ପ୍ରଥମ ଥର ଦେଖନ୍ତୁ ଓଡିଶାର ଫେମସ ମ୍ୟୁଜିକ ଡାଇରେକ୍ଟର Abhijit Majumdar ଙ୍କ ଫାମିଲି ଆଲବମ, ଆଗରୁ କେବେ ବି ଦେଖିନଥିବେ

ବନ୍ଧୁଗଣ ଆପଣ ମାନେ ସାମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଗୀତ ଗାଉଥିବା ସମସ୍ତ ଗାୟକ ମାନଙ୍କୁ ନିଶ୍ଚୟ ଜାଣିଥିବେ । ବନ୍ଧୁଗଣ ଅଲିଉଡର ଏହି ସିଙ୍ଗର ମାନେ ଅଧିକାଂଶ ସମୟ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଅଲିଦ ସିଙ୍ଗର ଓ ମ୍ୟୁଜିକ ଡାଇରେକ୍ଟର ଅଭିଜିତ ମଜୁନ୍ଦାରଙ୍କ ବିଷୟରେ କହିବାକୁ ଯାଉଛୁ, ଯିଏ ଆମ ଅଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ବନ୍ଧୁଗଣ ଆପଣ ମାନେ ସାମସ୍ତେ ଅଭିଜିତ ମଜୁନ୍ଦାରଙ୍କ ବହୁତ ସୁପର ହିଟ ଗୀତକ ଗୁଡିକୁ ଶୁଣିଥିବେ । ହେଲେ ବନ୍ଧୁଗଣ ଆପଣ ମାନେ କଣ ଅଭିଜିତଙ୍କ ପରିବାର ଓ ତାଙ୍କ ଜୀବନ ବିଷୟରେ ଜଣାଇଛନ୍ତି  । ଆଜି ଆମେ ଆପଣ ମାନଙ୍କୁ ଅଭିଜିତଙ୍କ ଜୀବନୀ ଓ ପରିବାର ବିଷୟରେ କହିବାକୁ ଯାଉଛୁ, ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି ।

ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ  । ବନ୍ଧୁଗଣ ଅଭିଜିତଙ୍କର ଜନ୍ମ ୧୧ ସେପ୍ଟେମ୍ବରରେ ଓଡିଶାର ସମ୍ବଲପୁରରେ ହୋଇଥିଲା । ବର୍ତ୍ତମାନ ସେ କଟକରେ ରହୁଛନ୍ତି । ତାଙ୍କ ବାପାଙ୍କ ନାମ ହେଉଛି ଅରୁଣ ମଜୁମଦାର ସେ ଥିଲେ ଜଣେ ପ୍ରିନ୍ସିପାଲ ଥିଲେ।

ବନ୍ଧୁଗଣ ଅଭିଜିତଙ୍କ ପତ୍ନୀଙ୍କ ନାମ ହେଉଛି ରଞ୍ଜିତା ମଜୁମଦାର । ଏହି ଦୁଇଜଣଙ୍କର ଏକ ପୁଅ ମଧ୍ୟ ଅଛି ଯାହାର ନାମ ହେଉଛି ଆୟୁଷ ମଜୁମଦାର । ଅଭିଜିତଙ୍କର ଏକ ଭାଇ ମଧ୍ୟ ଆଚି ଯାହାଙ୍କର ନାମ ହେଉଛି ମନୋଜିତ ମଜୁମଦର । ବନ୍ଧୁଗଣ ଅଭିଜିତ ନିଜ ପରିବାର ଲୋକଙ୍କ ସହ ବହୁତ ଖୁସିରେ ନିଜର ଜୀବନ ଅତିବାହିତ କରୁଛନ୍ତି ।

 

ସେ ୧୯୯୧ ମସିହାରେ ସଙ୍ଗୀତ କ୍ଷେତ୍ରରେ ପାଦ ଦେଇଥିଲେ । ସେହି ସମୟରେ ସେ ସମ୍ବଲପୁରୀ ଗୀତ ଗାଇବା ଆରମ୍ଭ କରିଥିଲେ । ପରବର୍ତୀ ସମୟରେ ସେ କଟକ ଆସି ପ୍ରଥମେ ଭଜନ ସଙ୍ଗୀତରେ କଣ୍ଠଦାନ କରିଥିଲେ । ଏହା ପରେ ସେ ୨୦୦୦ ମସିହାରେ ଓଡିଆ ଫିଲ୍ମ ‘କାଶିଆ କପିଳା’ରେ ସେ ସଙ୍ଗୀତ ନିର୍ଦେଶନା ଦେଇଥିଲେ ।

ବନ୍ଧୁଗଣ ଅଭିଜିତଙ୍କୁ କଲେଜ ସମୟରେ ସଙ୍ଗୀତରେ ବହୁତ ରୁଚି ଥିଲା । ସେ ୨୦୦୦ ମସିହା ପରେ ବହୁତ ଗୁଡିଏ ଓଡିଆ ଫିଲ୍ମର ଗୀତକୁ ନିର୍ଦେଶନା ଦେଇଥିଲେ । ବନ୍ଧୁଗଣ ସେ ନିଜ କଷ୍ଟ ଓ ସଂଘର୍ଷ ଦ୍ଵାରା ଆଜି ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଜଣେ ପ୍ରସିଦ୍ଧ ଗୀତକାର ଓ ସଙ୍ଗୀତ ନିର୍ଦେଶକ ରୂପେ ପ୍ରସିଦ୍ଧ ହୋଇଛନ୍ତି ।

ବନ୍ଧୁଗଣ ସେ ଆମ ବଲିଉଡର କେତେକ ଦିଗଜ କଳାକାର ଓ ଗୀତକାର ମାନଙ୍କ ସହ ମଧ୍ୟ ସାକ୍ଷାତ କରିଛନ୍ତି । ଆଜିକୁ ସେ ବହୁତ ଓଡିଆ ଫିଲ୍ମର ଗୀତକୁ ନିର୍ଦେଶନା କରିଛନ୍ତି  ଓ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ତେବେ ଫ୍ରେଣ୍ଡ୍ସ ଆପଣଙ୍କୁ ଆଭିଜିତ କିପରି ଲାଗନ୍ତି ବା ତାଙ୍କର ଗୀତ ଗୁଡିକ ଆପଣଙ୍କୁ କିପରି ଲାଗେ ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *