ନାବାଳିକା ଅବସ୍ଥାରେ ହିଁ ଗର୍ଭବତୀ ହୋଇ ଯାଇଥିଲେ ବଲିଉଡ ର ଏହି ଫେମସ ଅଭିନେତ୍ରୀ ମାନେ, ନମ୍ବର ୧ ତ ବହୁତ କମ ବୟସର ଥିଲେ

ମାଆ ହେବା ସବୁ ଝିଅର ଗୋଟେ ସ୍ଵପ୍ନ ହୋଇଥାଏ, ମାଆ ଶବ୍ଦ ଆଗରେ ସବୁ ଶବ୍ଦ ଛୋଟ ପଡ଼ିଥାଏ , ମାଆ ଚରଣରେ ଦୁନିଆ ରହିଥାଏ ଓ ମାଆ ପିଲା ସମ୍ପର୍କ ସବୁଠୁ ଗଭୀର ହୋଇଥାଏ , ଗୋଟେ ମାଆ ତା ପିଲା ର ମନ କଥା ନଶୁଣି ମଧ୍ୟ ବୁଝି ଯାଇଥାଏ, ସେ ତାର ପିଲାପାଇଁ ଦୁନିଆ ସହ ଲଢ଼ି ଯାଇଥାଏ , ଗୋଟେ ଝିଅ ପାଇଁ ମାଆ ହେବାର ସୁଖ ସବୁଠୁ ବଡ଼ ସୁଖ ହୋଇଥାଏ , ଗୋଟେ ଝିଅ ସେତେବେଳେ ସଂପୂର୍ଣ୍ଣ ହୋଇଥାଏ ଯେବେ ସେ ମାଆ ହୁଏ , ଏମିତିରେ ଗୋଟେ ଝିଅ ମାଆ ହେବା ଗୋଟେ ଆଶୀର୍ବାଦ ବୋଲି ଜଣାଯାଏ କିନ୍ତୁ ଏହି ଆଶୀର୍ବାଦ ତାଙ୍କ ପାଇଁ ଅଭିଶାପ ହୋଇଥାଏ ଯେଉଁମାନେ ବିବାହ ନକରି ଓ କମ ବୟସରେ ମାଆ ହୋଇଥାନ୍ତି ।

ଆଜି ମଧ୍ୟ ସମାଜରେ ଏମିତି କିଛି ଲୋକ ଅଛନ୍ତି ଯିଏ ପୁରୁଣା ଚିନ୍ତାଧାରାକୁ ନେଇ ବଞ୍ଚୁଛନ୍ତି ଓ ଯଦି କେଉଁ ଝିଅ ସହିତ ଏମିତି କିଛି ହୋଇଯାଏ ତେବେ ସେମାନଙ୍କୁ ବହୁତ ହଇରାଣ କରି ଥାଆନ୍ତି, ସାଧାରଣ ଜୀବନରେ ଏମିତି ଦେଖିବାକୁ ଅଧିକ ମିଳିଥାଏ , ଯଦି କଥା ହେବା ବଲିଉଡ ବିଷୟରେ ସେଠି ଏହିସବୁ ହେବା ସାଧାରଣ କଥା , ଛାଡପତ୍ର ସହିତ ବିବାହ, ଅଧିକ ବୟସ ବ୍ୟକ୍ତିଙ୍କ ସହିତ ବିବାହ , ବିନା ବିବାହରେ ପିଲା ହେବା ଇତ୍ୟାଦି ବଲିଉଡରେ ଏହିସବୁ ସାଧାରଣ କଥା ।

ଏମିତି ହିଁ ଆଜି ଆମେ କିଛି ଟିଭି ଓ ବଲିଉଡ ଇଣ୍ଡଷ୍ଟ୍ରିର ସେହି ଅଭିନେତ୍ରୀ ମାନଙ୍କ ସହିତ ମିଳେଇବାକୁ ଯାଉଛୁ ଯିଏ ବହୁତ କମ ବୟସରେ ନିଜ ଇଚ୍ଛାରେ ମାଆ ହେବାର ନିର୍ଣ୍ଣୟ ନେଇଥିଲେ , ଏହି ଅଭିନେତ୍ରୀ ମାନେ ନାବାଳିକା ବୟସରେ ମାଆ ହୋଇଥିଲେ ।

ଉର୍ବଶୀ ଢୋଲକିୟା

ଉର୍ବଶୀ ଢୋଲକିୟା ଛୋଟ ପର୍ଦାର ନାମୀଦାମୀ ହିରୋଇନ ଅଟନ୍ତି , ତାଙ୍କୁ କୋମଲିକାଙ୍କ ରୋଲ ପାଇଁ ଆଜି ବି ଲୋକ ମନେ ପକାଉଛନ୍ତି , ଉର୍ବଶୀ ନିଜ ପ୍ରଫେସନାଲ୍ ଲାଇଫରେ ଯେତିକି ନା କରିଛନ୍ତି , ତାଙ୍କ ପର୍ଶନାଲ୍ ଲାଇଫ ସେତିକି ହିଁ ଭଲ ରହିଥିଲା , କହି ଦେଉଛୁ କି ଉର୍ବଶୀ ମାତ୍ର 15 ବର୍ଷ ବୟସରେ ହିଁ ବିବାହ କରିଥିଲେ ଓ 16 ବର୍ଷରେ ଦୁଇଟି ଯାଁଳା ପିଲା ସାଗର ଓ ଖିତିଜର ମାଆ ହେଇ ସାରିଥିଲେ , ବିବାହର ଦେଢ଼ ବର୍ଷ ପରେ ଉର୍ବଶୀଙ୍କର ଡିଭୋର୍ସ ହୋଇ ଯାଇଥିଲା ଓ ସେ ଏକୁଟିଆ ଦୁଇଟି ପିଲାର ଦାୟିତ୍ଵ ନେଇଥିଲେ ଓ ତାଙ୍କର ପାଳନ ପୋଷଣ କରିଥିଲେ ।

ଭାଗ୍ୟଶ୍ରୀ

ଫିଲ୍ମ ‘ମେନେ ପ୍ୟାର କିୟା’ ରୁ ସମସ୍ତଙ୍କ ହୃଦୟରେ ଜାଗା କରିଥିବା ଭାଗ୍ୟଶ୍ରୀ ଜଣେ ବହୁତ ଭଲ ଅଭିନେତ୍ରୀ ଅଟନ୍ତି, କହି ଦେଉଛୁ କି 1990 ମସିହାରେ ଭାଗ୍ୟଶ୍ରୀ ବ୍ୟବସାୟୀ ହିମାଳୟ ଦଶାନି ସହିତ ବିବାହ କରିଥିଲେ , ଆଜି ଭାଗ୍ୟଶ୍ରୀ ଦୁଇଟି ପିଲାର ମାଆ ଅଟନ୍ତି , ତାଙ୍କର ଜଣେ 23 ବର୍ଷୀୟ ପୁଅ ଯାହାର ନାମ ଅଭିମନ୍ୟୁ ଅଟେ ଜଣେ 21 ବର୍ଷୀୟ ଝିଅ ଅଛି ଯାହାର ନାମ ଅବନ୍ତିକା ଅଟେ , ଭାଗ୍ୟଶ୍ରୀ ମାତ୍ର 17 ବର୍ଷରେ ମା ହୋଇଯାଇଥିଲେ , କୁହାଯାଏ କି ହିମାଳୟ ଦଶାନିଙ୍କୁ ବିବାହ କରିବା ଆଗରୁ ସେ ପ୍ରେଗ୍ନେଣ୍ଟ ଥିଲେ ।

ଡିମ୍ପଲ କପାଡିଆ

ଡିମ୍ପଲ କପାଡିଆ ତାଙ୍କ ସମୟରେ ସବୁଠୁ ହଟ ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଜଣେ ଥିଲେ , ତାଙ୍କର ପ୍ରଥମ ଫିଲ୍ମ ବବି ଥିଲା ଓ ତାଙ୍କର ପ୍ରଥମ ଫିଲ୍ମରେ ସେ ସମସ୍ତଙ୍କୁ ତାଙ୍କର ଚେହେରାରେ ଦିୱାନା କରିଥିଲେ , 16 ବର୍ଷରେ ସେ ସୁପର ଷ୍ଟାର୍ ରାଜେଶ ଖାନାଙ୍କ ସହିତ 1973 ରେ ବିବାହ କରିଥିଲେ , ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି 1973 ରେ ବିବାହ କରିଥିବା ଡିମ୍ପଲ କପାଡିଆ ଡିସେମ୍ବର 1973 ରେ ଟ୍ଵିଙ୍କଲଙ୍କର ମାଆ ହୋଇ ଯାଇଥିଲେ , ତା ପରେ ମନ ମୁତାବ କାରଣରୁ ରାଜେଶ ଓ ଡିମ୍ପଲ ମଧ୍ୟରେ ଡିଭୋର୍ସ ହୋଇ ଯାଇଥିଲା , ନିଜ ଦମରେ ସେ ଏକୁଟିଆ ହିଁ ନିଜର ଦୁଇଟି ଝିଅକୁ ବଡ଼ କରିଥିଲେ ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ବଲୀଉଡ ବିଷୟରେ ଅଧିକ ତଥ୍ୟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *