ମହାଦେବଙ୍କ ଉପରେ ପାଣି ଢାଳି ଘରକୁ ଫେରୁଥିଲେ, ହେଲେ ଘଟିଲା ଏକ ଅଘଟଣ ଘର ବଦଳରେ ଯିବାକୁ ପଡିଲା ଡାକ୍ତରଖାନା

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ମହାଦେବଙ୍କ ଉପରେ ପାଣି ଢାଳି ଘରକୁ ଫେରୁଥିଲେ କାଉଡିଆ ମାନେ କିନ୍ତୁ ମଝି ରାସ୍ତାରେ ଘଟିଗଲା ଅଘଟଣ । ହଁ ଦର୍ଶକବନ୍ଧୁ ବ୍ୟକ୍ତିଜଣଙ୍କ ମହାପ୍ରଭୁ ଶିବଙ୍କ ଉପରେ ପାଣି ଢାଳି ଫେରୁଥିବା  ଦୁର୍ଘଟଣାର ଶିକାର ହୋଇଛନ୍ତି ଏବଂ ଘରକୁ ଫେରିବା ବଦଳରେ ଗଲେ ଡାକ୍ତରଖାନା ।

ସୂଚନା ଅନୁସାରେ ମହାବିନାୟକ ଫିଟରେ ପାଣି ଢାଳି ଘରକୁ ଆସୁଥିବା ବେଳେ ଯାଜପୁର ଜିଲ୍ଲା ଧର୍ମଶାଳା ଅନ୍ତର୍ଗତ ଗାନ୍ଧୀଛକ ଠାରେ ମର୍ମାହତ ସଡ଼କ ଦୁର୍ଘଟଣା ର ଶିକାର ହୋଇଛନ୍ତି  । ତେବେ ଜଣେ  ସାଂଘାତିକ ଭାବେ ଆହତ ହୋଇଥିବା ବେଳେ ଆଉ ଦୁଇ ଜଣ ଗୁରୁତର ଆଘାତ ହୋଇଥିବା ଦେଖିବାକୁ ମିଳିଛି । ଦୁର୍ଘଟଣା ଦେଖିବା ପରେ ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ବାସୀ ଧାଇଁ ଆସିଥିଲେ ।

ଅଞ୍ଚଳବାସୀ ଦେଖିଲେ କି ଜଣେ ସାଂଘାତିକ ଅବସ୍ଥାରେ ଅଛି ଏବଂ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହେଇଛି  । ତେବେ ସାଙ୍ଗେ ସାଙ୍ଗେ ଅଞ୍ଚଳବାସୀ  ତିନିଜଣଙ୍କୁ ବଡଚଣା ଗୋଷ୍ଟୀ ସ୍ୱାସ୍ଥ୍ୟକୁ ନେଇକି ଯାଇଥିଲେ । ସେଠାରେ ଡାକ୍ତର ସାମାନ୍ୟ ଗୁରୁତର ଆହାର ହୋଇଥିବା ଦୁଇ ଜଣକୁ ଚିକିତ୍ସା ପ୍ରଦାନ କରି ଘରକୁ ପଠାଇଦେଇଥିଲେ । କାରଣ ସେହି ଦୁଇଜଣ ଶୀଘ୍ର ଠିକ ହୋଇଥିଲେ ମାତ୍ର ସାଂଘାତିକ ରୂପେ ଆହତ ହୋଇଥିବା ବ୍ୟକ୍ତି ଏବେ ମଧ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି ।

ସେହି  ବ୍ୟକ୍ତିଜଣଙ୍କର ଘରଲୋକ ଠିକଣା ଖୋଜୁଛନ୍ତି ପୋଲିସ । କିଛି ସମୟ  ଭିତରେ ସେହିବ୍ୟକ୍ତିଙ୍କର ଘରଲୋକଙ୍କୁ ଖୋଜି ଖବର ଦିଆଯିବ । କାରଣ ରବିବାର ଦିନ ସେମାନେ ନଦୀରୁ ପାଣି ମହାବିନାୟକ  ଫିଟିରେ ପାଣି ଢାଳି ଥିଲେ ଏବଂ ପାଣି ଢାଳିବା ପରେ ଘରକୁ ଯାଉଥିବା ବେଳେ ଗାନ୍ଧୀଛକ ଠାରେ ଭୟଙ୍କର ଦୁର୍ଘଟଣାର ଶିକାର ହୋଇଛନ୍ତି ।

ତେବେ ଆହତ ହୋଇଥିବା ତିନିଜଣଙ୍କ ମଧ୍ୟରୁ ଦୁଇ ଜଣଙ୍କ ସ୍ଵାସ୍ଥ ଅବସ୍ଥା ସୁଦୁରିବାକୁ ଲାଗିଥିବା ବେଳେ ଅନ୍ୟ ଏକ ବ୍ୟକ୍ତିଙ୍କ ପରିଚୟ ମିଳୁଣୀ ଓ ତାଙ୍କ ସ୍ଵାସ୍ଥ ଅବସ୍ଥା ମଧ୍ୟ ବହୁତ କଷ୍ଟକର ରହିଛି । ତେବେ ମହାଦେବଏନବିକୁ ପାଣି ଢାଳି ଫେରୁଥିବା ବେଳେ  ଏଭଳି ଘଟିବା ଅଶୁଭ ଅଟେ । ତେବେ ବ୍ୟକ୍ତି ଅବସ୍ଥା ଆଗକୁ କେଉଭଳି ରହିବ ତାହା ସମ୍ପର୍କରେ ଜାଣିବା ପାଇଁ ଆମ ପେଜ୍ କୁ ଲାଇକ ,ଶେୟାର କରନ୍ତୁ ଓ ଏହି ଖବରକୁ ନେଇ ଆପଣଙ୍କ ମତ କଣ ଆମକୁ ନିଶ୍ଚୟ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *