ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା ପପୁ ପମ ପମଙ୍କୁ ନିଶ୍ଚୟ ଜାଣିଥିବେ । ପପୁ ହେଉଛନ୍ତି ଏକ ହାସ୍ୟ ଅଭିନେତା । ସେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ବହୁତ କଷ୍ଟ ଓ ସଂଘର୍ଷ କରି ସଫଳତା ହାସଲ କରିଛନ୍ତି । ପପୁଙ୍କ କମେଡି ଓ ଅଭିନୟ ଦେଖିବାକୁ ଲୋକମାନେ ବହୁତ ପସନ୍ଦ କରନ୍ତି । ପପୁ ଅଧିକାଂଶ ସମୟ ସୋ-ସି-ଆ-ଲ ମି-ଡି-ଆରେ କୌଣସି ନା କୌଣସି କାରଣ ହେତୁ ଚର୍ଚାରେ ରୁହନ୍ତି ।
ସେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ସମସ୍ତ ଦିଗଜ ଅଭିନେତାଙ୍କ ସହ କାମ କରିଛନ୍ତି । ତାଙ୍କର ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି । ଗତ କିଛି ସମୟ ହେବ ପପୁ ସୋ-ସି-ଆ-ଲ ମି-ଡି-ଆ-ରେ ଚର୍ଚାରେ ଅଛନ୍ତି । ପପୁଙ୍କ ଝିଅ ଅଦିତିଙ୍କ ଏକ ଭିଡିଓ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଭା-ଇ-ରା-ଲ ହେଉଛି । ସେହି ଭିଡିଓରେ ଅଦିତି ହାତ ଯୋଡି ମାନ୍ୟବାର ମୁଖ୍ୟମନ୍ତ୍ରୀଙ୍କୁ ଏପରି କିଛି କହିଛନ୍ତି ଯାହା ବିଷୟରେ ଜାଣିଲେ ଆପଣ ମାନେ ବି ନିଜ ହସ ରୋକି ପାରିବେ ନାହିଁ ।
ଆଜି ଆମେ ଆପଣ ମାନଙ୍କୁ ଅଦିତିଙ୍କ ସେହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ଭିଡିଓରେ ଅଦିତି କହୁଛନ୍ତି-‘ନବୀନ ପଟ୍ଟନାୟକ ଅଙ୍କଲ ନମସ୍କାର ମୋ ନାମ ହେଉଛି ଅଦିତି ଶତପଥି । ମୁ ଜାଣିଛି ଆପଣ ଆମ ମାନଙ୍କ ପାଇଁ କେତେ କଷ୍ଟ କରୁଛନ୍ତି ଏହି କରୋନା ସମୟରେ । ମୁ ଗୋଟେ ଷ୍ଟୁଡେଣ୍ଟ ଭାବରେ ଆପଣଙ୍କୁ କହୁଛି ଯଦି ଆମ ସ୍କୁଲ ବନ୍ଦ କରିବାର ଅଛି ତା ହେଲେ କରନ୍ତୁ ।
ଏହି କରୋନା ପାଇଁ ଆମେ ଆମ ଶିକ୍ଷାକୁ ବି ବଳିଦାନ କରି ଦେଉଛୁ । ୧୦ ବର୍ଷ ୧୫ ବର୍ଷ ସ୍କୁଲ ବନ୍ଦ କରିଲେ ବି ଆମେ ସହିଯିବୁ । ସ୍କୁଲ ଉଠେଇ ଦେଲେ ବି ଆମେ ଖୁସି ହେବୁ । ଆମେ ଆପଣଙ୍କୁ ସାହାର୍ଯ୍ୟ କରିବାକୁ ଚାହୁଁଛୁ’ । ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ