ବନ୍ଧୁଗଣ ବର୍ତ୍ତମାନର ସମୟ ଏମିତି ସବୁ ଘଟଣା ସାମ୍ନାକୁ ଆସୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟୁଛି । ସାଧାରଣତଃ ଏହି ସବୁ ଘଟଣା ଗୁଡିକ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଭା-ଇ-ରା-ଲ ହେଉଛି । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ସବୁ ଘଟଣା ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଗତ କିଛି ଦିନ ହେବ ସୋ-ସି-ଆ-ଲ ମି-ଡି-ଆ-ରେ ଏକ ଭିଡିଓ ବହୁତ ଭା-ଇ-ରା-ଲ ହେଉଛି ।
ଏହି ଭି-ଡି-ଓ-ରେ ଏକ ଯୁବକ ନଦୀ ସ୍ରୋତରେ ଭାସି ଏକ ପଥର ଧରିଥିବାର ନଜର ଆସୁଛି । ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଆଶ୍ଚର୍ଯ୍ୟ ଜନକ ଘଟଣା ବିଷୟରେ । ମି-ଡି-ଆ ରିପୋର୍ଟ ଅନୁସାରେ ଏହି ଭି-ଡି-ଓ-ଟି ହେଉଛି ଉଫାନ ନଦୀର । ଉଫାନ ନଦୀ ଦେଖିବାକୁ ଆସିଥିବା ଏକ ଯୁବକ ଗୋଡ ଖସି ନଦୀ ଭିତରେ ପଡିଯାଉଛି ।
ନଦୀର ସ୍ରୋତ ବହୁତ ଦ୍ରୁତ ଥିବାରୁ ଯୁବକ ଜଣକକୁ କିଛି ବାଟ ନଦୀ ଭ-ସେ-ଇ ନେଇଯାଉଛି । ହେଲେ ଯୁବକ ଜଣକ ନଦୀରେ ଥିବା ଏକ ବଡ ପଥରକୁ ଧରି କିଛି ସମୟ ରହି ଯାଉଛନ୍ତି । ସେହି ସ୍ଥାନରେ ଥିବା କିଛି ଲୋକ ଏହି ଘଟଣାର ଭି-ଡି-ଓ କରୁଥିବା ବେଳେ ଯୁବକ ଜଣକ ନିଜ ଜୀବନର ଗୁ-ହା-ରି କରିଥିଲା ।
ଯୁବକ ଜଣକ ପ୍ରଥମେ ତାକୁ ବଞ୍ଚାଇ ତା ପରେ ଭିଡିଓ କରିବା ପାଇଁ ଚିତ୍କାର କରି କହିଥିଲା । ସେଠାରେ ଥିବା କିଛି ଲୋକ ନିଜ ଡ୍ରେସ ଓଲହାଇ ଦଉଡି ପରି ବାନ୍ଧି ଥିଲେ ଓ ସେହି ଯୁବକ ପାଖକୁ ପକାଇ ଥିଲେ ।
ଏହା ପରେ ଯୁବକ ଜଣକ ସେହି ଡ୍ରେସକୁ ଧରି ପାଣି ଭିତରୁ ବାହାରି ଆସିଥିଲେ ଓ ନିଜ ଜୀବନକୁ ଫେରି ପାଇଥିଲେ । ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରିବେ, ଧନ୍ୟବାଦ ।