Ajay Devgan ଙ୍କ ସମେତ Bollywood ର ଏହି ୫ ଜଣ ଅଭିନେତାଙ୍କର ଏମାନେ ହେଉଛନ୍ତି ରିଅଲ ଲାଇଫ ଭାଣିଜୀ, 2 ନମ୍ବର ଙ୍କ ଭାଣିଜୀ TV ଇଣ୍ଡଷ୍ଟ୍ରିରେ କରନ୍ତି ରାଜ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଅଭିନେତା ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହିଥାନ୍ତି । ବନ୍ଧୁଗଣ ବଲିଉଡ ଅଭିନେତା ମାନେ ନିଜ ରିଲେସନକୁ ନେଇ ମଧ୍ୟ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ କିଛି ବଲିଉଡର ଫେମସ ଅଭିନେତା ମାନଙ୍କ ଭାଣିଜୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନଙ୍କ ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ମାମୁ ଭାଣିଜୀଙ୍କ ଯୋଡି ବିଷୟରେ ।

ସଲମାନ ଖାନ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡର ଦିଗଜ ଅଭିନେତା ସଲମାନ ଖାନ । ଆପଣ ମାନେ ସମସ୍ତେ ସଲମାନଙ୍କର ବହୁତ ସୁପର ହିଟ ଫିଲ୍ମ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ସଲମାନଙ୍କର ଦୁଇଟି ଭାଣିଜୀ ଅଛନ୍ତି ।

ତାଙ୍କର ପ୍ରଥମ ଭାଣିଜୀଙ୍କ ନାମ ହେଉଛି ଆଲିସା ଅଭିନିହୋତ୍ରୀ ଯିଏ ଅଲଭିରା ଖାନଙ୍କ ଝିଅ ଅଟନ୍ତି ଓ ତାଙ୍କ ଛୋଟ ଭାଣିଜୀଙ୍କ ନାମ ହେଉଛି ଆୟତ ଶର୍ମା ଯିଏ ଅରପିତା ଖାନଙ୍କ ଝିଅ ଅଟନ୍ତି । ସଲମାନ ନିଜ ଦୁଇ ଭାଣିଜୀଙ୍କୁ ବହୁତ ଅଧିକ ସ୍ନେହ କରନ୍ତି । ସଲମାନ ଖାନଙ୍କ ବଡ ଭାଣିଜୀ ବର୍ତ୍ତମାନ ବଲିଉଡରେ ଡେବ୍ୟୁ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି ।

ଗୋବିନ୍ଦା- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ବଲିଉଡର ଦିଗଜ ଅଭିନେତା ଗୋବିନ୍ଦା । ଆପଣ ମାନେ ସମସ୍ତେ ଗୋବିନ୍ଦାଙ୍କର ବହୁତ ସୁପର ହିଟ ଫିଲ୍ମ ଗୁଡିକୁ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ଗୋବିନ୍ଦାଙ୍କର ତିନୋଟି ଭାଣିଜୀ ଅଛନ୍ତି । ତାଙ୍କର ପ୍ରଥମ ଭାଣିଜୀଙ୍କର ନାମ ହେଉଛି ଆରତୀ ସିଂହ ଓ ଦୁତୀୟ ଭାଣିଜୀଙ୍କ ନାମ ହେଉଛି ରାଗିନୀ ଖନା ଏବଂ ତୃତୀୟ ଭାଣିଜୀଙ୍କ ନାମ ହେଉଛି ସୋମ୍ୟା ସେଠ । ଗୋବିନ୍ଦା ନିଜ ଭାଣିଜୀ ମାନଙ୍କୁ ବହୁତ ଭଲ ପାନ୍ତି ଓ ତାଙ୍କର ସମସ୍ତ ଭାଣିଜୀ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରନ୍ତି ।

ଅଭିଷେକ ବଚନ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ବଲିଉଡର ଦିଗଜ ଅଭିନେତା ଅମିତାବ ବଚନଙ୍କ ପୁଅ ଅଭିଷେକ ବଚନ । ବନ୍ଧୁଗଣ ଅଭିଷେକ ମଧ୍ୟ ବଲିଉଡରେ କେତେକ ସୁପର ହିଟ ଫିଲ୍ମରେ ଅଭିନୟ କରି ପ୍ରସିଦ୍ଧି ହାସଲ କରିଛନ୍ତି । ଅଭିଷେକଙ୍କ ଭାଣିଜୀଙ୍କର ନାମ ହେଉଛି ନବ୍ୟା ନବେଲି ନନ୍ଦା ଯିଏ ଶ୍ଵେତା ନନ୍ଦାଙ୍କର ଝିଅ ଅଟନ୍ତି । ଅବିଶେକ ନିଜ ଭାଣିଜୀଙ୍କୁ ବହୁତ ଭଲ ପାନ୍ତି । ନବ୍ୟା ବର୍ତ୍ତମାନ ମଡେଲିଙ୍ଗ କରୁଛନ୍ତି ଓ ଏହା ସହିତ ଶାହରୁଖ ଖାନଙ୍କ ପୁଅକୁ ଡେଟ କରୁଛନ୍ତି ।

ଅଜୟ ଦେବଗନ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡର ଦିଗଜ ଅଭିନେତା ଅଜୟ ଦେବଗନ । ଅଜୟ ଦେବଗନ ବଲିଉଡରେ କେତେକ ସୁପର ହିଟ ଫିଲ୍ମ କରି ପ୍ରସିଦ୍ଧି ହାସଲ କରିଛନ୍ତି । ଅଜୟଙ୍କ ଭାଣିଜୀଙ୍କ ନାମ ହେଉଛି ସାକ୍ଷୀ ସେନ । ହେଲେ ବନ୍ଧୁଗଣ ସାକ୍ଷୀ ଅଜୟଙ୍କ ରିଅଲ ଲାଇଫ ଭାଣିଜୀ ନୁହନ୍ତି । ଅଜୟ ଓ ସାକ୍ଷୀ ଫିଲ୍ମ ‘ରାଜୁ ଚାଚା’ରେ ଏକା ସହ କାମ କରିଥିଲେ । ସେବେଠାରୁ ଅଜୟ ସାକ୍ଷୀଙ୍କୁ ନିଜ ଭାଣିଜୀ ପରି ଭଲ ପାନ୍ତି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *