ସାଧାରଣତଃ ଆମେ ଜୀବନରେ ବହୁତ କିଛି କଥା ବିଷୟରେ ଜାଣି ନଥାଉ । ଆଜି ଆମେ ଆପଣଙ୍କୁ କିଛି ଗୁରୁତ୍ଵପୂର୍ଣ୍ଣ ଜେନେରାଲ ନଲେଜ ବିଷୟରେ କହିବୁ । ଏହା ଆପଣଙ୍କ ଦୈନନ୍ଦିନ ଜୀବନରେ ବହୁତ ସହାୟକ ହେବା ସହିତ ଯେଉଁ ପିଲା କୌଣସି ଉଚ ପଦବୀ ପରୀକ୍ଷା ପାଇଁ ଚେଷ୍ଟା କରୁଛନ୍ତି ସେମାନଙ୍କ ପାଇଁ ମଧ୍ୟ ଏହା ବହୁତ ସହାୟତା କରିବ । ତେବେ ଆସନ୍ତୁ ଜାଣିବା ଏହି ଜେନେରାଲ ନଲେଜ ବିଷୟରେ ।
ପ୍ରଶ୍ନ – ୧
ଏମିତି କେଉଁ ଜିନିଷ ଅଛି ଯାହାକୁ ସାରା ଭାରତରେ କେଉଁଠି କି ବି ନେଇଯାଅ ତା’ର ମୂଲ୍ୟରେ କୌଣସି ପରିବର୍ତ୍ତନ ହେବ ନାହିଁ ?
ଉତ୍ତର – ନୋଟ
ପ୍ରଶ୍ନ – ୨
କଳା ଘୋଡା, ଧଳା ଯାତ୍ରୀ, ଗୋଟିଏ ଓଲ୍ହେଇଲା ତ ଆଉ ଜଣଙ୍କ ବାରି ?
ଉତ୍ତର – ତାୱା ଓ ରୁଟି
ପ୍ରଶ୍ନ – ୩
ଏମିତି କେଉଁ ଜିନିଷ ଅଛି ଯାହାକୁ ଝିଅଟିଏ ବାହାଘର ପୂର୍ବରୁ ପିନ୍ଧି ପାରିବ ନାହିଁ ?
ଉତ୍ତର – ମଙ୍ଗଳସୂତ୍ର
ପ୍ରଶ୍ନ -୪
୧୦ ଟଙ୍କାରେ ଆପଣ ଏମିତି କଣ କିଣିବେ ଯାହା ଦ୍ଵାରା ପୁରା ରୁମ ଭରିଯିବ ?
ଉତ୍ତର – ଅଗରବତୀ ର ବାସ୍ନା
ପ୍ରଶ୍ନ – ୫
ହିନ୍ଦୀରେ ଏମିତି ଏକ ପକ୍ଷୀ ର ନାମ କୁହନ୍ତୁ ଯାହାର ମାନେ ଇଂରାଜୀ ରେ ଅଧିକ ଅଟେ ?
ଉତ୍ତର – ମୋର ବା ମୟୂର (more-ଅଧିକ)
ପ୍ରଶ୍ନ – ୬
କଣ ସତରେ କିନ୍ନର ଙ୍କ ଅନ୍ତିମ ସଂସ୍କାର ରାତିରେ ହିଁ ହୋଇଥାଏ ?
ଉତ୍ତର – ଆଜ୍ଞା ହଁ
ପ୍ରଶ୍ନ – ୭
କେଉଁ ଭିଟାମିନ ଶରୀରରେ ସ୍ଟୋର ହୁଏ ନାହିଁ ?
ଉତ୍ତର – ଭିଟାମିନ C
ପ୍ରଶ୍ନ – ୮
ଆମେ କେଉଁ ପର୍ବରେ ରାତିରେ ଦୀପ ଜଳାଇ ଥାଉ ?
ଉତ୍ତର – ଦୀପାବଳୀ
ପ୍ରଶ୍ନ -୯
ଆମେରିକା ର ପତାକା ରେ କେତୋଟି ଲାଲ ଓ ଧଳା ପଟି ଅଛି ?
ଉତ୍ତର – ୧୩
ପ୍ରଶ୍ନ – ୧୦
କ୍ଷୀରକୁ ଫୁଟାଇ ନ ରଖିଲେ ଖରାପ କାହିଁକି ହୋଇଯାଏ ?
ଉତ୍ତର – କାରଣ ସେଥିରେ ଅଧିକ ମାତ୍ରାରେ ଜୀବାଣୁ ଉତ୍ପନ୍ନ ହୋଇଯାଏ ?
ପ୍ରଶ୍ନ -୧୧
ପତଞ୍ଜଳି କମ୍ପାନୀ ର ସ୍ଥାପନା କେବେ ହୋଇଥିଲା ?
ଉତ୍ତର – ୨୦୦୬ ରେ
ପ୍ରଶ୍ନ -୧୨
ଭାରତରେ ସବୁଠୁ ପ୍ରଥମେ ଏରୋପ୍ଲେନ କେବେ ଉଡା ଯାଇଥିଲା ?
ଉତ୍ତର – ୧୮୯୫ ରେ
ପ୍ରଶ୍ନ – ୧୩
ମୁଣ୍ଡ ଅଛି, ଲାଞ୍ଜ ଅଛି, କିନ୍ତୁ ପାଦ ନାହିଁ
ପେଟ ଅଛି, ଆଖି ଅଛି, କିନ୍ତୁ କାନ ନାହିଁ ?
କୁହନ୍ତୁ ତାହା କଣ ?
ଉତ୍ତର – ସାପ
ଆପଣମାନଙ୍କୁ ଆମର ଏହି ପୋସ୍ଟ ଟି କିପରି ଲାଗିଲା ଜଣାଇବେ ଓ ଏମିତି ହିଁ କିଛି ଜ୍ଞାନ ବର୍ଦ୍ଧକ ପୋସ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ