‘ପନ୍ତ ମୁଁ ଆସୁଛି ତୁମେ ଜମା ବି ବ୍ୟସ୍ତ ହୁଅନି, ତୁମର କିଛି ହେବନି…’ Rishabh ଙ୍କୁ ଦେଖିବା ପାଇଁ ହସ୍ପିଟଲ ଆସିଲେ Urvashi Routela

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କର ଏପରି ଏକ ଅଭାବନୀୟ ଦୁର୍ଘଟଣା କିଛି ତଳେ ଘଟିଥିଲା । ଯେଉଁ କଥା ପାଇଁ କ୍ରିକେଟରଙ୍କର ଘର ଲୋକ ତଥା ରିଷଭଙ୍କ ଫ୍ୟାନ ଫୋଲୋଇଙ୍ଗଙ୍କ ପାଇଁ ଏକ ବହତ ବଡ ଦୁଃଖ ସମାଚାର ଆଣିଦେଇଥିଲା । ଯେଉଁ କାରଣରୁ ସମସ୍ତେ କ୍ରିକେଟର ରିଷଭଙ୍କର ଦୁର୍ଘଟଣା ଜନିତ ଶରୀରରେ ହୋଇଥିବା ଆଘାତ ବହୁତ ଶୀଘ୍ର ଚିକିତ୍ସା ମାଧ୍ୟମରେ ଭଲ ହୋଇଯାଉ ।

ସମସ୍ତେ ଠାକୁରଙ୍କର ନିକଟରେ ରିଷଭଙ୍କ ପାଇଁ ଆରୋଗ୍ୟ ପ୍ରାଥନା ମଧ୍ୟ କରୁଛନ୍ତି । ଏହା ଭିତରେ ବଲିଉଡ ନାୟିକା ଉର୍ଭସୀ ମଧ୍ୟ ବହୁତ ଦୁଃଖ ପ୍ରକାଶ କରିଥିଲେ । ତାହା ସହିତ କ୍ରିକେଟର ରିଷଭଙ୍କର ଶରୀର ବହୁତ ଶୀଘ୍ର ଭଲ ହୋଇଯାଉ ବୋଲି ତ୍ଵିଟ କରି ଜଣାଇଥିଲେ । ଯାହାକୁ ଦେଖି ସୋସିଆଲ ମିଡିଆର ବହୁତ ଲୋକ ରାଗି ଯାଇଥିବାର ଦେଖିବାକୁ ମିଳିଥିଲା ।

ଏହା ସହିତ ଅନେକ ମଧ୍ୟ ତାଙ୍କ ଟ୍ଵିଟକୁ ଲାଇକ ମଧ୍ୟ କରିଥିଲେ । ତେବେ ବର୍ତ୍ତମାନର ଖବର ଅନୁଯାଇ ଉର୍ଭଷୀ କ୍ରିକେଟର ରିଷଭ ପନ୍ତଙ୍କର ଦୁର୍ଘଟଣା ଜନିତ କ୍ଷତି ପାଇଁ ଏପରି ଭାବରେ ଆତ୍ମ ହରା ହୋଇଯାଇଛନ୍ତି । ଯେ ସେ ରିଷଭଙ୍କୁ ଦେଖା କରିବା ପାଇଁ ତାଙ୍କ ନିକଟକୁ ଯାଇଥିବାର ସୂଚନା ମିଳିଛି ।

ସୋସିଆଲ ମିଡିଆରେ ରିଷଭଙ୍କର ବେଡରେ ଚିକିତ୍ସିତ ହେଉଥିବା ଅବସ୍ତା ଦେଖି ନିଜକୁ ଆଉ ସମ୍ଭାଳି ପରିଲେଣି ଉର୍ଭଷୀ । ସେ ସେଥିପାଇଁ ରିଷଭଙ୍କୁ ଦେଖା କରିବାକୁ ମୁମ୍ବାଇରୁ ଦିଲ୍ଲୀ ଯାଇଛନ୍ତି । ଖବର ମୁତାବକ ମୁମ୍ବାଇ ଏୟାରପୋର୍ଟରେ ଉର୍ଭଷୀଙ୍କୁ ଦେଖିବାର ନଜର ଆସିଛି । ସେଥିପାଇଁ ଉର୍ଭଷୀ କ୍ରିକେଟର ରିଷଭ ପନ୍ତଙ୍କୁ ଦେଖା କରିବାକୁ ଯାଉଛନ୍ତି ବୋଲି ଅନୁମାନ କରାଯାଇଛି ।

ତେବେ ରିଷଭଙ୍କର ଶୁକ୍ରବାର ଦିନ ଘଟିଥିବା ଏପରି ଭୟାନକ ଦୁର୍ଘଟଣାରେ ରିଷଭ ବହୁତ ମାରାତ୍ମକ ଭାବରେ କ୍ଷତିଗ୍ରସ୍ତ ହୋଇଛନ୍ତି । ତେଣୁ ତାଙ୍କର ମେଡିକାଲରେ ସିଭିଅର ଚିକିତ୍ସା ଚାଲୁ ରହିଛି । ବହୁତ ଶୀଘ୍ର କ୍ରିକେଟର ରିଷଭଙ୍କର ସ୍ଵାସ୍ଥ ଅବସ୍ତାରେ ଉନ୍ନତି ଆସୁ ବୋଲି ଅନେକ ଲୋକଙ୍କର ଠାକୁରଙ୍କର ପାଖରେ କାମନା ରହିଅଛି । ଯେତେ ଶୀଘ୍ର କ୍ରିକେଟର ରିଷଭଙ୍କର ସ୍ଵାସ୍ଥ ଅବସ୍ତାରେ ଭଲ ପରିବର୍ତ୍ତନ ଆସିବ ।

ସେତେ ଶୀଘ୍ର ରିଷଭ ସୁସ୍ଥ ହୋଇବେ ବୋଲି ଡାକ୍ତରଙ୍କ ମତ ରହିଛି । କ୍ରିକେଟର ରିଷଭଙ୍କର ଏପରି ଦୁର୍ଘଟଣାରେ ବଲିଉଡ ଅଭିନେତ୍ରୀ ଉର୍ବଷୀ ଅନେକ ବହୁତ ଦୁଃଖିତ ହୋଇଥିବାରୁ ସେ ରିଷଭଙ୍କୁ ଦେଖା କରିବାକୁ ଯାଉଛନ୍ତି ବୋଲି ଖବର ମିଳିଛି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *