ନାବାଳିକାଙ୍କ ହତ୍ୟାକାଣ୍ଡକୁ ସମାଧାନ କଲା କଣ୍ଢେଇ, କଣ୍ଢେଇ କହିଲା ହତ୍ୟାକାରି କିଏ ? ଜାଣନ୍ତୁ

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ଶେଷାଦ୍ରିକ ହତ୍ୟାକାଣ୍ଡକୁ ନେଇ ଆସିଛି ବଡ ଖବର । କଣ୍ଢେଇ ଧରେଇ ଦେଲା ହତ୍ୟାକାରୀକୁ ହଁ ଦର୍ଶକବନ୍ଧୁ ଶୁଣିବା ଅବିଶ୍ବାସ ଲାଗୁଥିଲେ ବି ଏହା ସତ୍ୟ ଅଟେ । ପୋଲିସକୁ ସଂପୂର୍ଣ୍ଣ ସତ ଜଣାଇ ଦେଲା କଣ୍ଢେଇ। ଶେଷାଦ୍ରିକ ମୃତ୍ୟୁ ର ଛବିଶ ଘଣ୍ଟା ଭିତରେ ପୋଲିସ ଅପରାଧୀକୁ ଧରିଲା ।

ତେବେ ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା 13 ତାରିଖ ଦିନ ପ୍ରେମିକ ମାରିଲା ପ୍ରେମିକାକୁ  ଯୁକ୍ତ +2 ରେ ପଢୁଥିବା ଶେଷାଦ୍ରିର ପ୍ରେମିକ ଥିଲା ମିଲନ ଉଭୟ ପ୍ରେମ ବନ୍ଧନ ଥିଲେ କିନ୍ତୁ ଦିନେ ପ୍ରେମିକା ଶେଷାଦ୍ରି ଆଉ ସେ ପ୍ରେମ ବନ୍ଧନରେ ରହିବନି ବୋଲି କହିଥିଲେ । ମିଲନ ଶେଷାଦ୍ରିକୁ ବହୁତ ବୁଝାଇବାକୁ ଚେଷ୍ଟା କରୁଥିଲା ।

ମାତ୍ର ଶେଷାଦ୍ରି ସିଧା ସିଧା ମନା କରିବାକୁ ପ୍ରେମିକ ରାଗିଗଲା । ପରେ ପ୍ରେମିକାକୁ ଅତି ଭୟାନକ ରୂପେ ହ-ତ୍ୟା କରିଥିବା କୁହାଯାଉଛି । ପୋଲିସ ଅଧିକାରୀଙ୍କ କହିବା ଅନୁସାରେ ପ୍ରେମିକା ଶେଷାଦ୍ରି ପ୍ରେମିକ ଦେଇଥିବା କଣ୍ଢେଇକୁ ତାଙ୍କୁ ଫେରାଇବାକୁ ଆସିଥିଲେ କିନ୍ତୁ ମିଳନ ତାହା ନେଇ ନ ଥିଲା ବରଂ ଶେଷାଦ୍ରିଙ୍କ ମୁଣ୍ଡକୁ କାନ୍ଥରେ ପିଟି ଥିଲେ ।

ମାତ୍ର ପ୍ରେମିକ ମିଲନର ମନ ଭରି ନ ଥିଲା ତେଣୁ କାଠୁରୀ ରେ ଶେଷାଦ୍ରିକୁ ଆକ୍ରମଣ କରି ହ-ତ୍ୟା କରିଛି । ତେବେ ଘଟଣା ସ୍ଥଳରେ  କଠୁରି ଓ ଶେଷାଦ୍ରିଙ୍କ ବାପାଙ୍କ ସାର୍ଟ ମିଳିଛି ଏଥିରୁ ସ୍ପଷ୍ଟ ଜଣାପଡୁଛି କି ମିଲନ ତା ହାତରେ ଲାଗିଥିବା ରକ୍ତକୁ ଫୋଛିବା ପାଇଁ ଶେଷାଦ୍ରି ବାପାଙ୍କ ସାର୍ଟ ବ୍ୟବହାର କରିଥିଲେ । ମାତ୍ର ଏବେ ପ୍ରେମିକ ମିଲନ  ନିଜ ମୁଖରେ ସଂପୂର୍ଣ୍ଣ ଘଟଣା ବଖାଣୁଛି ।

ଯଥା କେମିତି ଘର ଭିତରକ୍କୁ ପଶିଲା  ଏବଂ କେମିତି ମାରିଲା ସବୁ ସତ କହି ବାଟ ଦେଖାଉଛି ମିଲନ । ସାମାନ୍ୟ ପ୍ରେମ ଆଜି ଶେଷାଦ୍ରିର ଜୀବନକୁ ନେଇଗଲା ତେଣୁ ବଲାଙ୍ଗିର ପୋଲିସ ଅଧିକାରୀ ଅନୁରୋଧ କରିଛନ୍ତି କି ନାବାଳକ ଓ ନାବାଳିକା ଫୋନ ବ୍ୟବହାର କରୁଥିବା ବେଳେ ଅଭିଭାବକ ମାନେ ଦେଖିବା ଉଚିତ୍ ଯେ ମୋ ପିଲା କାହା ସହ ଫୋନ ରେ ଗପୁଛି । ନଚେତ୍ ଏଭଳି ଅନେକ ଘଟଣା ଘଟିବାର ସମ୍ଭାବନା ରହିଥାଏ । ଏହି ଖବର କୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *