ନିଜର ଅଜବ ହଟ ଡ୍ରେସ ପାଇଁ ଯେତେବେଳେ ସମସ୍ତଙ୍କ ସାମ୍ନାରେ ବେଜିତ ହେଲେ Kiara Advani, ଆଉ ତା’ ପରେ…

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡର ସମସ୍ତ ଅଭିନେତ୍ରୀ ମାନଙ୍କୁ ଦେଖିଥିବେ । ହେଲେ ଆଜିଆମେ ଆପଣ ମାନଙ୍କୁ ଏପରି ଏକ ବଲିଉଡ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ବର୍ତ୍ତମାନ ବହୁତ ଅଧିକ ଲାଇମ ଲାଇଟରେ ରହୁଛନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ବଲିଉଡ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ଅଭିନେତ୍ରୀ କିଆରା ଆଡଭାନୀ । ୨୦୧୪ରେ ଫିଲ୍ମ ‘ଫଗଲି’ରୁ ନିଜର ବଲିଉଡ କାରିୟରର ଆରମ୍ଭ କରିଥିବା ଅଭିନେତ୍ରୀ କିଆରା ଆଡଭାନୀ ୨୦୧୬ରେ ବଲିଉଡର ସୁପର ହିଟ ଫିଲ୍ମ ‘ଏମ ଏସ ଧୋନୀ’ରେ ଅଭିନୟ କରିଥିଲେ ।

ଫିଲ୍ମ ‘ଏମ ଏସ ଧୋନୀ’ରେ କିଆରାଙ୍କୁ ଦର୍ଶକ ମାନେ ବହୁତ ଅଧିକ ପସନ୍ଦ କରିଥିଲେ । ହେଲେ ତାଙ୍କୁ ବଲିଉଡରେ ସଫଳତା ମିଳିଥିଲା ୨୦୧୯ରେ ଆସିଥିବା ଫିଲ୍ମ ‘କବୀର ସିଂହ’ରୁ । ଏହି ଫିଲ୍ମର ମୁଖ୍ୟ ଅଭିନେତା ଥିଲେ ସାହିଦ କପୁର ଓ ମୁଖ୍ୟ ଅଭିନେତ୍ରୀ ଥିଲେ କିଆରା ଆଡଭାନୀ । ବନ୍ଧୁଗଣ ଏହି ଫିଲ୍ମଟି ସୁପର ହିଟ ହେବା ସହ ଉଭୟ ସାହିଦ ଓ କିଆରା ବଲିଉଡରେ ଫେମସ ହୋଇଥିଲେ ।


ଏହି ଫିଲ୍ମ ପରଠାରୁ କିଆରା ବହୁତ ଅଧିକ ଲାଇମ ଲାଇଟରେ ରହିଛନ୍ତି । ହେଲେ ବନ୍ଧୁଗଣ ବହୁତ ଥର କିଆରା ନିଜ ଡ୍ରେସ ପାଇଁ ଲଜ୍ଜିତ ଓ ଟ୍ରୋଲର ଶିକାର ମଧ୍ୟ ହୋଇଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆସନ୍ତୁ ଜାଣିବା କିଆରାଙ୍କ ବିଷୟରେ । ଫିଲ୍ମ କବୀର ସିଂହର ସକସେସ ପାର୍ଟି ସମୟରେ କିଆରାଙ୍କୁ ବହୁତ ଅଧିକ ଟ୍ରୋଲ କରଯାଇଥିଲା । କିଆରା ସେହି ଡ୍ରେସରେ ବହୁତ ଅଧିକ ଅଲଗା ଦେଖାଯାଉଥିଲେ ।


ଏହା ବ୍ଯତୀତ ଫିଲ୍ମ କବୀର ସିଂହର ପ୍ରମୋଶନ ସମୟରେ କିଆରାଙ୍କର ଏକ ଭିଡିଓ ବହୁତ ଅଧିକ ଭାଇରାଲ ହୋଇଥିଲା । ଏହି ଭିଡିଓରେ କିଆରା ନୀଳ ରଙ୍ଗର ଡାଉନ ସାର୍ଟ ପିନ୍ଧିଛନ୍ତି । ହେଲେ ଏହି ଡ୍ରେସରେ ପବନ ହେବା ଦ୍ଵାରା ଅଳ୍ପ ଉଡିଯାଇଥିଲା ଯାହାଫଳରେ କିଆରା ସେହି ସମୟରେ ଲଜ୍ଜିତ ହୋଇଥିଲେ । ଏହି କିଛି ଦିନ ତଳେ କିଆରା ଡବୁ ରତାନିଙ୍କ ଫଟୋସୁଟରେ ବହୁତ ଅଧିକ ଚର୍ଚାରେ ଥିଲେ ।

ଏହି ଫଟୋସୁଟରେ କିଆରା ବହୁତ ଅଧିକ ବୋଲ୍ଟ ଫଟୋ ଦେଇଥିଲେ । ଯେଉଁଥିରେ କିଆରା ନିଜ ଶରୀରକୁ ଏକ ପତ୍ର ଦ୍ଵାରା ଲୁଚାଇ ଥିଲେ । କିଆରାଙ୍କୁ ଏହି ଫଟୋସୁଟ ପାଇଁ ବହୁତ ଅଧିକ ଟ୍ରୋଲ ମଧ୍ୟ କରାଯାଇଥିଲା । ହେଲେ କିଆରା ଏହି ନେଗେଟିଭ ଟ୍ରୋଲିଙ୍ଗକୁ ଅଧିକ ଧ୍ୟାନ ଦେଇ ନଥିଲେ । ଫିଲ୍ମ କବୀର ସିଂହ ପରଠାରୁ କିଆରାଙ୍କର ଲୋକପ୍ରିୟତା ବହୁତ ଅଧିକ ବଢିଯାଇଛି ଓ କିଆରାଙ୍କର ଫ୍ୟାନ ଫାଲୋଇଙ୍ଗ ମଧ୍ୟ ବଢିଛି ।

କିଆରାଙ୍କର ଇଂଷ୍ଟାଗ୍ରାମ ଆକାଉଣ୍ଟରେ ୧୪.୧ ମିଲିୟନ ଲୋକ କିଆରାଙ୍କୁ ଫଲୋ କରୁଛନ୍ତି । ଏହି କିଛି ଦିନ ହେବ କିଆରାଙ୍କ ଓ ଅକ୍ଷୟ କୁମାରଙ୍କ ନୂଆ ଫିଲ୍ମ ‘ଲକ୍ଷ୍ମୀ ବମ୍ବ’ ରିଲିଜ ହୋଇଛି । ଏହି ଫିଲ୍ମକୁ ମଧ୍ୟ ଦର୍ଶକ ମାନେ ବହୁତ ଅଧିକ ପସନ୍ଦ କରିଛନ୍ତି ଓ ଆଗାମୀ ସମୟରେ ଫିଲ୍ମ ‘ଭୁଲଭୁଲେୟା ୨’ ରେ କିଆରା ନଜର ଆସିବେ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରନ୍ତୁ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *