ସ୍ୱାମୀଙ୍କ ଠାରୁ ଅଲଗା ରହି ଗର୍ଭବତୀ ହେବା ପରେ ମୁହଁ ଖୋଲିଲେ Nusrat Jahan, କହିଲେ ମୁଁ ସେମିତି ଝିଅ ନୁହେଁ, ଯିଏ…

ନମସ୍କାର ବନ୍ଧୁଗଣ ୨୦୧୯ ର ସବୁଠାରୁ ଚର୍ଚ୍ଚିତ ବିବାହ ମଧ୍ୟ ରୁ ଅଭିନେତ୍ରୀ ତଥା ତୃଣମୂଳ କଂଗ୍ରେସ ର ସାଂସଦ ନୁସରତ ଜାହାନ ଏବଂ ବ୍ୟବସାୟୀ ନିଖିଲ ଜୈନ ଙ୍କ ବିବାହ ଅନ୍ୟତମ । ଉଭୟଙ୍କ ଫଟୋ ମଧ୍ୟ ସୋସିଆଲ ମିଡ଼ିଆ ରେ ବହୁତ ଭାଇରାଲ ହୋଇଥିଲା ।

ବର୍ତ୍ତମାନ ନୁସରତ ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟ ରୁ ତୁର୍କୀରେ ନିଖିଲ ଙ୍କ ସହ ବିବାହ ର ସମସ୍ତ ଫୋଟୋ ଏବଂ ପୋଷ୍ଟ କୁ କାଟି ଦେଇଛନ୍ତି । ବୁଧବାର ଦିନ ନୁସରତ ନିଜ ବିବାହ ର ସତ୍ୟ କୁ ବିଶ୍ୱ ସାମ୍ନା ରେ ରଖି ଘୋଷଣା କରିଛନ୍ତି କି ସେ ନିଖିଲ ଙ୍କ ଠାରୁ ଅଲଗା ହୋଇ ଯାଇଛନ୍ତି । ନିଖିଲ ଙ୍କ ବି-ରୁ-ଦ୍ଧ-ରେ ଅ-ଭି-ଯୋ-ଗ କରି ନୁସରତ ତାଙ୍କ ବିବୃତି ରେ ମଧ୍ୟ ପ୍ରକାଶ କରିଛନ୍ତି ଯେ ନିଖିଲ ଜୈନ ତାଙ୍କ ସମ୍ମତି ବିନା ତାଙ୍କ ଟଙ୍କା କୁ ଅ-ପ-ବ୍ୟ-ବ-ହା-ର କରୁଥିଲେ ଏବଂ ଆକାଉଣ୍ଟ କୁ ଏଣୁତେଣୁ ବ୍ୟବହାର କରୁଥିଲେ ।

ତେବେ ନୁସରତ ନିଜ ସୋସିଆଲ ଆକାଉଣ୍ଟ ରେ ପୋଷ୍ଟ କରି ଏକ ଫୋଟୋ ମଧ୍ୟ ସେୟାର କରି ଲେଖିଛନ୍ତି ଯେ -ମୁଁ ସେମିତିକା ଝିଅ ନୁହେଁ ଯିଏ ନିଜ ମୁହଁ ବନ୍ଦ ରଖେ… ଆଉ ଏହି କଥାରୁ କୌଣସି ଅସୁବିଧା ନାହିଁ ।

ଏହା ସହିତ ଏହି ସୂଚନା ମଧ୍ୟ ମିଳିଛି କି ନୁସରତ ବର୍ତ୍ତମାନ ୬ ମାସ ଗର୍ଭବତୀ ଅଛନ୍ତି ଏବଂ ତାଙ୍କ ସ୍ୱାମୀ ଙ୍କ ଅନୁସାରେ ସେ ଏହି ବିଷୟରେ କିଛି ଜାଣି ନାହାଁନ୍ତି ଏବଂ ସେହି ପିଲାଟି ତାଙ୍କର ନୁହେଁ । ସେମାନେ ଦୁଇ ଜଣ ଦୀର୍ଘ ସମୟ ଧରି ଏକାଠି ରହୁ ନଥିଲେ ।

ଅନ୍ୟପକ୍ଷ ରେ ନୁସରତ କହିଛନ୍ତି ଯେ ନିଖିଲ ଙ୍କ ସହ ମୁଁ ସ-ମ୍ବ-ନ୍ଧ ରଖିଛି କିନ୍ତୁ ତାଙ୍କୁ ବିବାହ କରି ନାହିଁ । ଏହା ଫଳ ରେ ବିବାହ ବି-ଚ୍ଛେ-ଦ ର କୌଣସି କଥା କିମ୍ବା ପ୍ରଶ୍ନ ଉଠୁନାହିଁ । କିନ୍ତୁ ସେ ମାଆ ହେବାକୁ ଯାଉଛନ୍ତି । ଅନାଗତ ସନ୍ତାନ ର ପିତୃ ପରିଚୟ କଣ ହେବ । ତାହାକୁ ନେଇ ଗତ ପାଞ୍ଚ ଦିନ ଧରି ବିତର୍କ ସୃଷ୍ଟି ହୋଇଛି ।

କେବଳ ସେତିକି ନୁହେଁ ନିଖିଲ ଙ୍କ ସହିତ ତାଙ୍କର ବିବାହ ବି-ଚ୍ଛେ-ଦ ହେଉ ନାହିଁ କାହିଁକି ବୋଲି ପ୍ରଶ୍ନ ଉଠିଛି । ଏପରିକି ଲେଖିକା ତାସଲିମା ନାଜରିନ ବି ନୁସରତ ଙ୍କ ନୀରବତା କୁ ନେଇ ଇଣ୍ଟରନେଟ ମାଧ୍ୟମରେ ଲେଖିଥିଲେ କି ଯଦି ପରିସ୍ଥିତି ଏହି ଭଳି ହୁଏ ତେବେ ଦୁଇ ଜଣ ଛା-ଡ-ପ-ତ୍ର ନେଇଯିବା ହିଁ ଉଚିତ ଏହି ପରି ନିଜ ସମ୍ପର୍କ କୁ ଝୁଲାଇ ରଖିବା ଉଚିତ ନୁହେଁ ।ବନ୍ଧୁଗଣ ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଅଧିକ ଖ-ବ-ର ସହିତ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *