Child Actress ଭାବରେ ନିଜର କ୍ୟାରିୟର ଆରମ୍ଭ କରିଥିବା ଏହି 4 ଜଣ Actress ଆଜି ହେଇଯାଇଛନ୍ତି ବହୁତ ବଡ ଆଉ ସୁନ୍ଦର, ନମ୍ବର 3 ତ ଲାଗନ୍ତି ସବୁଠୁ ଅଧିକ ହଟ

ବନ୍ଧୁଗଣ ଆପଣ ମାନେ ସାମସ୍ତେ ହିନ୍ଦୀ ଟେଲିଭିଜନରେ ପ୍ରସାରିତ ହେଉଥିବା ବିଭିନ୍ନ ସିରିଏଲ ଗୁଡିକୁ ନିଶ୍ଚୟ ଦେଖିଥିବେ । ଏହି ସିରିଏଲ ଗୁଡିକ ମଧ୍ୟରୁ କେତେକ ସିରିଏଲ ପ୍ରସିଦ୍ଧି ହାସଲ କରିଥାଏ ଓ ଅନ୍ୟ କେତେକ ସିରିଏଲକୁ ଦର୍ଶକ ମାନେ ଅଧିକ ପସନ୍ଦ କରିନଥାନ୍ତି । ଆପଣ ମାନେ ସମସ୍ତେ ଏହି ସିରିଏଲରେ ଅଭିନୟ କରୁଥିବା କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ହେଲେ ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ହିନ୍ଦୀ ଟେଲିଭିଜନରେ ଅଭିନୟ କରିଥିବା ଶିଶୁ କଳାକାର ମାନଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁ ମାନେ ବହୁତ କମ ବୟସରେ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି ।

ବନ୍ଧୁଗଣ ହିନ୍ଦୀ ଟେଲିଭିଜନର କେତେକ ସିରିଏଲରେ ଅଭିନୟ କରି ପ୍ରସିଦ୍ଧି ହାସଲ କରିଥିବା ଶିଶୁ କଳାକାର ମାନେ ବର୍ତ୍ତମାନ ବଡ ହୋଇସାରିଛନ୍ତି, ଯେଉଁ ମାନଙ୍କୁ ଆପଣ ଠିକ ଭାବରେ ଚିହ୍ନି ପାରିବେ ନାହିଁ । ଆଜିଆମେ ଆପଣ ମାନଙ୍କୁ ଏହିପରି କିଛି ଶିଶୁ କଳାକାରଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁ ମାନେ ବର୍ତ୍ତମାନ ବହୁତ ଅଧିକ ବଦଳି ଯାଇଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଶିଶୁ କଳାକାରଙ୍କ ବିଷୟରେ ।


ତୁନିଶା ଶର୍ମା- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ତୁନିଶା ଶର୍ମା । ତୁନିଶା ‘ଚକ୍ରବର୍ତ୍ତୀ ଅଶୋକ ସମ୍ରାଟ’ ସିରିଏଲରେ ରାଜକୁମାରୀ ଏହେନକାରାଙ୍କ ଭୂମିକା ପଦର୍ଶନ କରିଥିଲେ । ସେ କେବଳ ୧୨ ବର୍ଷ ବୟସରେ ଏହି ଭୂମିକାକୁ ବହୁତ ସୁନ୍ଦର ରୂପେ ପଦର୍ଶନ କରି ଫେମସ ହୋଇଯାଇଥିଲେ । ଏହି ସିରିଏଲରେ ଅଭିନୟ କରିବା ପରେ ସେ ବଲିଉଡ ଫିଲ୍ମ ‘ଫିତୁର, ବାର ବାର ଦେଖୋ ଓ କାହାନି ୨’ ରେ ନଜର ଆସିଥିଲେ । ଏହି ଶିଶୁ କଳାକାର ଜଣକ ଆଜିକୁ ବହୁତ ଅଧିକ ବଦଳି ଯାଇଛନ୍ତି ଓ ଆଜି ମଧ୍ୟ ସେ ନିଜ ଅଭିନୟ କାରିୟରକୁ ଜାରି ରଖିଛନ୍ତି । ଆଜି ସେ ବହୁତ ଅଧିକ ସୁନ୍ଦର ଓ ଆକର୍ଷିତ ନଜର ଆସୁଛନ୍ତି ।


ଅନୁସ୍କା ସେନ- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ଅନୁସ୍କା ସେନ । ‘ବାଲବୀର’ ସିରିଏଲରେ ମେହେରର ଭୂମିକା ପଦର୍ଶନ କରିଥିବା ଅଭିନେତ୍ରୀ ଅନୁସ୍କା ସେନ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ସେତେବେଳେ ସେ କେବଳ ୧୦ ବର୍ଷ ବୟସର ଥିଲେ ଓ ସେ ନିଜ ଭୂମିକାକୁ ବହୁତ ସୁନ୍ଦର ଭାବରେ ପଦର୍ଶନ କରିଥିଲେ । ଏହି ସିରିଏଲ ପରେ ସେ କେତେକ ଅନ୍ୟ ସିରିଏଲ ଓ ବଲିଉଡ ଫିଲ୍ମରେ ମଧ୍ୟ କାମ କରିଛନ୍ତି, କିନ୍ତୁ ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ଆଜିକୁ ବହୁତ ଅଧିକ ସୁନ୍ଦର ଓ ଆକର୍ଷିତ ନଜର ଆସୁଛନ୍ତି । ଆଜିକୁ ସେ ୧୭ ବର୍ଷର ହୋଇସାରିଛନ୍ତି ଓ ବହୁତ ଅଧିକ ବଦଳି ଯାଇଛନ୍ତି ।


ଆସିକା ଭାଟିଆ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଆସିକା ଭାଟିଆ । ୨୦୦୯ରେ ଆସିଥିବା ସିରିଏଲ ‘ମୀରା’ରେ ମୀରାର ଭୂମିକା ପଦର୍ଶନ କରିଥିବା ଆସିକା ଆଜିକୁ ବହୁତ ଅଧିକ ବଦଳି ଯାଇଛନ୍ତି । ସେତେବେଳେ ସେ କେବଳ ୯ ବର୍ଷ ଥିଲେ । ବର୍ତ୍ତମାନ ଆସିକା ବହୁତ ଅଧିକ ବଦଳି ଯାଇଛନ୍ତି ଓ ପୂର୍ବ ଅପେକ୍ଷା ବହୁତ ଅଧିକ ସୁନ୍ଦର ନଜର ଆସୁଛନ୍ତି ।


ଅମୃତା ମୁଖାର୍ଜୀ- ସିରିଏଲ ‘ବଡେ ଅଛେ ଲଗତେ ହେଁ’ରେ ପିହୁର ଭୂମିକା ପଦର୍ଶନ କରିଥିବା ଅଭିନେତ୍ରୀଙ୍କ ନାମ ହେଉଛି ଅମୃତା ମୁଖାର୍ଜୀ । ଏହି ଶିଶୁ କଳାକାର ଜଣକ ଆଜି ୧୬ ବର୍ଷର ହୋଇସାରିଛନ୍ତି ଓ ବହୁତ ଅଧିକ ବଦଳି ଯାଇଛନ୍ତି । ହେଲେ ସେ ବର୍ତ୍ତମାନ ନିଜ ପଢା ଉପରେ ଅଧିକ ଧ୍ୟାନ ଦେଉଛନ୍ତି ।

ତେବେ ଫ୍ରେଣ୍ଡ୍ସ ଏମାନଙ୍କ ମଧ୍ୟରୁ ଆପଣ ମାନଙ୍କୁ କେଉଁ ଏକ୍ଟ୍ରେସ ଅଧିକ ପସନ୍ଦ ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ଟିଭି ଦୁନିଆର ସବୁ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *