ଏବେ ଆଉ ଏଇ ଦୁନିଆରେ ନାହାଁନ୍ତି TV ସିରିଏଲ “ରାମାୟଣ” ର ଏହି 5 କଳାକାର !

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ହିନ୍ଦୀ ଟେଲିଭିଜନରେ ପ୍ରସାରିତ ହେଉଥିବା ସମସ୍ତ ଧାରାବାହିକ ଗୁଡିକୁ ନିଶ୍ଚୟ ଦେଖିଥିବେ । ସାଧାରଣତଃ ଏପରି କିଛି ଧାରାବାହିକ ଅଛି ଯାହା ବହୁତ ଲୋକପ୍ରିୟତା ହାସଲ କରିଛି ଓ ଅନ୍ୟ ପକ୍ଷରେ ଏପରି ମଧ୍ୟ କିଛି ଧାରାବାହିକ ଅଛି ଯାହାକୁ ଲୋକ ମାନେ ଅଧିକ ପସନ୍ଦ କରିନାହାନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏପରି ଏକ ଧାରାବାହିକ ବିଷୟରେ କହିବାକୁ ଯାଉଛୁ ଯାହାକୁ ଲୋକ ମାନେ ବହୁତ ଅଧିକ ଭଲ ପାଇବା ଦେଇଥିଲେ ।

ବନ୍ଧୁଗଣ ଏହି ଧାରାବାହିକଟି ହେଇଛି ‘ରାମାୟଣ’ । ୯୦ ଦଶକରେ ଟିଭିରେ ପ୍ରସାରିତ ହେଇଥିବା ରାମାୟଣ ଲକ୍ଷ ଲକ୍ଷ ଲୋକଙ୍କ ମନକୁ ଜିତି ପାରିଥିଲା । ଏହି ଧାରାବାହିକରେ ଅଭିନୟ କରିଥିବା ସମସ୍ତ କଳାକାର ମାନେ ନିଜର ସୁନ୍ଦର ଭୂମିକାର ପଦର୍ଶନ କରି ବହୁତ ଲୋକପ୍ରିୟତା ହାସଲ କରିଥିଲେ ।

ବନ୍ଧୁଗଣ ଏହି ଧାରାବାହିକରେ ଅଭିନୟ କରିଥିବା ସମସ୍ତ କଳାକାର ମାନଙ୍କୁ ଆପଣ ମାନେ ନିଶ୍ଚୟ ଦେଖିଥିବେ । ଏହି କଳାକାର ମାନେ ଟିଭି ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ଓ ବର୍ତ୍ତମାନ ମଧ୍ୟ ନିଜ ପର୍ଶନାଲ ଲାଇଫ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହୁଛନ୍ତି ।

ହେଲେ ବନ୍ଧୁଗଣ ଏହି ଧାରାବାହିକରେ ଅଭିନୟ କରିଥିବା ଏପରି କିଛି କଳାକାର ଅଛନ୍ତି ଯେଉଁ ମାନେ ବର୍ତ୍ତମାନ ଏହି ଦୁନିଆରେ ଆଉ ନାହାନ୍ତି । ଆଜି ଆମେ ଆପଣ ମାନଙ୍କୁ ଏହି କଳାକାର ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି କଳାକାର ମାନଙ୍କ ବିଷୟରେ ।

ଶ୍ୟାମ ସୁନ୍ଦର କାଲାନି- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ରାମାୟଣ ସିରିଏଲରେ ସୁଗ୍ରୀବର ଭୂମିକା ପଦର୍ଶନ କରିଥିବା କଳାକାର ଶ୍ୟାମ ସୁନ୍ଦର କାଲାନି । ଏହି ଧାରାବାହିକ ବ୍ୟତୀତ ଶ୍ୟାମ ଅନ୍ୟ କେତେକ ଧାରାବାହିକରେ ମଧ୍ୟ କାମ କରିଛନ୍ତି । ବନ୍ଧୁଗଣ ଗତବର୍ଷ କ୍ୟାନ୍ସର ରୋଗରେ ପୀଡିତ ଥିବା ଶ୍ୟାମ ସୁନ୍ଦର କାଲାନିଙ୍କ ନି-ଧ-ନ ହୋଇଥିଲା । ବର୍ତ୍ତମାନ ସେ ଏହି ଦୁନିଆରେ ନାହାନ୍ତି ।

ବିଜୟ ଅରୋରା- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ବିଜୟ ଅରୋରା । ରାମାୟଣ ଧାରାବାହିକରେ ବିଜୟ ମେଘନାଦର ସୁନ୍ଦର ଭୂମିକା ପଦର୍ଶନ କରି ବହୁତ ଲୋକପ୍ରିୟତା ହାସଲ କରିଥିଲେ । ହେଲେ ବନ୍ଧୁଗଣ ୨୦୦୭ ମସିହାରେ ସେ କ୍ୟାନ୍ସର ରୋଗରେ ପୀଡିତ ଥିବାରୁ ତାଙ୍କର ଦେ-ହା-ନ୍ତ ହୋଇଥିଲା ।

ମୁକେଶ ରାୱାଲ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ରାମାୟଣ ସିରିଏଲର ଫେମସ କଳାକାର ମୁକେଶ ରାୱାଲ । ମୁକେଶ ଏହି ଧାରାବାହିକରେ ବିଭୀଷଣର ଭୂମିକା ପଦର୍ଶନ କରିଥିଲେ । ୨୦୧୬ ମସିହାରେ ଗୋଟେ ଟ୍ରେନ ଆକ୍ସିଡେଣ୍ଟ ହେବା କାରଣରୁ ତାଙ୍କର ଦେ-ହା-ନ୍ତ ହୋଇଥିଲା ।

ଲଳିତା ପବାର- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ଲଳିତା ପବାର । ଲଳିତା ରାଣୀ କଇକେଇଙ୍କ ଦାସୀ ମନ୍ଥରାର ଭୂମିକା ପଦର୍ଶନ କରି ଲକ୍ଷ ଲକ୍ଷ ଲୋକଙ୍କ ମନକୁ ଜିତିଥିଲେ । ହେଲେ ବନ୍ଧୁଗଣ କ୍ୟାନ୍ସର ରୋଗରେ ପୀଡିତ ଥିବା ଲଳିତାଙ୍କ ଦେ-ହା-ନ୍ତ ୧୯୯୮ ମସିହାରେ ହୋଇଥିଲା ।

ଦାରା ସିଂହ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଦିଗଜ କଳାକାର ଦାରା ସିଂହ । ଏହି ଧାରାବାହିକରେ ଦାରା ହନୁମାନଙ୍କ ଭୂମିକା ପଦର୍ଶନ କରିଥିଲେ । ହେଲେ ୮୪ ବର୍ଷ ବୟସରେ ଦାରା ହାର୍ଟ ଆଟାକ କାରଣରୁ ଏହି ଦୁନିଆକୁ ତ୍ୟାଗ କରିଥିଲେ ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ଟିଭି ଦୁନିଆ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *