‘ମତେ ଯଦି ଅନୁଭାବ ବାହା ହେବେ ନା ମୁଁ 3 ଦିନ ବାଲିଯାତ୍ରା ପଡିଆରେ ଅନ୍ନଛତ୍ର ଖୋଲିବି, ଷ୍ଟାଟରରେ ରସଗୋଲା ,କଦଳୀ ଓ ଜିଲାପି ଦେବି, ଆଉ ଅନୁଭବଙ୍କୁ…’

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଯାତ୍ରା ଜଗତର ଆଇଟମ ତଥା ବିବାଦୀୟ ଗାର୍ଲ ରାଣୀ ପଣ୍ଡାଙ୍କର ଅନୁଭବଙ୍କ ପ୍ରତି ଥିବା ଭଲ ପାଇବାର ଖବର ଏବେ ଓଡିଶାରେ ହଇଚଇ ସୃଷ୍ଟି କରୁଛି । ରାଣୀ ପଣ୍ଡାଙ୍କର ସବୁବେଳେ କିଛି ନା କିଛି ମନ୍ତବ୍ୟ ଅନୁଭବଙ୍କ ପାଇଁ ଥିବାରୁ ତାହା ସୋସିଆଲ ମିଡିଆରେ ସବୁ ଆଡେ ଭାଇରାଲ ହେବାରେ ଲାଗୁଛି । ରାଣୀଙ୍କର ଅନୁଭବଙ୍କ ପାଇଁ ବାହାଘର ସମୟରେ ସୁନାର ଚପଲ କରିଦେବାର କଥା ମଧ୍ୟ ଭାଇରାଲ ହେବାରେ ଲାଗିଛି ।

ରାଣୀ ପଣ୍ଡାଙ୍କ କହିବା ଅନୁସାରେ ଯଦି ସତରେ ମୋ ସହିତ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କର ବାହାଘର ହୋଇଯାଇଥାଏ । ତେବେ ରାଣୀ ପଣ୍ଡା ବାହାଘର ସମୟରେ ଏଭଳି କିଛି କରି ଦେଖେଇବ । ଯାହା ଓଡିଶା ଲୋକ କେବେ ସ୍ଵପ୍ନରେ ସୁଦ୍ଧା ଭାବି ନଥିବେ । କେବଳ ଅନୁଭବ ଠାରେ ଯଦି ରାଣୀର ବିଭାଘର ପ୍ରସ୍ଥାବର ଉତ୍ତରରେ ହଁ କହିଦେଲେ ।

ତେବେ ରାଣୀ ଓ ଅନୁଭବଙ୍କର ଏପରି ବାହାଘର ହେବ । ଓଡିଶାବାସୀଙ୍କ ମନକୁ ସଂପୂର୍ଣ୍ଣ ଭାବେ ଛୁଇଁଜୀବ । ବାହାଘର ସମୟରେ ବାଲିଯାତ୍ରା ପଡିଆରେ ୩ ଦିନ ପାଇଁ ଅନ୍ନଛତ୍ର ଖୋଲାଯିବ । ଯେତେ ଲୋକ ଭୋଜୀରେ ସାମିଲ ହେବେ । ସମସ୍ତେ ୩ ଦିନ ଯାକ ପେଟ ପୁରାଇ ମନ ଶାନ୍ତି କରି ଭୋଜୀ ଖାଇ ରାଣୀ ଓ ଅନୁଭବଙ୍କୁ ଆଶ୍ରୀବାଦ କରିଯିବେ ।

ଏହା ସହିତ ଭୋଜିର ଷ୍ଟାଟରରେ ରସଗୋଳା, ଜିଲାପୀ ଓ କଦଳୀ ଭଳି ଅନେକ ସ୍ଵାଦିଷ୍ଟ ସ୍ଵାଦିଷ୍ଟ ଭୋଜନର ମଧ୍ୟ ବ୍ୟବସ୍ତା କରିଯିବ । ଯାତ୍ରା କଳାକାର ରାଣୀଙ୍କର ଅନୁଭବଙ୍କୁ ନେଇ ଏପରି କିଛି ମନ୍ତବ୍ୟ ମଧ୍ୟ ରହୁଛି । ଯେ ଅନୁଭବ ଦେଖିବାକୁ ବହୁତ ସୁନ୍ଦର ଓ ଆକର୍ଷଣୀୟ । ଏହା ସହିତ ଏକା ଧାରାରେ ସାଂସଦ ତଥା ଓଡିଆ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ମଧ୍ୟ ହେଉଛନ୍ତି ଅନୁଭବ । ତେବେ ରାଣୀ କହିଛନ୍ତି ଯେ ହାଣ୍ଡସମ ପିଲା ଦେଖିଲେ ସେ ତାଙ୍କ ପ୍ରତି ଟିକେ ଆଟ୍ରାକଟୀଭ ହୋଇଯାଇଛନ୍ତି ।

ତାପରେ ଅନୁଭବ ଟ ହାଣ୍ଡସମ ହେବା ସହିତ କ୍ଯାରିଅର କ୍ଷେତ୍ରରେ ମଧ୍ୟ ପଦର୍ଶନ ଭଲ ରହିଛି । ତେଣୁ ସେ ଅନୁଭବଙ୍କୁ ନିଜର ଜୀବନସାଥି ରୂପେ ବାଛିଛନ୍ତି । ଯଦି ଅନୁଭବ କେବଳ ବାହାଘର ପ୍ରସ୍ତାବରେ ରାଜି ହୋଇଯାଆନ୍ତି । ତେବେ ସେ ବାହାଘର ସମୟରେ ତାଙ୍କ ପାଇଁ ସୁନାର ଚପଲ ମଧ୍ୟ କରିଦେବେ ।

କାରଣ ରାଣୀଙ୍କର ସୁନା ଜିନିଷ ପ୍ରତି ବହୁତ ମାତ୍ରାରେ ରୁଚି ରହିଥାଏ । ତେବେ ସେ ନିଜର ସକ୍ଷମତା ଅନୁସାରେ ଅନୁଭବଙ୍କୁ ମଧ୍ୟ ସବୁ ପ୍ରକାର ସୁଖ ସୁବିଧା ଦେବାକୁ ସବୁବେଳେ ପ୍ରୟାସ କରିବେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *