ଅଣ୍ଡର ୱାଲ୍ଡ ପାଇଁ ବର୍ବାଦ ହେଇଗଲା Bollywood ର ଏହି 4 ଜଣ ସୁନ୍ଦରୀ ହିରୋଇନ ଙ୍କ କ୍ଯାରିୟର, 3 ନମ୍ବର ହିରୋଇନଙ୍କର ଦାଉଦ ଇବ୍ରାହିମ ସହ ଥିଲା ଅଫେୟାର

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏପରି କିଛି ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ ନିଜ ଲଭ ରିଲେସନ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ଏହି ଅଭିନେତ୍ରୀ ମାନେ ବଲିଉଡର କେତେକ ସୁପର ହିଟ ଫିଲ୍ମରେ ଅଭିନୟ କରି ପ୍ରସିଦ୍ଧି ହାସଲ କରିଛନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ବଲିଉଡର ଏପରି କିଛି ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ଅଣ୍ଡରୱାଲ୍ଡ ସହ ସମ୍ବନ୍ଧ ରଖିଥିଲେ ଓ ସମ୍ବନ୍ଧ ରଖିବା ହେତୁ ସେମାନେ ଫସି ମଧ୍ୟ ଯାଇଥିଲେ ।

ଯାହାଫଳରେ ତାଙ୍କ କାରିୟର ବରବାଦ ହୋଇଯାଇଥିଲା । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହି ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ମାନଙ୍କ ବିଷୟରେ ।

ମମତା କୁଳକର୍ଣ୍ଣୀ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ ମମତା କୁଳକର୍ଣ୍ଣୀ । ୯୦ ଦଶକରେ ମମତା ବଲିଉଡର କେତେକ ସୁପର ହିଟ ଫିଲ୍ମରେ କାମ କରି ପ୍ରସିଦ୍ଧି ହାସଲ କରିଥିଲେ । ହେଲେ ବନ୍ଧୁଗଣ ଅଣ୍ଡରୱାଲ୍ଡ ପାଇଁ ତାଙ୍କ କାରିୟର ବରବାଦ ହୋଇଯାଇଥିଲା । କାରଣ ଗୋଟେ ସମୟରେ ଅଣ୍ଡରୱାଲ୍ଡ ଡନ୍ ବିକ୍ରମ ଗୋସ୍ଵାମୀଙ୍କ ସହ ତାଙ୍କ ନାମ ଯୋଡା ହୋଇଥିଲା । ଏହି ଦୁଇଜଣ ୨୦୧୩ ମସିହାରେ ପରସ୍ପର ସହ ବିବାହ କରିଥିଲେ । ବିବାହ ପରେ ମମତା ମୁମ୍ବାଇରେ ରହିବାକୁ ଲାଗିଲେ ହେଲେ ପରେ ମମତା ଓ ତାଙ୍କ ସ୍ଵାମୀକୁ ପୋଲିସ ଗିରଫ କରିଥିଲା ।

ମୋନିକା ବେଦି- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ମୋନିକା ବେଦି । ମୋନିକା ନିଜ ସୁନ୍ଦରତା ପାଇଁ ଗୋଟେ ସମୟରେ ବହୁତ ଚର୍ଚାରେ ରହୁଥିଲେ । ହେଲେ ଗୋଟେ ସମୟରେ ମୋନିକା ଅଣ୍ଡର ୱାଲ୍ଡ ଡନ୍ ଅବୁ ସଲିମଙ୍କ ସହ ପ୍ରେମ ସମ୍ବନ୍ଧ ରଖିଥିଲେ ଓ ଏହି ଦୁଇଜଣ ପରସ୍ପର ସହ ବିବାହ ମଧ୍ୟ କରିଥିଲେ । ହେଲେ ବିବାହର କିଛି ସମୟ ପରେ ପୋଲିସ ଏହି ଦୁଇଜଣଙ୍କୁ ଗିରଫ କରିଥିଲା । ଯାହାଫଳରେ ମୋନିକାଙ୍କ ବଲିଉଡ କାରିୟର ସଂପୂର୍ଣ୍ଣ ବରବାଦ ହୋଇଯାଇଥିଲା ।

ମନ୍ଦାକିନୀ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ ମନ୍ଦାକିନୀ । ୧୯୮୫ ମସିହାରେ ବଲିଉଡ ଫିଲ୍ମ ;ରାମ ଟେରି ଗଙ୍ଗାମେଲ’ ଫିଲ୍ମରୁ ନିଜର ବଲିଉଡ କାରିୟରର ଆରମ୍ଭ କରିଥିବା ମନ୍ଦାକିନୀ ଗୋଟେ ସମୟରେ ବହୁତ ସୁପର ହିଟ ଫିଲ୍ମରେ ଅଭିନୟ କରିଥିଲେ । ହେଲେ ଗୋଟେ ସମୟରେ ସେ ଅଣ୍ଡର ୱାଲ୍ଡ ଡନ୍ ଦାଉତ ଇବ୍ରାହିମଙ୍କ ସହ ଯୋଡା ଯାଇଥିଲା । ଯାହାଫଳରେ ତାଙ୍କର ବଲିଉଡ କାରିୟର ବରବାଦ ହୋଇଯାଇଥିଲା ।

ଅନିତା ଅୟୁବ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଅନିତା ଅୟୁବ । ଗୋଟେ ସମୟରେ ଅନିତା ଅଣ୍ଡର ୱାଲ୍ଡ ସହ ସମ୍ବନ୍ଧ ରଖିଥିଲେ ଯାହା ତାଙ୍କ ପାଇଁ ବହୁତ ମହଙ୍ଗା ପଡିଯାଇଥିଲା । ମିଡିଆ ରିପୋର୍ଟସ ଅନୁସାରେ ଏହା ଜଣା ପଡିଥିଲା ଯେ, ଅନିତା ଅଣ୍ଡର ୱାଲ୍ଡ ଡନ୍ ଦାଉତ ଇବ୍ରାହିମଙ୍କ ସହ ସମ୍ବନ୍ଧ ରଖିଥିଲେ ଯେଉଁଥି ପାଇଁ ତାଙ୍କ ବଲିଉଡ କାରିୟର ବରବାଦ ହୋଇଯାଇଥିଲା ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *