ନବରାତ୍ରି ରେ ଘରକୁ ଆଣନ୍ତୁ ଏହି ୧ ଜିନିଷ, ସବୁଦିନ ପାଇଁ ଦରିଦ୍ରତା ଦୂରେଇ ଯିବ, ହେଇଯିବେ ମାଲାମାଲ- Navratri Special

ବନ୍ଧୁଗଣ ହିନ୍ଦୁଧର୍ମରେ ନବରାତ୍ରିକୁ ଏକ ବଡ ପର୍ବ ଭାବରେ ପାଳନ କରାଯାଇଥାଏ । ନବରାତ୍ରି ସମୟ ନବଦୂର୍ଗାଙ୍କ ଆରାଧନା ପାଇଁ ବହୁତ ମହତ୍ଵପୂର୍ଣ୍ଣ ହୋଇଥାଏ । ବାସ୍ତୁଶାସ୍ତ୍ର ଅନୁସାରେ ଏମିତି ବହୁତ ତଥ୍ୟ ରହିଛି ଯାହା ସମସ୍ତ ଦିନ ଓ ଦେବୀ ଦେବତାଙ୍କ ସହ ଜଡିତ ଅଛି । ଏହି ପବିତ୍ର ଅବସରରେ ଆଜିଆମେ ଆପଣ ମାନଙ୍କୁ ଏପରି ଏକ ଉପାୟ ବିଷୟରେ କହିବୁ ଯାହାକୁ କରି ଆପଣ ନିଜ ଦରିଦ୍ରତାକୁ ଦୂର କରିବା ସହ ମା ଦୂର୍ଗାଙ୍କର ଆଶୀର୍ବାଦ ପାଇପାରିବେ ।

ବନ୍ଧୁଗଣ ଏହି ନବରାତ୍ରି ସମୟରେ ଦାରିଦ୍ରତାକୁ ଦୂର କରିବା ପାଇଁ ଲୋକମାନେ ବହୁତ ଯଜ୍ଞ ଓ ପୂଜା ପାଠ କରିଥାନ୍ତି । ଆସୁଥିବା ନବରାତ୍ରିରେ ବହୁତ ଭଲ ଯୋଗ ହେବାକୁ ଯାଉଛି । ଏହି ନବରାତ୍ରି ସମୟରେ ଭୁଲ ସେ ମଧ୍ୟ ଆପଣ କୌଣସି ପ୍ରକାରର ଭୁଲ କାର୍ଯ୍ୟ କରିବେ ନାହିଁ । ଏହାଦ୍ବାରା ମା ଦୂର୍ଗା ଆପଣଙ୍କ ଉପରେ ରୁଷ୍ଟ ହୋଇପାରନ୍ତି । ଏହି ନବରାତ୍ରି ସମୟରେ ଆପଣ ସଖାଳ ସମୟରେ ଶୀଘ୍ର ଉଠିବା ପାଇଁ ଚେଷ୍ଟା କରନ୍ତୁ ।


ଶୀଘ୍ର ଉଠିବା ପରେ ଆପଣ ସ୍ନାନ କରନ୍ତୁ ଓ ମା ଦୂର୍ଗାଙ୍କର ଆରାଧନା କରନ୍ତୁ । ଏହି ଉପାୟ ଦ୍ଵାରା ମା ଦୂର୍ଗାଙ୍କର ବିଶେଷ ଆଶୀର୍ବାଦ ସର୍ବଦା ଆପଣଙ୍କ ଉପରେ ରହିବ । ଏହି ସମୟରେ ଦୂର୍ଗା ସପ୍ତମୀର ପାଠ କରିବା ନିହାତି ଆବଶ୍ୟକ । ବନ୍ଧୁଗଣ ଏହି ଦିନରେ କଳା ରଙ୍ଗର ବସ୍ତ୍ର ଓ କୌଣସି ଚମଡା ଜିନିଷର ବ୍ୟବହାର ଭୁଲ ସେ ମଧ୍ୟ କରିବେ ନାହିଁ । ଏହା ବ୍ଯତୀତ ଏହି ଦିନରେ ଆପଣ ନିଜ ଦେହର ଚୁଟି ବା ନଖ ଆଦିକୁ ଭୁଲ ସେ ମଧ୍ୟ କାଟିବେ ନାହିଁ ।


ତାହାଲେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ସମସ୍ତ ଜିନିଷ ବିଷୟରେ ଯାହାକୁ ଏହି ନବରାତ୍ରି ସମୟରେ ଘରେ ଆଣିଲେ ମା ଦୂର୍ଗାଙ୍କର ଆଶୀର୍ବାଦ ରହିଥାଏ ଓ ଆପଣଙ୍କ ଆର୍ଥିକ ସ୍ଥିତି ମଝବୁତ ହେବ । ସର୍ବ ପ୍ରଥମ ଜିନିଷ ହେଉଛି ପଦ୍ମ ଫୁଲ । ବନ୍ଧୁଗଣ ଆପଣ ଏହି ନବରାତ୍ରି ସମୟରେ ଶୁକ୍ରବାର ଦିନ ପଦ୍ମ ଫୁଲ ଆଣି ଘରେ ମା ଦୂର୍ଗାଙ୍କୁ ଅର୍ପଣ କରନ୍ତୁ । ଏହାଦ୍ବାରା ମା ଦୂର୍ଗାଙ୍କର ଆଶୀର୍ବାଦ ଆପଣଙ୍କ ଉପରେ ରହିବ ।


ଆମର ଦ୍ଵିତୀୟ ଜିନିଷ ହେଉଛି ଏହି ନବରାତ୍ରି ସମୟରେ ଯେକୌଣସି ଦିନରେ ଆପଣ ସୁନାର ମୁଦ୍ରା ଆଣନ୍ତୁ, ଯେଉଁଥିରେ ଭଗବାନ ଗଣେଶ ଓ ମା ଲକ୍ଷ୍ମୀଙ୍କର ଚିତ୍ର ଅଙ୍କିତ ହୋଇଥିବ । ଏହି ମୁଦ୍ରାକୁ ଆଣି ଆପଣ ନିଜ ଘରର ତିଜୋରି ବା ଆଲମୀରାରେ ରଖିଦିଅନ୍ତୁ । ଏହା ଦ୍ଵାରା ଆପଣ ପ୍ରଚୁର ମାତ୍ରାରେ ଧନଲାଭ କରିବେ ।

ଆମର ତୃତୀୟ ଜିନିଷ ହେଉଛି ମା ଲକ୍ଷ୍ମୀଙ୍କର ଚିତ୍ର । ବନ୍ଧୁଗଣ ଏହି ନବରାତ୍ରି ସମୟରେ ଆପଣ ମା ଲକ୍ଷ୍ମୀଙ୍କର ଏପରି ଏକ ଚିତ୍ର ଆଣନ୍ତୁ ଯେଉଁଥିରେ ସେ ପଦ୍ମ ଫୁଲ ଉପରେ ବସି ଥିବେ ଓ ତାଙ୍କ ହାତରୁ ଧନବର୍ଷା ହେଉଥିବ । ଏହି ତିନୋଟି ଉପାୟ ମଧ୍ୟରୁ ଆପଣ ଯେକୌଣସି ଗୋଟିଏ ଉପାୟକୁ ବ୍ୟବହାର କରି ଦେଖନ୍ତୁ ଦେଖିବେ ଆପଣଙ୍କ ଆଗାମୀ ଜୀବନ ବଦଳିଯିବ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *