ସୁନ୍ଦର ଦେଖାଯିବା ପାଇଁ ସବୁ ସୀମା ଟପିଗଲେ Bollywood ର ଏହି 5 ଜଣ ହିରୋଇନ, ନମ୍ବର 3 ଙ୍କ କଥା ଜାଣିଲେ ତ ଆପଣ ବିଶ୍ଵାସ ବି କରି ପାରିବେନି

ବନ୍ଧୁଗଣ ବଲିଉଡ୍ ଏକ ଏମିତିଆ ଜଗତ ଅଟେ ଯେଉଁଠି ସମସ୍ତେ ସୁନ୍ଦର୍ ରୁ ସୁନ୍ଦର ଦେଖାଯିବା ପାଇଁ ଉଦ୍ୟମ କରିଥାନ୍ତି । ତେବେ କିଛି ଅଭିନେତ୍ରୀ ମାନେ ନିଜକୁ ଅତ୍ୟଧିକ ରୁ ଅତ୍ୟଧିକ ସୁନ୍ଦର ଦେଖାଇବା ପାଇଁ ପ୍ଲାଷ୍ଟିକ ସର୍ଜରୀ କରିବାରୁ ମଧ୍ୟ ପଛେଇ ନାହାନ୍ତି । କିଛି ଅଭିନେତ୍ରୀ ମାନେ ପ୍ଲାଷ୍ଟିକ ସର୍ଜରୀ କରି ନିଜର ହୁଲିଆ ହିଁ ସମ୍ପୂର୍ଣ ଭାବେ ବଦଳାଇ ଦେଇଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ବଲିଉଡ୍ ଏବଂ ଟିଭି ଜଗତର କିଛି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ , ଯେଉଁମାନେ ପ୍ଲାଷ୍ଟିକ ସର୍ଜରୀ କରେଇ ନିଜର ଚେହେରା ହିଁ ବଦଳାଇ ଦେଇଛନ୍ତି ।

୧ . ଅନୁଷ୍କା ଶର୍ମା – ବଲିଉଡ୍ ଇଣ୍ଡଷ୍ଟ୍ରି ର ଏକ ନାମୀ ଦାମି ନାମ ଅନୁଷ୍କା ମଧ୍ୟ ନିଜ ନାକର ଏବଂ ନିଜ ଓଠ ର ପ୍ଲାଷ୍ଟିକ ସର୍ଜରୀ କରାଇଥିଲେ , ଯାହାକି ” ପିକେ ” ଫିଲ୍ମରେ ପୂର୍ଣ୍ଣ ଭାବେ ଦେଖା ଯାଇଥିଲା । ଏଥିପାଇଁ ଅନୁଷ୍କା ଅନେକ ସ୍ଥାନରେ ହାସ୍ୟ ର ପାତ୍ର ମଧ୍ୟ ହୋଇଥିଲେ , କାହିଁକି ନା ତାଙ୍କ ଲୁକ୍ ରେ ଆକାଶ  ପାତାଳ ର ଅନ୍ତର ଆସିଯାଇଥିଲା ।

 

 

ଅନୁଷ୍କା ଶର୍ମା ଯେତେବେଳେ ବଲିଉଡ୍ ଜଗତରେ ଫିଲ୍ମ୍ “ରବ୍ ନେ ବନାଦି ଯୋଡ଼ି” ରେ ନିଜର ଡେବ୍ୟୁ କରିଥିଲେ । ସେଥିରେ ସେ ବହୁତ୍ କ୍ୟୁଟ୍ ଏବଂ ସୁନ୍ଦର ମଧ୍ୟ ଦେଖା ଯାଉଥିଲେ । ଯେବେଠୁ ସେ ନିଜର ସର୍ଜରୀ କରାଇଛନ୍ତି ତାଙ୍କର ଲୁକ୍ ଏତେ ବଦଳି ଗଲା ଯେ ଦର୍ଶକ ମାନଙ୍କୁ ତାଙ୍କର ଏହି ଲୁକ୍ ଟିକେ ହେଲେ ମଧ୍ୟ ପସନ୍ଦ ଆସିନଥିଲା ।

୨. ବାନି କପୂର୍ – ବନ୍ଧୁଗଣ ନିଜର ବୋଲ୍ଡ ଅନ୍ଦାଜ୍ ରେ ସବୁ ସମୟରେ ଚର୍ଚ୍ଚାରେ ଆସୁଥିବା ଅଭିନେତ୍ରୀ ବାନୀ କପୂର୍ ମଧ୍ୟ ପ୍ଲାଷ୍ଟିକ ସର୍ଜରୀ କରି ନିଜକୁ ଏକ ନୂଆ ଲୁକ୍ ଦେଇଥିଲେ । ସେ ଯେତେବେଳେ ଫିଲ୍ମ୍ ” ସୁଦ୍ଧ ଦେଶୀ ରୋମାନ୍ସ ” ରେ କାମ କରିଥିଲେ ସେ ବହୁତ୍ ସୁନ୍ଦର୍ ଦେଖା ଯାଉଥିଲେ ଏବଂ ତାଙ୍କୁ ଦର୍ଶକଙ୍କ ଠାରୁ ବହୁତ୍ ଭଲ ପାଇବା ମଧ୍ୟ ମିଳିଥିଲା ।

ଯେତେବେଳେ ସେ “ବେଫିକ୍ରେ” ଫିଲ୍ମ୍ ରେ କାମ କଲେ ସେତେବେଳେ ତାଙ୍କ ଲୁକ୍ ରେ ସ୍ପଷ୍ଟ ଦେଖାଯାଉଥିଲା କି ସେ ନିଜର ନାକର ସର୍ଜରୀ କରାଇଛନ୍ତି ଏବଂ ନିଜର ଓଠ ର ମଧ୍ୟ ସର୍ଜରୀ କରାଇଥିଲେ । ଯାହା ଦ୍ଵାରା ତାଙ୍କ ଲୁକ୍ ରେ ବହୁତ୍ ଅନ୍ତର ମଧ୍ୟ ଆସି ଯାଇଥିଲା ଆଉ ଯଦି ଆପଣ ବାନିଙ୍କ ଆଗର ଏବଂ ଏବେକାର ଫୋଟୋ ତୁଳନା କରି କି ଦେଖନ୍ତି ତେବେ ବନ୍ଧୁଗଣ ସେ ଆଗରୁ ବେଶି ସୁନ୍ଦର୍ ଦେଖା ଯାଉଥିଲେ ।

 

୩. ଆଇଶା ଟାକିଆ – ବନ୍ଧୁଗଣ ଅଇଶା ଟାକିଆ ଙ୍କୁ କିଏ ଅବା ନ ଚିହ୍ନେ ସେ ଫିଲ୍ମ୍ “ଟାର୍ଜନ୍” ରେ ଚମତ୍କାର ଭାବେ ଅଭିନୟ କରି ଦର୍ଶକଙ୍କ ର ମନ କିଣି ନେଇଥିଲେ । ହେଲେ ବନ୍ଧୁଗଣ ଏହା ବହୁତ୍ କମ୍ ଲୋକ ଜାଣିଛନ୍ତି ଯେ ଆଇଶା ଟାକିଆ ତାଙ୍କ କ୍ୟାରିୟର ର ଆରମ୍ଭରେ “ଅଖୋ ମେଁ ତେରା ହି ଚେହେରା” ମୂଜିକ ଭିଡ଼ିଓ ରେ କାମ କରିଥିଲେ । ସେହି ସମୟରେ ସେ ବହୁତ୍ ସୁନ୍ଦର୍ ଲାଗୁଥିଲେ କିନ୍ତୁ ପରେ ସେ ନିଜର ବ୍ରେଷ୍ଟ ସର୍ଜରୀ କରିଥିଲେ ଏବଂ ତାଙ୍କର ଲୁକ୍ ଚୁଲବୁଲି ଗାର୍ଲ୍ ରୁ ବଦଳି ବୋଲ୍ଡ ଲୁକ୍ ହୋଇଗଲା ।

୪. ଶ୍ରୀଦେବୀ- ଶ୍ରୀଦେବୀଙ୍କର ମୃତ୍ୟୁର ଖବର ସମସ୍ତଙ୍କୁ ଦୁଃଖୀତ କରିଦେଇଥିଲା । କିନ୍ତୁ ତାଙ୍କ ମୃତ୍ୟୁ ସହ ଜଡିତ ଏକ ରହସ୍ୟ ମଧ୍ୟ ଶୁଣିବାକୁ ମିଳେ ଯେ ତାଙ୍କ ମୃତ୍ୟୁର କାରଣ ଏହି କସମେଟିକ ସର୍ଜରୀ ହିଁ ଅଟେ । ଶୁଣାଯାଏ କି ସେ ନିଜ ମୃତ୍ୟୁ ପୂର୍ବରୁ ୨ଟି ସର୍ଜରୀ ତଥା ନିଜ ଓଠ ଓ ପୁରା ଶରୀରର କିଛି ସର୍ଜରୀ କରାଇଥିଲେ । ଯାହା ଫଳରେ କିଛି ଔଷଧ ଯୋଗୁଁ ସେ ନିଜ ଉପରେ ନିୟନ୍ତ୍ରଣ ରଖି ନ ପାରି ପ୍ରାଣ ହରାଇଥିଲେ ।

୫. କରୀନା – କରୀନା ମଧ୍ୟ ଅଛନ୍ତି ଏହି ତାଲିକାରେ । ତାଙ୍କ ବିଷୟରେ ଶୁଣା ଯାଏ ସେ ନିଜ ଥୋଡୀ, ଓଠ, ନାକ ଓ ପିଚା ର ମଧ୍ୟ ସର୍ଜରୀ କରାଇଛନ୍ତି ଓ ଆହୁରି ଅଧିକ ସୁନ୍ଦର ଦିଶୁଛନ୍ତି ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ବଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *