ଧନ ଆଇ ଲଭ ୟୁ ! ମୁଁ ଜାଣିଥିଲି ତୁମେ ନିଶ୍ଚୟ ମୋ ପ୍ରସ୍ତାବର ଉତ୍ତର ଦେବ, ଆଜି ମୋ ସ୍ଵପ୍ନ ସତ ହେଲା, ଆଉ ଖାଲି ଯାହା ରାସ୍ତାଟା କ୍ଲିୟର ହେଲେ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବିବାଦୀୟ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ତାଙ୍କର ନିଜସ୍ୱ ଅନ୍ଦାଜରେ କରିଥିବା କାମ ବା ମନ୍ତବ୍ୟ ପାଇଁ ସବୁବେଳେ ଚର୍ଚାର ପରିସର ଭୁକ୍ତ ହୋଇଛନ୍ତି । ଯେଉଁ କାରଣରୁ ରାଣୀ ଓଡିଶାର କୋଣ ଅନୁକୋଣରେ ସବୁ ଲୋକଙ୍କ ପାଖରେ ପରିଚିତ ଅଛନ୍ତି । ରାଣୀ ପଣ୍ଡାଙ୍କର ସୁପରଷ୍ଟାର ଅନୁଭବଙ୍କ ପାଇଁ ଥିବା ଭଲ ପାଇବା ତାଙ୍କୁ ବିବାହ କରିବାର ପ୍ରସ୍ତାବ ଦେଇଥିବା କଥା ଏବେ ଚର୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

ରାଣୀଙ୍କର ଅନୁଭବଙ୍କୁ ଆକ୍ଷେପ କରି କରିଥିବା ପ୍ରେମ ଦାବୀକୁ ନେଇ ଅନୁଭବଙ୍କର କିଛି ଦିନ ତଳେ ପ୍ରତିକ୍ରିୟା ଶୁଣିବାକୁ ମିଳିଥିଲା । ଅନୁଭବ ରାଣୀଙ୍କୁ ବହୁତ ସମ୍ମାନ କରିଥାନ୍ତି । ଅନୁଭବ ଯଦିଓ ପ୍ରତେକ୍ଷ ଭାବରେ ରାଣୀଙ୍କ ସହିତ କେବେ ଦେଖା ସାକ୍ଷାତ କରିନାହାନ୍ତି । ତଥାପି ଅନୁଭବ ରାଣୀ ପଣ୍ଡାଙ୍କ ବିଷୟରେ ଆଗରୁ ବହୁତ କିଛି ଜାଣିଛନ୍ତି ।

ଯେପରି ରାଣୀ ତାଙ୍କର ନିଜ ରୋଜଗାରର ଅଧିକାଂଶ ଟଙ୍କା ଗରିବ ଲୋକଙ୍କ ସହାୟତା କାର୍ଯ୍ୟରେ ଲଗାଇ ଦେଇଥାନ୍ତି । ଏହିପରି ଭାବରେ ଅନୁଭବ ରାଣୀଙ୍କୁ ନେଇ ନିଜର ପ୍ରତିକ୍ରିୟା ରଖିଥିଲେ । ଏହି କଥା ରାଣୀ ପଣ୍ଡା ଜାଣିବା ପରେ ସେ ଖୁସିରେ ପାଗଳ ହୋଇଯାଇଛନ୍ତି । ରାଣୀଙ୍କର ଅନୁଭବଙ୍କର ପ୍ରେମରେ ଦିୱାନୀ ହୋଇ ଅନୁଭବଙ୍କର ଫୋଟକୁ ନେଇ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ।

ଏହା ସହିତ ସେଠାରେ ସେ ଅନୁଭବଙ୍କ ପାଇଁ I LOVE YOU ମଧ୍ୟ ମେନସନ କରିଛନ୍ତି । ଯେଉଁ କଥା କି ଏବେ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଦେଇଛି । ଏହା ସହିତ ରାଣୀ ମଧ୍ୟ ଅନୁଭବଙ୍କ ପାଇଁ ନିଜ ହୃଦୟରୁ କିଛି ନିଜସ୍ୱ ମନ୍ତବ୍ୟ ରଖିଛନ୍ତି । ରାଣୀ ପଣ୍ଡାଙ୍କ କହିବା ଅନୁସାରେ ମୁଁ ଜାଣିଥିଲେ ଅନୁଭବ ତୁମେ ଦିନେ ନା ଦିନେ ମୋ ପ୍ରପଜାଲର ନିଶ୍ଚୟ ଉତ୍ତର ଦେବ ।

ଆଜି ସତ ହେଲା ମୋ ସ୍ଵପ୍ନ ଓ ଅନ୍ତ ହେଲା ମୋ ଅପେକ୍ଷାର ଅନ୍ତ ଘଟିଲା । ରାଣୀଙ୍କ କହିବା ଅନୁଯାଇ ଅନୁଭବ ହେଉଛନ୍ତି ତାଙ୍କ ଧନ । ଅନୁଭବ ହେଉଛନ୍ତି ରାଣୀଙ୍କର ଜୀବନ ଓ ପ୍ରାଣ ସବୁକିଛି ହେଉଛନ୍ତି ଅନୁଭବ । ରାଣୀ କହିଛନ୍ତି ଅନୁଭବ ମୁ ତୁମ ପ୍ରେମରେ ପଡିଯାଇଛି । ମୁଁ ତୁମକୁ ବହୁତ ଅଧିକ ଭଲ ପାଉଛି ।

ମୋର ହୃଦୟରେ ତମ ପାଇଁ ଏକ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରିସାରିଛି । ସେହି ଜାଗାରେ କେବେ ଆସି ତୁମେ ରହିବ । ମୁଁ ସେହି ଦିନକୁ ଚାତକ ଭଳି ଅନେଇ ରହିଛି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *