‘ମୁ ଡରିକି ଖଟ ତଳେ ଲୁଚିଥିଲି, ଯେତେବେଳେ ସେ ମତେ…’ ଏମିତି କାହିଁକି କହିଲେ ଅଭିନେତ୍ରୀ Lopa, ଦେଖନ୍ତୁ Video  

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି କଳାକାର ମାନେ ତାଙ୍କ ପର୍ଶନାଲ ଲାଇଫ ଓ ତାଙ୍କ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ଆଜି ଆମେ ଆପଣ ମାନଙ୍କୁ ଦୁଇଟି ଏପରି କଳାକାରଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ଗତ କିଛି ଦିନ ହେବ ବହୁତ ଚର୍ଚାରେ ରହୁଛନ୍ତି । ଏହି ଦୁଇଟି କଳାକାର ହେଉଛନ୍ତି ଲୋପା ଓ ବିରାଜ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଦୁଇଜଣଙ୍କୁ ‘ନୂଆ ବୋହୁ’ ସିରିଏଲରେ ନିଶ୍ଚୟ ଦେଖିଥିବେ । ଏହି ଦୁଇଜଣ ଏହି ସିରିଏଲରେ ସ୍ଵାମୀ ସ୍ତ୍ରୀର ଭୂମିକାରେ ନଜର ଆସୁଛନ୍ତି । ଗତ କିଛି ଦିନ ତଳେ ଏହି ଦୁଇଜଣ ଓଡିଆ ରିଆଲିଟି ସୋ ‘ଫୁଲ ଗପ ସପ’କୁ ଯାଇଥିଲେ ।

ଏହି ରିଆଲିଟି ସୋରେ ସେମାନଙ୍କର ବଣ୍ଡିଙ୍ଗ ଓ ତାଙ୍କ ପର୍ଶନାଲ ଲାଇଫ ବିଷୟରେ ବହୁତ କିଛି କଥା ଜଣା ପଡିଥିଲା ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।  ବନ୍ଧୁଗଣ ବିରାଜ ଓ ଲୋପା ଏହି ସୋରେ ବହୁତ ମଜା ମଜା କଥା କହିଥିଲେ । ଏହି ଦୁଇଜଣଙ୍କ ବଣ୍ଡିଙ୍ଗ ମଧ୍ୟ ବହୁତ ଭଲ ଅଛି ଏମାନେ ପରସ୍ପରର ଭଲ ବନ୍ଧୁ ଅଟନ୍ତି ବୋଲି କହିଛନ୍ତି ।

ଅନ ସ୍କ୍ରିନରେ ଲୋପାଙ୍କର କଥା ଚାଲେ ବୋଲି ଆପଣ ମାନେ ଜାଣିଥିବେ ହେଲେ ଲୋପାଙ୍କ ମତରେ ବିରାଜଙ୍କର କଥା ଚାଲେ ।  ଲୋପାଙ୍କ ମତରେ ଗତ ହୋଲିରେ ବିରାଜଙ୍କୁ ଭୟ କରି ଲୋପା ଖଟ ତଳେ ଲୁଚି ଯାଇଥିଲେ । ଏହି ସିନଟି ସିରିଏଲର ଏକ ଭାଗ ଥିଲା ହେଲେ ଉଭୟ ବହୁତ ମସ୍ତି କରିଥିଲେ ।

ନୂଆବୋହୂ ସିରିଏଲଟି ଗତ ୪ ବର୍ଷ ହେବ ଚାଲି ଆସୁଛି । ଅବଶ୍ୟ ନୂଆବୋହୂ ସିରିଏଲଟି ବର୍ତ୍ତମାନ ସରିଯାଇଛି ଓ ତାର ଦ୍ଵିତୀୟ ଅଧ୍ୟାୟ ‘ଝିଅ ଆମର ନୂଆବୋହୂ’ ସିରିଏଲଟି ଟିଭିରେ ପ୍ରସାରିତ ହେଉଛି । ହେଲେ ବିରାଜ ଓ ଲୋପାଙ୍କ ଅଭିନୟକୁ କେହି ଭୁଲି ପାରି ନାହାନ୍ତି । ବିରାଜ ଓ ଲୋପାଙ୍କ ମତରେ ‘ନୂଆବୋହୂ’ର ସମସ୍ତ ଷ୍ଟାଫ ଏକ ପରିବାର ପରିକା ରୁହନ୍ତି ।

ଏହି ସିରିଏଲରେ ଲୋପା ଓ ତାଙ୍କ ଶାଶୁଙ୍କ ବଣ୍ଡିଙ୍ଗ ବହୁତ ଭଲ ଥିବାର ନଜର ଆସୁଛି । ଲୋପା ଏହି ସିରିଏଲଟିକୁ କରି ବହୁତ ଖୁସି ଅଛନ୍ତି । ବନ୍ଧୁଗଣ ବିରାଜ ଓ ଲୋପା ଉଭୟ ଏହି ସିରିଏଲଟିକୁ କରି ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ସଫଳତା ହାସଲ କରିଛନ୍ତି । ଏହି ଦୁଇଜଣଙ୍କ ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି ।

‘ଫୁଲ ଗପ ସପ’ ରିଆଲିଟି ସୋରେ ଲୋପା ଓ ବିରାଜ ବହୁତ କିଛି ପର୍ଶନାଲ କଥା ବିଷୟରେ କହିଥିଲେ । କିଛି ଅନ ସ୍କ୍ରିନ କଥା ଓ କିଛି ଅଫ ସ୍କ୍ରିନ କଥା କହିଥିଲେ ଯାହା ବିଷୟରେ ଅଧିକାଂଶ ଲୋକ ଜାଣି ନଥିଲେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଲୋପା ଓ ବିରାଜଙ୍କ ଯୋଡି କିପରି ଲାଗେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *