ନିଜ ପର୍ସନାଲ ଲାଇଫ କୁ ନେଇ ବଡ ଖୁଲାସା କଲେ Sura Routray, କହିଲେ କିଛି ଏମିତି…ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ଆପଣ ମାନେ କଂଗ୍ରେସ ର ରାଜନେତା ସୁର ରାଉତରାୟ ଙ୍କୁ ନିଶ୍ଚିତ ଜାଣିଥିବେ । ସେ ସର୍ଵଦା ଲୋକ ମାନଂକୁ ସାହାର୍ଯ୍ୟ କରିବାରେ ଆଗଭର ଥାଆନ୍ତି ଏବଂ ସମସ୍ତ ଙ୍କ ସହ ଖୁବ ଭଲ ରେ ମିଶି ମଧ୍ୟ ଯାଇଥାନ୍ତି ।

ସେ ମିଡ଼ିଆ ରେ ସର୍ଵଦା ନିଜର ମନକଥା ଏକଦମ ଖୋଲି କି କହି ଦେଇଥାନ୍ତି । ଏହା ଛଡା ତାଙ୍କର ମଜାଳିଆ କଥା କୁ ଲୋକମାନେ ଖୁବ ପସନ୍ଦ ମଧ୍ୟ କରିଥାନ୍ତି ତେବେ ସେ ନିଜ ଇଣ୍ଟରଭିଉ ରେ ନିଜ ଜୀଵନ ଏବଂ ନିଜ ସ୍ତ୍ରୀ ଙ୍କ ବିଷୟରେ ବହୁତ କିଛି କଥା କହିଛନ୍ତି ତେବେ ଆସନ୍ତୁ ଦେଖିନେବା ସେହି ଇଣ୍ଟରଭିଉ ରେ ସେ କଣ କହିଛନ୍ତି ଆସନ୍ତୁ ଜାଣିନେବା ।

ସୁର ରାଉତରାୟ ଙ୍କୁ ଯେତେବେଳେ ତାଙ୍କ ବିବାହ ବିଷୟରେ ସଂପର୍କରେ ପ୍ରଶ୍ନ କରାଯାଇ ଥିଲା ସେତେବେଳେ ସେ କହିଥିଲେ କି ତାଙ୍କର ଆରେଞ୍ଜ ମ୍ୟାରେଜ ହୋଇଥିଲା ତାଙ୍କର ପାଞ୍ଚ ଜଣ ଭାଇ ନିଜ ବାପା ଙ୍କ ପସନ୍ଦ ରେ ଏବଂ ବିନା ଦାଉରୀ ରେ ବିବାହ କରିଥିଲେ । ଏହା ଛଡା ସେ ଏହା ମଧ୍ୟ କହିଥିଲେ କି ତାଙ୍କ ପରିବାର,ଘର ତାଙ୍କ ସ୍ତ୍ରୀ ଯୋଗୁଁ ହିଁ ସୁରୁଖୁରୁରେ ଚଳୁଛି । ତାଙ୍କ ସ୍ତ୍ରୀ ତାଙ୍କୁ ଫ୍ରିଡମ ଦେଇଛନ୍ତି ଘର ଭିତରେ ତାଙ୍କ ସ୍ତ୍ରୀ ଙ୍କ କଥା ଏବଂ ଘର ବାହାରେ ତାଙ୍କ କଥା ଚଳିଥାଏ ।

ଏହା ଛଡା ତାଙ୍କୁ ଯେତେବେଳେ ତାଙ୍କ ପ୍ରିୟ ଖାଦ୍ୟ ବିଷୟରେ ପ୍ରଶ୍ନ କରା ଯାଇଥିଲା ସେତେବେଳେ ସେ ଉତ୍ତର ରେ କହିଥିଲେ କି ପଖାଳ ଭାତ,ଶାଗ ଭଜା,ଛତୁ ଆଦି ପସନ୍ଦ କିନ୍ତୁ ସବୁଠୁ ଅଧିକ ସେ ଆମିଷ ଖାଇବାକୁ ପସନ୍ଦ କରିଥାନ୍ତି ।

ସୁର ରାଉତରାୟ କହିଥିଲେ କି ସେ ନିଜ ସାନ ଭାଇ ଏବଂ ଜାନକୀ ପଟ୍ଟନାୟକ ଙ୍କ ମୃତ୍ୟୁ ରେ ସେ ବହୁତ ମର୍ମାହତ ହୋଇ ଯାଇଥିଲେ । ଏହା ତାଙ୍କୁ ବହୁତ କଷ୍ଟ ଦେଇଥିଲା । ଏହା ଛଡା ସେ କହିଥିଲେ କି ତାଙ୍କୁ ସାମାଜିକ କାର୍ଯ୍ୟକ୍ରମ କରିବା ଏବଂ ଲୋକ ମାନଂକୁ ସାହାଯ୍ୟ କରିବା ତାଙ୍କୁ ଖୁବ ପସନ୍ଦ ଏବଂ ସେ ଅନେକ ଲୋକ ଙ୍କୁ ସାହାଯ୍ୟ ମଧ୍ୟ କରିଛନ୍ତି ।

ଏହା ଛଡା ସେ ଶେଷ ରେ ଯୁବ ପିଢ଼ି କୁ ଏହା ନିବେଦନ କରିଛନ୍ତି କି ଏହି ନିଶା ମ-ଦ,ସି-ଗା-ରେ-ଟ, ବ୍ରା-ଉ-ନ ସୁ-ଗା-ର ଆଦିଠାରୁ ଦୁରେଇ ରୁହନ୍ତୁ କାରଣ ଏହା ଆପଣ ଙ୍କ ସୁନ୍ଦର ଜୀଵନ କୁ ନଷ୍ଟ କରି ଦେଇପାରେ ଏବଂ ନିଜ ପିତା ମାତା ଙ୍କୁ ସ୍ନେହ,ସମ୍ମାନ ଏବଂ ସାହାଯ୍ୟ କରନ୍ତୁ ଏବଂ ପାଠ ପଢି ବାପା ମାଆ ଏବଂ ଆମ ରାଜ୍ୟ ର ନାଁ ଏବଂ ଯଶ ରଖନ୍ତୁ ।

Leave a Reply

Your email address will not be published. Required fields are marked *