TV ଇଣ୍ଡଷ୍ଟ୍ରି ର ଏହି 4 ଜଣ Actress ଙ୍କୁ ବିବାହର ଅଳ୍ପ ଦିନ ମଧ୍ୟରେ ହିଁ ମିଳିଲା ଧୋକା, ନମ୍ବର 2 ଙ୍କର ତ ଦ୍ଵିତୀୟ ବିବାହ ବି ଭାଙ୍ଗିଗଲା

ବନ୍ଧୁଗଣ ଆପଣ ମାନେ ସମସ୍ତେ ଉଭୟ ବଲିଉଡ ଓ ଟିଭି ଇଣ୍ଡଷ୍ଟ୍ରିରେ କାମ କରୁଥିବା ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଉଭୟ ବଲିଉଡ ଓ ଟିଭି ଇଣ୍ଡଷ୍ଟ୍ରିରେ ବ୍ରେକଅପ୍ ଓ ପ୍ୟାଚଅପ୍ ଖବର ସବୁବେଳେ ଚର୍ଚାରେ ରହିଥାଏ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଟିଭି ଇଣ୍ଡଷ୍ଟ୍ରିର ଏପରି କିଛି ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ବିବାହ କରିବା ପରେ ପାଇଥିଲେ ଧୋକା ।

ବନ୍ଧୁଗଣ ଟିଭିର ଏହି ଅଭିନେତ୍ରୀ ମାନେ ଏହି ଟିଭି ଜଗତରେ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି, ଯାହାଫଳରେ ଏମାନେ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସମସ୍ତ ଅଭିନେତ୍ରୀ ମାନଙ୍କ ବିଷୟରେ ।


ରଶ୍ମୀ ଦେସାଇ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଟିଭି ଇଣ୍ଡଷ୍ଟ୍ରିର ଫେମସ ଅଭିନେତ୍ରୀ ରଶ୍ମୀ ଦେସାଇ । ରଶ୍ମୀ ଏହି କିଛି ଦିନ ହେ ନିଜର ବିକିନୀ ଫଟୋ ସୁଟ ପାଇଁ ବହୁତ ଚର୍ଚାରେ ଅଛନ୍ତି । ବନ୍ଧୁଗଣ ରଶ୍ମୀ ପ୍ରଥମେ ନନ୍ଦିସ ସିଂହ ସନ୍ଧୁଙ୍କ ସହ ପ୍ରେମ କରି ବିବାହ କରିଥିଲେ । ଏହି ଦୁଇଜଣ ପ୍ରଥମେ ସିରିଏଲ ‘ଉତରଣ’ରୁ ପରସ୍ପର ସହ ସାକ୍ଷାତ କରିଥିଲେ । ଏହାପରେ ଏହି ଦୁଇଜଣ ପରସ୍ପର ସହ ପ୍ରେମ କରି ୨୦୧୨ ମସିହାରେ ବିବାହ କରିଥିଲେ । ଏହାପରେ ବନ୍ଧୁଗଣ ଏମାନଙ୍କ ସମ୍ପର୍କ ଅଧିକ ସମୟ ପର୍ଯ୍ୟନ୍ତ ରହିନଥିଲା ଏମାନେ ୨୦୧୫ରେ ପରସ୍ପର ସହ ଅଲଗା ହୋଇଯାଇଥିଲେ ।

ଶ୍ଵେତା ତିବାରୀ- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ଟିଭି ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ଶ୍ଵେତା ତିବାରୀ । ଶ୍ଵେତା ପ୍ରଥମେ ନିଜ ଟିଭି ଇଣ୍ଡଷ୍ଟ୍ରି କାରିୟରର ଆରମ୍ଭ ‘କସୋଟୀ ଜିନ୍ଦେଗିକି’ ସିରିଏଲରୁ ଆରମ୍ଭ କରିଥିଲେ, ହେଲେ ଏହା ପୂର୍ବରୁ ସେ ଭୋଜପୁରୀ ଇଣ୍ଡଷ୍ଟ୍ରିରେ କାମ କରିଥିଲେ । ବନ୍ଧୁଗଣ ଭୋଜପୁରୀ ଇଣ୍ଡଷ୍ଟ୍ରିରେ କାମ କରୁଥିବା ସମୟରେ ଶ୍ଵେତା ଅଭିନେତା ରାଜା ଚୌଧୁରୀଙ୍କ ସହ ପ୍ରେମ କରି ୧୯୯୮ ମସିହାରେ ତାଙ୍କୁ ବିବାହ କରିଥିଲେ । ଏହି ଦୁଇଜଣଙ୍କର ଗୋଟେ ଝିଅ ମଧ୍ୟ ଅଛି ହେଲେ ବନ୍ଧୁଗଣ ଏମାନଙ୍କ ମଧ୍ୟରେ ହେଉଥିବା ବିଶୃଙ୍ଖଳା ହେତୁ ଏମାନେ ଅଲଗା ହୋଇଯାଇଥିଲେ । ଏହାପରେ ଶ୍ଵେତା ଅଭିନବ କୋହିଲିଙ୍କ ସହ ବିବାହ କରିଥିଲେ ହେଲେ ଆଜି ସେ ତାଙ୍କ ଠାରୁ ମଧ୍ୟ ଅଲଗା ହୋଇସାରିଛନ୍ତି ।

ଜେନିଫର ବିଙ୍ଗେଟ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଟିଭିର ଫେମସ ଅଭିନେତ୍ରୀ ଜେନିଫର ବିଙ୍ଗେଟ । ୨୦୧୨ ମସିହାରେ ଜେନିଫର ଅଭିନେତା କରନ ସିଂହ ଗ୍ରୋବରଙ୍କ ସହ ପ୍ରେମ ବିବାହ କରିଥିଲେ । ହେଲେ ବନ୍ଧୁଗଣ ଏହି ଦୁଇଜଣଙ୍କ ମଧ୍ୟରେ ବଲିଉଡ ଅଭିନେତ୍ରୀ ବିପାଶା ବାସୁ ଆସିଯାଇଥିଲେ, ଯାହାଫଳରେ କରନ ନିଜ ସ୍ତ୍ରୀ ଜେନିଫରଙ୍କୁ ଛାଡି ବିପାଶାଙ୍କ ସହ ବିବାହ କରିଥିଲେ ।


ଦଲଜିତ କୌର- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ଦଲଜିତ କୌର । ଦଲଜିତ ବହୁତ ବର୍ଷ ପୂର୍ବରୁ ଅଭିନେତା ସଲିନ ଭନୋଟଙ୍କ ସହ ବିବାହ କରିଥିଲେ ହେଲେ ୨୦୧୫ ମସିହାରେ ଏହି ଦୁଇଜଣ ଅଲଗା ହୋଇଯାଇଥିଲେ । ସେହି ସମୟରେ ଏହି ଦୁଇଜଣଙ୍କ ବ୍ରେକଅପ୍ ଖବର ବହୁତ ଚର୍ଚାରେ ଥିଲା ।

ତେବେ ଫ୍ରେଣ୍ଡ୍ସ ଆପଣଙ୍କ ମତାମତ ଆମକୁ ନିଶ୍ଚୟ ଜଣାନ୍ତୁ ଓ ଆଗକୁ ଟିଭି ଜଗତର ଅଧିକ କିଛି ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *