ନିଜ ପୁଅର ଜନ୍ମ ଦିନ କିପରି ପାଳନ କଲେ ବଧୂ ସିରିଏଲ ର ଆନି 

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫକୁ ନେଇ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ଏହି କିଛି ଦିନ ହେବ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହୁଛନ୍ତି । ବନ୍ଧୁଗଣ ସେହି ଅଭିନେତ୍ରୀ ଜଣକ ହେଉଛନ୍ତି ଆନି ।

ଆପଣ ମାନେ ସମସ୍ତେ ଓଡିଆ ଟିଭି ଇଣ୍ଡଷ୍ଟ୍ରିର ଲୋକପ୍ରିୟ ସିରିଏଲ ‘ବଧୂ’କୁ ନିଶ୍ଚୟ ଦେଖିଥିବେ । ଏହି ସିରିଏଲର ମୁଖ୍ୟ ଅଭିନେତ୍ରୀ ରୂପେ ଆନି ଅଭିନୟ କରୁଛନ୍ତି । ହେଲେ ଏହି କିଛି ଦିନ ତଳେ ସେ ନିଜ ପୁଅର ଜନ୍ମ ଦିନ ପାଳନ କରୁଥିବାର ନଜର ଆସିଥିଲେ ଓ ସେଥିପାଇଁ ସେ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ଅଛନ୍ତି ।

ବନ୍ଧୁଗଣ ଆନିଙ୍କ ସୁନ୍ଦର ଅଭିନୟ ପାଇଁ ‘ବଧୂ’ ସିରିଏଲଟି ବହୁତ ଲୋକପ୍ରିୟତା ହାସଲ କରିଛି ଦର୍ଶକ ମାନେ ଆନିଙ୍କ ଅଭିନୟକୁ ବହୁତ ଅଧିକ ପସନ୍ଦ କରିଥିଲେ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଆନିଙ୍କ ପୁଅର ଜନ୍ମ ଦିନ ବିଷୟରେ କହିବାକୁ ଯାଉଛୁ, ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

 

ବନ୍ଧୁଗଣ ଆନି ଆମର ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ହେଲେ ସେ ଏହି ସିରିଏଲରେ ଅଭିନୟ କରିବା ପରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଓ ସେ ଅନ୍ୟ କୌଣସି ସିରିଏଲରେ ଅଭିନୟ ନକରି ଏହି ଅଭିନୟ ଦୁନିଆକୁ ତ୍ୟାଗ କରିଥିଲେ ।

ବନ୍ଧୁଗଣ ଆଣି କେତେକ ସିରିଏଲ ବ୍ଯତୀତ କେତେକ ଫିଲ୍ମରେ ବହୁତ ସୁନ୍ଦର ଅଭିନୟ କରିଛନ୍ତି । ସୋସିଆଲ ମିଡିଆରେ ତାଙ୍କର ବହୁତ ଫ୍ୟାନ୍ସ ଫାଲୋଇଙ୍ଗ ରହିଛି । ଗତ ଦୁଇ ଦିନ ତଳେ ସେ ନିଜ ପୁଅର ପ୍ରଥମ ଜନ୍ମ ବାର୍ଷିକର ପାଳନ କରିଛନ୍ତି । ବନ୍ଧୁଗଣ ଆନି ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ନିଜ ପୁଅର ଜନ୍ମ ଦିନର କିଛି ଫଟୋ ସେୟାର କରିଛନ୍ତି ।

ଆନିଙ୍କ ପୁଅର ଜନ୍ମ ଦିନରେ ତାଙ୍କ ବନ୍ଧୁବାଧବ ସହ ତାଙ୍କର ପରିବାର ଲୋକ ସେହି ସ୍ଥାନରେ ଉପସ୍ଥିତ ଥିଲେ । ବନ୍ଧୁଗଣ ତାଙ୍କ ପୁଅର ଜନ୍ମ ଦିନର ଫଟୋ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସମସ୍ତ ଫଟୋକୁ ଦେଖି ତାଙ୍କ ଫ୍ୟାନ୍ସ ମାନେ ବହୁତ ସୁନ୍ଦର ପ୍ରତିକ୍ରିୟା ଦେଇଛନ୍ତି । ଆନି ବର୍ତ୍ତମାନ ଏହି ଅଭିନୟ ଦୁନିଆରୁ ଦୂରେଇ ଯାଇଥିଲେ ମଧ୍ୟ ଲୋକମାନେ ତାଙ୍କୁ ଭୁଲି ନାହାନ୍ତି ।

ସୋସିଆଲ ମିଡିଆରେ ସେ ବହୁତ ଚର୍ଚାରେ ରହୁଛନ୍ତି । ନିଜର ସୁନ୍ଦର ଅଭିନୟ ଓ ସଫଳତା ପାଇଁ ସେ ଏହି ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆନିଙ୍କ ଅଭିନୟ ପସନ୍ଦ ଆସିଥାଏ ତେବେ ଆମକୁ କମେନ୍ଟ କରିବେ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *