Odia Jokes- ଭିଣେଇ ଶାଳି ସହ ରୋମାଣ୍ଟିକ ହୋଇ କହିଲା, ଯଦି ମୁଁ ତୁମକୁ କେବଳ କିସ କରି ଛାଡିଦେବି ତା ହେଲେ ତମେ କଣ ଭବିବ ? ଶାଳି- ମୁ ଭାବିବି …

ବନ୍ଧୁଗଣ ହସିବା ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହୋଇଥାଏ । ନିଜର କାମ ଚିନ୍ତାକୁ ଦୂର କରି ଆପଣ କିଛି ମନୋରଞ୍ଜନ କରିବା ନିହାତି ଆବଶ୍ୟକ । ବନ୍ଧୁଗଣ ଆପଣଙ୍କ ମୁହଁରେ ହସ ଆଣିବା ପାଇଁ ଆଜି ଆମେ ଆପଣଙ୍କ ପାଇଁ କିଛି ମଜାଦାର ଓଡିଆ ଜୋକ୍ସ ନେଇ ଆସିଛୁ । ଏହି ଓଡିଆ ଜୋକ୍ସକୁ ପଢିବା ପରେ ଆପଣ ମାନେ ନିଶ୍ଚୟ ବହୁତ ହସିବେ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଆମର ଏହି ମଜାଦାର ଓଡିଆ ଜୋକ୍ସ ବିଷୟରେ ।

Jokes-1
ଡାକ୍ତର- ଆପଣଙ୍କ ଦାନ୍ତ କେମିତି ଭାଙ୍ଗିଲା ?
ରୋଗୀ- ସ୍ତ୍ରୀ ବହୁତ ଟାଣ ରୁଟି ବନେଇଥିଲା ତ

ଡାକ୍ତର- ତ ଖାଇବା ପାଇଁ ମନା କରି ଦେଇଥାନ୍ତ
ରୋଗୀ- ଆଜ୍ଞା ହଁ, ସେଇଆ ତ କରିଥିଲି

Jokes-2

ସ୍ଵାମୀ ନିଜର ରାଗିଥିବା ସ୍ତ୍ରୀ କୁ ସବୁ ଦିନ ଫୋନ କରେ

ଶାଶୁ ମା- କେତେ ଥର କହିଲି କି ଏବେ ସେ ତୁମ ଘରକୁ ଆଉ ଯିବନି,

ପୁଣି ସବୁଦିନ କାହିଁକି ଫୋନ କରୁଛ ?

ଜ୍ଵାଇଁ- ଶୁଣି କି ଭଲ ଲାଗୁଛି ତ ସେଥିପାଇଁ

Jokes-3

ସ୍ଵାମୀ-ସ୍ତ୍ରୀ ସପିଙ୍ଗ କରିବାକୁ ବାହାରିଥିଲେ

ସ୍ଵାମୀ- ଜଲ୍ଦି କର….ଆଜି 8 ଟା ରେ କୁକୁରଙ୍କର ରେସ ଅଛି,

ମତେ ସେଠିକି ଯିବାର ଅଛି…

ପତ୍ନୀ- ତୁମେ ବି କିଛି ବି କରୁଛ…

ଠିକ ସେ ଚାଲି ପାରୁନ ଆଉ ରେସ କରିବାକୁ ବାହାରିଛ

Jokes-4

ବାପା- ପରୀକ୍ଷା କେମିତି ହେଲା ?

ପୁଅ- ପ୍ରଥମ ପ୍ରଶ୍ନ ଛାଡିଦେଲି,

ତୃତୀୟ ଟା ଆସୁ ନଥିଲା,

ଚତୁର୍ଥ ଟା କରିବାକୁ ଭୁଲିଗଲି,

ପଞ୍ଚମ ଟା ଦେଖି ପାରିଲିନି

ବାପା- ଆଉ ଦ୍ଵିତୀୟ ପ୍ରଶ୍ନ ଟା ?

ପୁଅ- ବାସ କେବଳ ସେଇଟା ହିଁ ଭୁଲ ହେଇଗଲା …!!

Jokes-5

ଯଦି ବସନ୍ତି ଠାକୁର କୁ ରାକ୍ଷୀ ବାନ୍ଧିବ ତ

ବସନ୍ତି ଓ ଠାକୁର ର ସମ୍ପର୍କରେ କଣ ହେବ ?

ନିଜ ନିଜ କାମ କର

କିଛି ବି ହେବ ନାହିଁ

କାରଣ ଠାକୁର ର ହାତ ହିଁ ନଥିଲା

Jokes-6

ପତ୍ନୀ- ହେଇଟି ଶୁଣୁଛ, ତୁମ ପୁଅ ଆଜି କାଲି କିଛି ଅଧିକ ହିଁ ଟଙ୍କା ଉଡାଉଛି,

ଯଉଠି ବି ଲୁଚାଉଛି ଖୋଜି ବାହାର କରି ଦେଉଛି !

ସ୍ଵାମୀ- ସେ କୂଳାଙ୍ଗାର ର ବହିରେ ଲୁଚେଇ ଦେ,

ପରୀକ୍ଷା ପର୍ଯ୍ୟନ୍ତ ତ ଖୋଜି ହିଁ ପାରିବନି

Jokes-7

ଭିଣେଇ ଶାଳି ସହ ରୋମାଣ୍ଟିକ ହୋଇ କହିଲା- ଯଦି ମୁ ତମକୁ କେବଳ କିସ କରି ଛାଡିଦେବି ତା ହେଲେ ତମେ କଣ ଭବିବ ?

ଶାଳି- ମୁ ଭାବିବି ମୋ ପାଗଳ ଭିଣେଇ ବ୍ୟାଙ୍କକକ ଗଲେ ହେଲେ କେବଳ ଏୟାରପୋର୍ଟରୁ ଫେରି ଆସିଲେ ।

ଆପଣଙ୍କୁ ଆମର ଏହି ଜୋକ୍ସ ଗୁଡିକ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଏମିତି ମଜାଳିଆ ପୋସ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *