ବନ୍ଧୁଗଣ, ଦେଶର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଉପରେ ଦୁଃଖର ପାହାଡ ଭାଙ୍ଗି ପଡିଛି । ଶୁକ୍ରବାର ସକାଳେ ଖବର ଆସିଲା ଯେ ତାଙ୍କ ମା’ ଙ୍କର ନିଧନ ହୋଇଗଲା । ବୁଧୁବାର କୁ ହୀରାବେନ ଙ୍କୁ ହସ୍ପିଟାଲ ରେ ଭର୍ତ୍ତି କରାଯାଇଥିଲା । ତାଙ୍କର ଶରୀର ଖରାପ ଥିଲା ଯାହା ଫଳରେ ତାଙ୍କୁ ହସ୍ପିଟାଲ କୁ ନିଆଯାଇଥିଲା । ହିରାବେନ ଙ୍କ ବୟସ 100 ବର୍ଷ ଥିଲା କିନ୍ତୁ ସେ ନିଜର ସମସ୍ତ କାର୍ଯ୍ୟ ନିଜେ କରିପାରୁଥିଲେ ।
ଡାକ୍ତର ମାନେ କହିଥିଲେ ଯେ ତାଙ୍କ ସ୍ୱାସ୍ଥ୍ୟରେ ସୁଧାର ହେଉଛି ସେହିଭଳି ହିଁ ଲୋକମାନଙ୍କୁ ଏହା ଲାଗିବାକୁ ଲାଗିଥିଲା ଯେ ମୋଦି ଙ୍କ ମା’ ଖୁବ ଶୀଘ୍ର ଠିକ ହୋଇ ନିଜ ଘରକୁ ଫେରି ଆସିବେ । ମାତ୍ର କେହି ଜାଣିନଥିଲେ ଯେ ଶୁକ୍ରବାର ସୁଦ୍ଧା ଏହି ଦୁଃଖଦ ଘଟଣା ସାମ୍ନା କୁ ଆସିବ । 100 ବର୍ଷ ବୟସରେ ହିରାବେନ ଅହମଦାବାଦ ର ୟୁ ରେନ ମେହେତା ହସ୍ପିଟାଲ ରେ ସକାଳ 3.30 ରେ ଅନ୍ତିମ ନିଶ୍ଵାସ ନେଉଥିଲେ ।
ଦୁଇଦିନ ପୂର୍ବେ ବ୍ଲଡ଼ପ୍ରେସର ସମସ୍ୟା ରହିଥିଲା । ଏହାପରେ ତାଙ୍କୁ ହସ୍ପିଟାଲ କୁ ଅଣାଯାଇଥିଲା । ଯେଉଁଭଳି ଭାବରେ ପ୍ରଧାନମନ୍ତ୍ରୀ ଙ୍କୁ ଏହି ସୂଚନା ମିଳିଥିଲା ସେ ତୁରନ୍ତ ହିଁ ଅହମଦାବାଦ ପହଞ୍ଚିଥିଲେ ଏବଂ ସେ ତାଙ୍କ ମା ଙ୍କୁ ଅନ୍ତିମ ବିଦାୟ ଦେଇଥିଲେ । ମୋଦି ଙ୍କ ଉପରେ ଦୁଃଖର ପାହାଡ ଭାଙ୍ଗିଥିବା ବେଳେ ସଂପୂର୍ଣ୍ଣ ବିପକ୍ଷ ଦଳ ଆସି ନରେନ୍ଦ୍ର ମୋଦି ଙ୍କୁ ସାନ୍ତ୍ଵନା ଦେଉଅଛି । କିନ୍ତୁ ଏ ସବୁ ମଧ୍ୟରେ ସବୁଠାରୁ ବଡ ଖବର ସାମ୍ନା କୁ ଆସିଛି ଏହି ଖବର ନରେନ୍ଦ୍ର ମୋଦି ଙ୍କର ଆଜିର କାର୍ଯ୍ୟକ୍ରମ ସହିତ ଜଡିତ ହୋଇ ଅଛି ।
ଏହା ପ୍ରାୟ ସମସ୍ତେ ଜାଣିଛନ୍ତି ଯେ ନରେନ୍ଦ୍ର ମୋଦି ନିଜ ମା’ ଙ୍କୁ କେତେ ଭଲ ପାଆନ୍ତି, ଯେଉନଭଳି ଭାବରେ ତାଙ୍କ ନିଧନର ଖବର ମିଳିଲା, ସମସ୍ତଙ୍କୁ ଏହା ଲାଗିଥିଲା ଯେ ନରେନ୍ଦ୍ର ମୋଦି ତାଙ୍କର ସମସ୍ତ କାର୍ଯ୍ୟ କ୍ୟାନ୍ସଲ କରିଦେବେ । କିନ୍ତୁ ସବୁଠାରୁ ବଡ ଖବର ଏହା ଯେ ମୋଦି ସମସ୍ତ କାର୍ଯ୍ୟ କୁ ନିୟମିତ ରଖିବାକୁ ପ୍ରୟତ୍ନ କରିଛନ୍ତି ମାତ୍ର ଏଥିରେ ଟିକିଏ ପରିବର୍ତ୍ତନ ଅଛି ।
ତାହା ହେଉଛି ଯେ ନରେନ୍ଦ୍ର ମୋଦି ନିଜେ ନ ଯାଇ ଭିଡିଓ କଂନଫ୍ରେନ୍ସ ଦ୍ଵାରା ଏହି ସମସ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ । ଏହି ଖବର ସାମ୍ନା କୁ ଆସିବା ମାତ୍ରେ ସାରା ଦୁନିଆ ଚକିତ ରହିଗଲା । ନରେନ୍ଦ୍ର ମୋଦି ଯେଉଁଭଳି ଭାବରେ ନିଜ ମା’ ଙ୍କୁ ଭଲପାଉଥିଲେ ଠିକ ସେହିଭଳି ଭାବରେ ଦେଶର ଜନତା ଙ୍କୁ ମଧ୍ୟ ଭଲ ପାଉଛନ୍ତି । ଏହି କାରଣରୁ ସେ କୌଣସି ପ୍ରୋଗ୍ରାମ କୁ ରଦ୍ଧ ନ କରି ଭିଡିଓ କନଫ୍ରେନ୍ସ ଦ୍ଵାରା ସମସ୍ତ କାର୍ଯ୍ୟରେ ଯୋଗ ଦେଇଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।