ମୁଣ୍ଡ ଅଛି, ଲାଞ୍ଜ ଅଛି, କିନ୍ତୁ ପାଦ ନାହିଁ ପେଟ ଅଛି, ଆଖି ଅଛି, କିନ୍ତୁ କାନ ନାହିଁ …କୁହନ୍ତୁ ତାହା କଣ ?

ସାଧାରଣତଃ ଆମେ ଜୀବନରେ ବହୁତ କିଛି କଥା ବିଷୟରେ ଜାଣି ନଥାଉ । ଆଜି ଆମେ ଆପଣଙ୍କୁ କିଛି ଗୁରୁତ୍ଵପୂର୍ଣ୍ଣ ଜେନେରାଲ ନଲେଜ ବିଷୟରେ କହିବୁ । ଏହା ଆପଣଙ୍କ ଦୈନନ୍ଦିନ ଜୀବନରେ ବହୁତ ସହାୟକ ହେବା ସହିତ ଯେଉଁ ପିଲା କୌଣସି ଉଚ ପଦବୀ ପରୀକ୍ଷା ପାଇଁ ଚେଷ୍ଟା କରୁଛନ୍ତି ସେମାନଙ୍କ ପାଇଁ ମଧ୍ୟ ଏହା ବହୁତ ସହାୟତା କରିବ । ତେବେ ଆସନ୍ତୁ ଜାଣିବା ଏହି ଜେନେରାଲ ନଲେଜ ବିଷୟରେ ।

ପ୍ରଶ୍ନ – ୧

ଏମିତି କେଉଁ ଜିନିଷ ଅଛି ଯାହାକୁ ସାରା ଭାରତରେ କେଉଁଠି କି ବି ନେଇଯାଅ ତା’ର ମୂଲ୍ୟରେ କୌଣସି ପରିବର୍ତ୍ତନ ହେବ ନାହିଁ ?

ଉତ୍ତର – ନୋଟ

ପ୍ରଶ୍ନ – ୨

କଳା ଘୋଡା, ଧଳା ଯାତ୍ରୀ, ଗୋଟିଏ ଓଲ୍ହେଇଲା ତ ଆଉ ଜଣଙ୍କ ବାରି ?

ଉତ୍ତର – ତାୱା ଓ ରୁଟି

ପ୍ରଶ୍ନ – ୩

ଏମିତି କେଉଁ ଜିନିଷ ଅଛି ଯାହାକୁ ଝିଅଟିଏ ବାହାଘର ପୂର୍ବରୁ ପିନ୍ଧି ପାରିବ ନାହିଁ ?

ଉତ୍ତର – ମଙ୍ଗଳସୂତ୍ର

ପ୍ରଶ୍ନ -୪

୧୦ ଟଙ୍କାରେ ଆପଣ ଏମିତି କଣ କିଣିବେ ଯାହା ଦ୍ଵାରା ପୁରା ରୁମ ଭରିଯିବ ?

ଉତ୍ତର – ଅଗରବତୀ ର ବାସ୍ନା

ପ୍ରଶ୍ନ – ୫

ହିନ୍ଦୀରେ ଏମିତି ଏକ ପକ୍ଷୀ ର ନାମ କୁହନ୍ତୁ ଯାହାର ମାନେ ଇଂରାଜୀ ରେ ଅଧିକ ଅଟେ ?

ଉତ୍ତର – ମୋର ବା ମୟୂର (more-ଅଧିକ)

ପ୍ରଶ୍ନ – ୬

କଣ ସତରେ କିନ୍ନର ଙ୍କ ଅନ୍ତିମ ସଂସ୍କାର ରାତିରେ ହିଁ ହୋଇଥାଏ ?

ଉତ୍ତର – ଆଜ୍ଞା ହଁ

ପ୍ରଶ୍ନ – ୭

କେଉଁ ଭିଟାମିନ ଶରୀରରେ ସ୍ଟୋର ହୁଏ ନାହିଁ ?

ଉତ୍ତର – ଭିଟାମିନ C

ପ୍ରଶ୍ନ – ୮

ଆମେ କେଉଁ ପର୍ବରେ ରାତିରେ ଦୀପ ଜଳାଇ ଥାଉ ?

ଉତ୍ତର – ଦୀପାବଳୀ

ପ୍ରଶ୍ନ -୯

ଆମେରିକା ର ପତାକା ରେ କେତୋଟି ଲାଲ ଓ ଧଳା ପଟି ଅଛି ?

ଉତ୍ତର – ୧୩

ପ୍ରଶ୍ନ – ୧୦

କ୍ଷୀରକୁ ଫୁଟାଇ ନ ରଖିଲେ ଖରାପ କାହିଁକି ହୋଇଯାଏ ?

ଉତ୍ତର – କାରଣ ସେଥିରେ ଅଧିକ ମାତ୍ରାରେ ଜୀବାଣୁ ଉତ୍ପନ୍ନ ହୋଇଯାଏ ?

ପ୍ରଶ୍ନ -୧୧

ପତଞ୍ଜଳି କମ୍ପାନୀ ର ସ୍ଥାପନା କେବେ ହୋଇଥିଲା ?

ଉତ୍ତର – ୨୦୦୬ ରେ

ପ୍ରଶ୍ନ -୧୨

ଭାରତରେ ସବୁଠୁ ପ୍ରଥମେ ଏରୋପ୍ଲେନ କେବେ ଉଡା ଯାଇଥିଲା ?

ଉତ୍ତର – ୧୮୯୫ ରେ

ପ୍ରଶ୍ନ – ୧୩

ମୁଣ୍ଡ ଅଛି, ଲାଞ୍ଜ ଅଛି, କିନ୍ତୁ ପାଦ ନାହିଁ

ପେଟ ଅଛି, ଆଖି ଅଛି, କିନ୍ତୁ କାନ ନାହିଁ ?

କୁହନ୍ତୁ ତାହା କଣ ?

ଉତ୍ତର – ସାପ

ଆପଣମାନଙ୍କୁ ଆମର ଏହି ପୋସ୍ଟ ଟି କିପରି ଲାଗିଲା ଜଣାଇବେ ଓ ଏମିତି ହିଁ କିଛି ଜ୍ଞାନ ବର୍ଦ୍ଧକ ପୋସ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *