ରାତିରେ ଫୋନ ବ୍ୟବହାର କରୁଥିଲେ ହୋଇଯାନ୍ତୁ ସାବଧାନ ! ପୁରୁଷମାନେ ଏହାକୁ ନିଶ୍ଚୟ ଦେଖନ୍ତୁ

ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ଥିବା ପ୍ରାୟ ସମସ୍ତ ମହିଳା ଓ ପୁରୁଷ ମାନେ ଫୋନ ଏବଂ ଲ୍ୟାପଟପର ଅଧିକାଂଶ ବ୍ୟବହାର କରୁଛନ୍ତି । ସାଧାରଣତଃ ଅଧିକାଂଶ ଲୋକ ରାତିରେ ଅଧିକ ସମୟ ପର୍ଯ୍ୟନ୍ତ ଫୋନ ବା ଲ୍ୟାପଟପ ଆଦିର ବ୍ୟବହାର କରିଥାନ୍ତି । ହେଲେ ବନ୍ଧୁଗଣ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଏହି ଅଭ୍ୟାସ ପୁରୁଷ ମାନଙ୍କ ପାଇଁ ଘାତକ ହୋଇ ପାରେ । ବନ୍ଧୁଗଣ ଅଧିକାଂଶ ପୁଅ ମାନେ ରାତିରେ ଫୋନ ବା ଲ୍ୟାପଟପରେ ବ୍ୟବହାର କରିଥାନ୍ତି ହେଲେ ସେମାନେ ରାତିରେ ଅଧିକାଂଶ ଫୋନ ବ୍ୟବହାର କରିବାର ପରିଣାମ ବିଷୟରେ ଜାଣିନାହାନ୍ତି ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ଏହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ଗୋଟେ ନୂଆ ଷ୍ଟଡି ଅନୁସାରେ ଜଣା ପଡିଛି ଯେ, ଫୋନ ବା ଲ୍ୟାପଟପରୁ ବାହାରୁ ଥିବା ବ୍ଲୁ ଲାଇଟ ପୁରୁଷ ମାନଙ୍କ ସ୍ପର୍ମ କ୍ଵାଲିଟିକୁ ଖରାପ କରିଥାଏ । ଏହି ଷ୍ଟଡି ଆମେରିକାର ଭର୍ଚୁଆଲ ଆସ୍ଳିପ ପତ୍ରିକାରୁ ବାହାରିଛି । ଷ୍ଟଡି ପାଇଁ ବିଶେଷଜ୍ଞ ମାନେ ୨୧ ରୁ ୫୯ ବର୍ଷ ମଧ୍ୟରେ ଥିବା ୧୧୬ ଜଣ ପୁରୁଷଙ୍କ ସ୍ପର୍ମ ସାମ୍ପୁଲକୁ ନେଇ ପରୀକ୍ଷା କରିଥିଲେ । ଏହି ଲୋକ ମାନଙ୍କୁ ତାଙ୍କ ଲାଇଫ ଷ୍ଟାଇଲ ସହ ଜଡିତ ସମସ୍ତ ପ୍ରଶ୍ନ ପଚରାଯାଇଥିଲା ।

ଷ୍ଟଡିରୁ ଜଣା ପଡିଥିଲା ଯେ ଫୋନ ବା ଲ୍ୟାପଟପରୁ ବାହାରୁ ଥିବା ଖରାପ ଲାଇଟ ଓ ସ୍ପର୍ମ ମଧ୍ୟରେ ସମ୍ପର୍କ ଦେଖିବାକୁ ମିଳିଥିଲା । ଏଥିରେ ସୁସ୍ଥ ପୁରୁଷଙ୍କ ସ୍ପର୍ମ ଉପରେ ପଡୁଥିବା ରେଡିଏସନର ପ୍ରଭାବକୁ ଷ୍ଟଡି କରାଯାଇଥିଲା । ଷ୍ଟଡି ଏହା ସ୍ପର୍ଷ୍ଟ କରିଛି ଯେ, ଇଲେକ୍ଟ୍ରୋନିକ ଓ ଡିଜିଟାଲ ମିଡିଆର ବ୍ୟବହାର ଦ୍ଵାରା ପ୍ର-ଜ-ନ-ନ କ୍ଷମତା ଉପରେ ଅଧିକ ପ୍ରଭାବ ପଡିଥାଏ । ଷ୍ଟଡି ଅନୁସାରେ ସ୍ମାର୍ଟ ଫୋନ ଓ ଲ୍ୟାପଟପରେ ରେଡିଏସନ ସ୍ପର୍ମର ଗତିବିଧି ଉପରେ ବିଶେଷ ପ୍ରଭାବ ପକାଇଥାଏ ।

ଏହି ସବୁ ଉପକରଣରୁ ବାହାରିଥାଏ SWL ରଶ୍ମୀ ଅର୍ଥାତ ଏହି ଲାଇଟ ସହ ଯେତେ ଅଧିକ ସମ୍ପର୍କ ହୋଇଥାଏ ସେତେ ଇମୋଟାଲ ସ୍ପର୍ମର ସଂଖ୍ୟା ଅଧିକ ହୋଇଥାଏ । ଷ୍ଟଡି ଦ୍ଵାରା ଜଣା ପଡିଛି ଯେ, ଯେଉଁ ପୁରୁଷ ମାନେ ସମୟରେ ଶୋଇଥାନ୍ତି ସେମାନଙ୍କ ସ୍ପର୍ମର ଗତିଶୀଳତା ଭଲ ହୋଇଥାଏ । ଅନ୍ୟ ପକ୍ଷରେ ଅଧିକ ରାତି ପର୍ଯ୍ୟନ୍ତ ଫୋନ ବା ଲ୍ୟାପଟପ ବ୍ୟବହାର କରୁଥିବା ପୁରୁଷ ମାନଙ୍କ ସ୍ପର୍ମର ଗତିଶୀଳତା ବ୍ୟାଧିତ ହୁଏ ।

ଏହି ଷ୍ଟଡିରେ ଆଉ ଗୋଟେ ଗୁରୁତ୍ଵ ପୂର୍ଣ୍ଣ କଥା କୁହାଯାଇଛି ଯେ, ସ୍ମାର୍ଟ ଫୋନରେ ରେଡିଏସନ ଶରୀରର DNA ଉପରେ ମଧ୍ୟ ବହୁତ ପ୍ରଭାବ ପକାଇଥାଏ । ଯେଉଁ କାରଣରୁ ଶରୀରର କୋଷ ଆପେ ଆପେ ଭଲ ହେବାର କ୍ଷମତାକୁ ହରାଇଥାଏ । ତେଣୁ ବନ୍ଧୁଗଣ ଯଦି ଆପଣ ମାନେ ଅଧିକ ରାତି ପର୍ଯ୍ୟନ୍ତ ଫୋନ ବା ଲ୍ୟାପଟପରେ ବ୍ୟବହାର କରୁଛନ୍ତି ତା ହେଲେ ତୁରନ୍ତ ସାବଧାନ ହୁଅନ୍ତୁ ଓ ନିଜର ଏହି ଅଭ୍ୟାସକୁ ତ୍ୟାଗ କରନ୍ତୁ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *