ବନ୍ଧୁଗଣ ଏବେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ।
ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଶାର ପ୍ରକ୍ଷାତ ସାପ ଧରାଳି ମିର୍ଜା ଆରିଫଙ୍କୁ ନିଶ୍ଚୟ ଜାଣିଥିବେ ଓ ତାଙ୍କ ଭିଡିଓ ଗୁଡିକୁ ମଧ୍ୟ ଦେଖିଥିବେ ।
ମିର୍ଜାଙ୍କର ଅନେକ ସାପ ଉଦ୍ଧାର ଭିଡିଓ ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ ଅଛି । ତେବେ ଗତ କିଛି ସମୟ ହେବ ମିର୍ଜାଙ୍କର ଏକ ନୂଆ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।
ବନ୍ଧୁଗଣ ଏଥର ମିର୍ଜା ସାପ ଧରିବା ପାଇଁ ଏକ ଗାଁକୁ ଯାଇଛନ୍ତି । ସାପଟି ଗଛ ଉପରେ ଫଣା ବାହାର କରି ଛିଡା ହୋଇଛି ଆଉ ତାର ମୁହଁରେ ରକ୍ତ ଲାଗିଛି । ସାପ ମୁହଁରେ ରକ୍ତ ଦେଖି ଗାଁ ଲୋକ ମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ତେବେ ବନ୍ଧୁଗଣ ଗାଁ ଲୋକଙ୍କ କହିବା ମୁତାବକ ସାପଟି ମୂଷା ଛୁଆକୁ ଖାଇ ଦେଇଛି । ଏହା ପରେ ଗାଁ ଲୋକମାନେ ସାପକୁ ଦେଖିଥିଲେ ଆଉ ସାପଟି ନିଜ ଜୀବନ ବଞ୍ଚାଇବା ପାଇଁ ଗଛ ଉପରେ ଚଢି ଯାଇଥିଲା ।
ଏହା ପରେ ଗାଁ ଲୋକ ମିର୍ଜାଙ୍କୁ ସାପର ସୂଚନା ଦେଇଥିଲେ । ମାତ୍ର କିଛି ସମୟ ମଧ୍ୟରେ ମିର୍ଜା ଗାଁକୁ ଆସି ସାପକୁ ଅତି ସାବଧାନତାର ସହ ଉଦ୍ଧାର କରିଛନ୍ତି । ତେବେ ବନ୍ଧୁଗଣ ସାପଟି ଉଧାର କରିବା ସମୟରେ ସାପ ନିଜ କ୍ରୋଧ ଦେଖାଇଛି । ତା ହେଲେ ଆପଣ ମାନଙ୍କୁ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।