁଥିବା ଗଛର ନାମ କଣ ?

ଉତ୍ତର- ବାଉଁଶ ।

12- ସବୁଠାରୁ ଅଧିକ ତୀବ୍ର ଦୌଡୁଥିବା ପଶୁ ର ନାମ କଣ ?

ଉତ୍ତର- ଚିତା ।

13- ଭାରତର କେଉଁ ସହର ପାନ ପାଇଁ ପ୍ରସିଦ୍ଧ ଅଟେ ?

ଉତ୍ତର- ବନାରସ ।

14- କେଉଁ ପଶୁ ଲୁହାର କଣ୍ଟା ମଧ୍ୟ ହଜମ କରିପାରେ ?

ଉତ୍ତର- କୁମ୍ଭୀର ।

15- ମସାର ମୁହଁ ରେ କେତୋଟି ଦାନ୍ତ ଥାଏ ?

ଉତ୍ତର- 47ଟି ।

16- ବିଶ୍ଵର ସବୁଠାରୁ ଶକ୍ତିଶାଳୀ ଫଳର ନାମ କଣ ?

ଉତ୍ତର- କିୱି ।

17- କେଉଁ ପରିବା ଖାଇଲେ ମସ୍ତିସ୍କ ତେଜ ହୋଇଥାଏ ?

ଉତ୍ତର- ମୂଳା ।

18- ମିଥିଳା ପେଣ୍ଟିଙ୍ଗ କେଉଁ ରାଜ୍ୟର ପ୍ରସିଦ୍ଧ ଚିତ୍ରକଳା ଅଟେ ?

ଉତ୍ତର- ବିହାର ।

19- ନୀଳ ଗୋଲାପ କେଉଁ ଠାରେ ମିଳିଥାଏ ?

ଉତ୍ତର- ଜାପାନ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *