ମାତ୍ର 3 ଦିନରେ ମୁହଁର ବ୍ରଣ ଆଉ କଳା ଦାଗ ଚିହ୍ନ ସବୁଦିନ ପାଇଁ ହେଇଯିବ ଗାୟବ, କରନ୍ତୁ ଏହି ଛୋଟିଆ ଉପାୟ- Health Tips

ବନ୍ଧୁଗଣ ଆଜିକାଲି ପ୍ରାୟ ଅଧିକାଂଶ ଲୋକଙ୍କର ସ୍କିନ ଜନିତ ସମସ୍ଯା ଦେଖିବାକୁ ମିଳୁଛି । ଆଜିକାଲି ମୁହଁରେ କଳା ଦାଗ ଓ ବ୍ରଣ ଆଦି ସମସ୍ୟା ଦେଖା ଯାଉଛି । ଝିଅ ମାନଙ୍କ ପାଇଁ ଏହା ହେଉଛି ଏକ ବଡ ସମସ୍ୟା । ଝିଅ ମାନେ ନିଜ ମୁହଁରେ ହେଉଥିବା ବ୍ରଣ ଓ କଳା ଦାଗକୁ ଲୁଚାଇବା ପାଇଁ ବହୁତ କିଛି କସମେଟିକ୍ସ ଓ ଫେସୱାସର ସାହାରା ନେଇଥାନ୍ତି । ହେଲେ ବନ୍ଧୁଗଣ ଏହି ସମସ୍ତ ଫେସୱାସ ଓ କସମେଟିକ୍ସରେ କେମିକାଲ ମିଶିଥାଏ ଯାହାର ସାଇଡ ଇଫେକ୍ଟ ଆପଣଙ୍କ ମୁହଁରେ ହୋଇଥାଏ । ଏହାଦ୍ବାରା ଆପଣଙ୍କ ସ୍କିନ ବହୁତ ଅଧିକ ଖରାପ ହୋଇଥାଏ ।

ହେଲେ ବନ୍ଧୁଗଣ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ, କାରଣ ଆଜି ଆମେ ଆପଣ ମାନଙ୍କୁ ଏପରି ଏକ ଘରୋଇ ଉପଚାର ବିଷୟରେ କହିବୁ ଯାହାକୁ ବ୍ୟବହାର କରି ଆପଣ ନିଜର ବ୍ରଣ ଓ କଳା ଦାଗ ଆଦି ସମସ୍ଯାକୁ ସବୁଦିନ ପାଇଁ ଦୂର କରିପାରିବେ । ତାହାଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଆମର ଏହି ଘରୋଇ ଉପଚାର ବିଷୟରେ ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଉପାୟ ବିଷୟରେ କହିବାକୁ ଯାଉଛୁ ତାହାକୁ ଆପଣ କେବଳ ୩ ଦିନ ବ୍ୟବହାର କରି ନିଜ ସ୍କିନରେ ହେଉଥିବା ବ୍ରଣ ଓ କଳା ଦାଗକୁ ସବୁଦିନ ପାଇଁ ଦୂର କରିପାରିବେ । ବନ୍ଧୁଗଣ ଆମର ଏହି ଉପାୟ ପାଇଁ ଆପଣଙ୍କୁ ସର୍ବ ପ୍ରଥମେ ନିମ ପତ୍ର ଦରକାର । ଯାହା ଆପଣ ମାନଙ୍କୁ ବହୁତ ସହଜରେ ମିଳିଯିବ । ସେଥିପାଇଁ ଆପଣ ୧୦ ରୁ ୧୨ଟି ନିମ ପତ୍ର ନିଅନ୍ତୁ ହେଲେ ବନ୍ଧୁଗଣ ନିମ ପତ୍ର ସତେଜ ଥିବା ନିହାତି ଆବଶ୍ୟକ । ନିମ ପତ୍ର ନେବା ପରେ ଆପଣ ସେହି ସମସ୍ତ ନିମ ପତ୍ରକୁ ଜଳ ସାହାର୍ଯ୍ୟରେ ବହୁତ ଭଲ ଭାବରେ ଧୋଇ ଦିଅନ୍ତୁ ।

ଧୋଇବା ପରେ ଆପଣ ଆପଣ ସେହି ସମସ୍ତ ନିମ ପତ୍ରକୁ ଭଲ ଭାବରେ ପେଶୀ ଦିଅନ୍ତୁ । ବନ୍ଧୁଗଣ ପେଶୀବା ପରେ ଆପଣଙ୍କୁ ଦ୍ଵିତୀୟ ସାମଗ୍ରୀ ଦରକାର ଗୋଲାପଜଳ ।  ବନ୍ଧୁଗଣ ଗୋଲାପ ଜଳ ଆମ ସ୍କିନରେ ହେଉଥିବା ଦାଗ ଓ ବ୍ରଣକୁ ଦୂର କରିବା ପାଇଁ ବହୁତ ଅଧିକ ଲାଭଦାୟକ ହୋଇଥାଏ । ତେଣୁ ଆପଣ ନିମରେ ଗୋଟେ ଚାମଚ ରୁ ଦୁଇ ଚାମଚ ଗୋଲାପ ଜଳ ନିଅନ୍ତୁ । ଏହା ପରେ ଆପଣ ସେହି ମିଶ୍ରଣକୁ ଭଲ ଭାବରେ ମିକ୍ସ କରିଦିଅନ୍ତୁ । ବନ୍ଧୁଗଣ ଏହା ଥିଲା ଆମର ପ୍ରଥମ ବିକଳ୍ପ । ବର୍ତ୍ତମାନ ଏହି ମିଶ୍ରଣକୁ ଗୋଟେ ସ୍ଥାନରେ ରଖିଦିଅନ୍ତୁ ।

 

ଆସନ୍ତୁ ଜାଣିବା ଆମର ଦୁତୀୟ ବିକଳ୍ପ ବିଷୟରେ । ଦୁତୀୟ ବିକଳ୍ପ ପାଇଁ ଆପଣଙ୍କୁ ଦରକାର ପୂଜା କର୍ପୁର ଓ କୋଲଗେଟ ପେଷ୍ଟ । ବନ୍ଧୁଗଣ ଆପଣ ଦୁଇଟି ଗୋଟା କର୍ପୁର ନେଇ ତାହାକୁ ଗୁଣ୍ଡ କରିଦିଅନ୍ତୁ ଓ ସେଥିରେ ଅଳ୍ପ ପେଷ୍ଟ ମିଶାଇ ଆପଣଙ୍କ ସ୍କିନରେ ହୋଇଥିବା ବ୍ରଣରେ ଭଲ ଭାବରେ ଲଗାଇ ଦିଅନ୍ତୁ ।

ବନ୍ଧୁଗଣ ଏହି ଉପାୟକୁ କେବଳ ୩ ଦିନ କରି ଦେଖନ୍ତୁ ଆପଣଙ୍କ ଚେହେରାରେ ଥିବା ସମସ୍ତ ବ୍ରଣ ଦୂର ହୋଇଯିବ । ଆମର ପ୍ରଥମ ବିକଳ୍ପରେ କରିଥିବା ନିମ ଓ ଗୋଲାପ ଜଳ ମିଶ୍ରଣକୁ ନିଅନ୍ତୁ ଓ ଏହାକୁ ସଂପୂର୍ଣ୍ଣ ସ୍କିନରେ ଲଗାଇ ଦିଅନ୍ତୁ । ଦେଖିବେ କେବଳ ୩ ଦିନରେ ବ୍ୟବହାରରେ ଆପଣଙ୍କ ସ୍କିନରେ ଥିବା ସମସ୍ତ ଦାଗ ଦୂର ହୋଇଯିବ । ଏହା ସହିତ ଆପଣଙ୍କ ସ୍କିନ ବହୁତ ସଫା ଓ ଗ୍ଲୋ କରିବ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ସୁନ୍ଦର ସୁନ୍ଦର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *