ଏହି କାରଣରୁ ନିଜର ବଡ଼ ଝିଅ ପୁଜାଙ୍କୁ ହିଁ ବିବାହ କରିବାକୁ ଚାହୁଁଥିଲେ Mahesh Bhatt, କରିଥିଲେ ଲିପ ଲକ

ବନ୍ଧୁଗଣ ବଲିଉଡ ଇଇଣ୍ଡଷ୍ଟ୍ରିରେ ସବୁବେଳେ କିଛି ନା କିଛି ଘ-ଟ-ଣା ଘଟିଥାଏ । ଏହି ସବୁ ଘଟଣା ଉପରେ ବହୁତ କଷ୍ଟରେ ବିଶ୍ଵାସ କରିହୁଏ । ସାଧାରଣତଃ ଲୋକମାନେ ଏହି ସବୁ ଘଟଣା ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଆପଣ ମାନେ ସମସ୍ତେ ଫିଲ୍ମ ନିର୍ମାତା ମହେଶ ଭଟ୍ଟଙ୍କୁ ନିଶ୍ଚୟ ଜାଣିଥିବେ । ମହେଶ ଭଟ୍ଟ ବଲିଉଡ ଇଣ୍ଡଷ୍ଟ୍ରିକୁ ଅନେକ ସୁପର ହିଟ ଫିଲ୍ମ ଦେଇଛନ୍ତି । ସେ ତାଙ୍କ ଫିଲ୍ମ ପାଇଁ କେତେକ ପୁରସ୍କାରରେ ସମ୍ମାନିତ ମଧ୍ୟ ହୋଇଛନ୍ତି ।

 

ମହେଶ ଭଟ୍ଟ ତାଙ୍କ ପର୍ଶନାଲ ଲାଇଫ ପାଇଁ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଚର୍ଚାରେ ରୁହନ୍ତି । ଆଜି ଆମେ ଆପଣ ମାନଙ୍କୁ ମହେଶ ଭଟ୍ଟଙ୍କ ଜୀବନ ସହ ଜଡିତ କିଛି ରହସ୍ୟପୂର୍ଣ୍ଣ କଥା ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ଏହି ସବୁ କଥା ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ହେଲେ ଏହା ସତ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସବୁ କଥା ଗୁଡିକ ବିଷୟରେ ।

ଆପଣ ମାନେ ସମସ୍ତେ ମହେଶ ଭଟ୍ଟଙ୍କ ବଡ ଝିଅ ପୂଜା ଭଟ୍ଟଙ୍କୁ ନିଶ୍ଚୟ ଦେଖିଥିବେ । ପୂଜା ଭଟ୍ଟ ବଲିଉଡ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରି ସଫଳତା ହାସଲ କରିଛନ୍ତି । ପୂଜା ଭଟ୍ଟଙ୍କ ସୁନ୍ଦରତାକୁ ଲୋକମାନେ ବେସ ପସନ୍ଦ କରନ୍ତି । ହେଲେ ଗୋଟେ ସମୟରେ ମହେଶ ଭଟ୍ଟ ଓ ପୂଜା ଭଟ୍ଟଙ୍କ ଲିପ ଲକ୍ ଫଟୋ ବହୁତ ଚର୍ଚାରେ ଥିଲା ।

ଏକ ମଗାଜିନର କବର ଫଟୋରେ ମହେଶ ନିଜ ଝିଅ ପୂଜାଙ୍କ ସହ ଲି-ପ ଲ-କ୍ କରୁଥିବାର ନଜର ଆସିଥିଲେ । ଏହି ଫଟୋ ଭା-ଇ-ରା-ଲ ହେବା ପରେ ମହେଶ ଓ ପୂଜାଙ୍କୁ ବହୁତ ବ-ଦ-ନା-ମ ହେବାକୁ ପଡିଥିଲା । ଏହି ଫଟୋ ପାଇଁ କେତେକ ବି-ବା-ଦ ମଧ୍ୟ ଆସିଯାଇଥିଲା । ସେହି ବି-ବା-ଦ ଏତେ ବଡ ହୋଇଯାଇଥିଲା ଯେ ମହେଶ ଏହାକୁ ସମାପ୍ତ କରିବା ପାଇଁ ଏକ ପ୍ରେସ କନଫ୍ରେନ୍ସ ଡକାଇ ଥିଲେ ।

ସେହି କନଫ୍ରେନ୍ସରେ ମହେଶ ନିଜ ମନର କଥା କହିଦେଇଥିଲେ । ମହେଶ କହିଥିଲେ-‘ପୂଜା ଯଦି ମୋର ଝିଅ ହୋଇନଥାନ୍ତା ତା ହେଲେ ମୁ ତା ସହ ବିବାହ କରିଥାନ୍ତି’ । ମହେଶ ଭଟ୍ଟଙ୍କ ଏହି ବୟାନ ଶୁଣି ସମସ୍ତ ଲୋକ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ମହେଶଙ୍କ ଏହି ବୟାନ ପାଇଁ ଏହି ଲି-ପ ଲ-କ୍ ବି-ବା-ଦ ଆହୁରି ଅଧିକ ବଢିଯାଇଥିଲା । ମହେଶ ଭଟ୍ଟ ସେହି ସମୟରେ ବହୁତ ବ-ଦ-ନା-ମ ହୋଇ ଯାଇଥିଲେ ଓ ତାଙ୍କ ସହ ପୂଜା ଭଟ୍ଟ ମଧ୍ୟ ।

ମହେଶ ସେହି ସମୟରେ ଡିପ୍ରେସନରେ ଚାଲି ଯାଇଥିଲେ । ମହେଶଙ୍କୁ ତାଙ୍କର ଏହି ଭୁଲ ପାଇଁ ଜୀବନରେ ବହୁତ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା । ତା ହେଲେ ବନ୍ଧୁଗଣ ମହେଶ ଓ ପୂଜାଙ୍କର ଏହି ଲି-ପ୍ ଲ-କ୍ ଫଟୋ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *