ଇଂରେଜ ମାନେ ଆମ ଭାରତରୁ ଲୁ-ଟି ନେଇଥିବା ସୁନା ଗହଣା ଏବେ କଉଠି ଅଛି ? କଣ ଆପଣ ଜାଣନ୍ତି ? ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ସାରା ଦୁନିଆ ଯେତିକି ଭାରତ କୁ ଲୁ-ଟି ଥିଲା ସେତିକି ଆଉ ଅନ୍ୟ ଦେଶ କୁ କେବେ କେହି ଲୁ-ଟି ନଥିବେ । ଭାରତ ର ରାଜା ମାନଙ୍କ ମଧ୍ୟରେ ଏକତା ନଥିବା ଯୋଗୁଁ ଏବଂ କିଛି ଭାରତ ରେ ରହୁଥିବା ଲୋକଙ୍କ ବ-ଦ-ମା-ସ ଲୋକଙ୍କ ଯୋଗୁଁ ଭାରତ ରେ ବହୁତ ଲୋକଙ୍କର ଜୀବନ ଯାଇଛି ।

ଏହା ଛଡା ମୋଗଲ ଏବଂ ଇଂରେଜ ମାନେ ଆମ ଦେଶରୁ ଅନେକ ମୂଲ୍ୟବାନ ଜିନିଷ କୁ ଲୁ-ଟି ନେଇ ଯାଇଛନ୍ତି । ଯେମିତି ସୁନା,ଗହଣା, ହୀରା,ମୋତି ଆଦି । ତା ଛଡ଼ା ବହୁତ ଗୁଡିଏ ମୂଲ୍ୟବାନ ମୂର୍ତ୍ତି କୁ ମଧ୍ୟ ନେଇ ଯାଇଛନ୍ତି । ହେଲେ ଆପଣ ମାନେ ଜାଣିଛନ୍ତି କି ଏହି ଲୁ-ଟି ନେଇ ଯାଇଥିବା ସୁନା ଏବଂ ମୂଲ୍ୟବାନ ଜିନିଷ ଗୁଡିକ ବର୍ତ୍ତମାନ କେଉଁଠି ଏବଂ କେଉଁ ଅବସ୍ଥାରେ ରହିଛି । ତେବେ ଆସନ୍ତୁ ଜାଣିନେବା ଏହି ବିଷୟରେ ।

ଆମ ଦେଶ ଅର୍ଥାତ ଭାରତ ରୁ ଲୁ-ଟି ନେଇ ଯାଇଥିବା ମୂଲ୍ୟବାନ ଜିନିଷ ଦୁଇଟି ବଡ଼ ଦେଶ ରେ ରହିଛି ତାହା ହେଉଛି ବ୍ରିଟେନ ଏବଂ ଆମେରିକା ତେବେ ଏହି ଦୁଇ ଦେଶ ରେ ଭାରତ ର କେଉଁ କେଉଁ ମୂଲ୍ୟବାନ ଜିନିଷ ରହିଛି ସେ ବିଷୟରେ ଜାଣିନେବା ।

୧-ପ୍ରଥମରେ ହେଉଛି ସୁଲତାନ ଗଞ୍ଜ ର ବୁଦ୍ଧ । ବିହାର ର ଭାଗଲପୁର ଜିଲ୍ଲା ରେ ଗୋଟିଏ ଛୋଟ ସହର ରହିଛି ସୁଲତାନ ଗଞ୍ଜ । ୧୮୬୧ ରେ ସୁଲତାନ ଗଞ୍ଜ ରେ ରେଲୱେ ର କାମ ଚାଲି ଥିଲା । ସେହି ସମୟରେ ଶ୍ରମିକ ମାନଂକୁ ଏହି ମୂର୍ତ୍ତି ମିଳିଥିଲା ଏବଂ ଏହି ମୂର୍ତ୍ତି କୁ ଓଜନ କରିବା ଦ୍ୱାରା ଜଣା ପଡିଲା କି ଏହା ୫୦୦ ଗ୍ରାମ ର ।

ସେହି ମୂର୍ତ୍ତି କୁ ସମ୍ପୂର୍ଣ୍ଣ ତମ୍ବା ଦ୍ୱାରା ପ୍ରସ୍ତୁତ ହୋଇଥିଲା ତେବେ ଦୁର୍ଭାଗ୍ୟ ରେ ସେହି ସମୟରେ ଇଂରେଜ ମାନେ ଆମ ଦେଶ ରେ ଶାସନ କରୁଥିଲେ ତେଣୁ ସେହି ମୂର୍ତ୍ତି କୁ ଭାରତ ରେ ନ ରଖି ତୁରନ୍ତ ତାକୁ ବିର୍ମିଙ୍ଗ ମିୟୁଜିମ ଆର୍ଟ ଗ୍ୟାଲେରୀ କୁ ପଠେଇ ଦେଲେ । ଏପରି କରିବାର କାରଣ ହେଉଛି ସେହି ମୂର୍ତ୍ତି କୌଣସି ସାଧାରଣ ମୂର୍ତ୍ତି ନୁହେଁ ଏହା ବହୁତ ପୁରୁଣା ଏବଂ ମୂଲ୍ୟବାନ ମୂର୍ତ୍ତି ।

୨- ଦ୍ଵିତୀୟ ରେ ହେଉଛି ଶାହାଜନ ଙ୍କ ମଦିରା ପାନ ର କପ । ଶାହାଜନ ଜଣେ କଳା କୃତି ପ୍ରିୟ ରାଜା ଥିଲେ । ସେଥିପାଇଁ ସେ ମଦିରା ପାନ କରୁଥିବା କପ ମଧ୍ୟ ମୂଲ୍ୟବାନ ଥିଲା । ସେହି କପ କୁ ବିଭିନ୍ନ ମୂଲ୍ୟବାନ ପଥର ରେ ପ୍ରସ୍ତୁତ ହୋଇ ଥିଲା । ସେହି ମୂଲ୍ୟବାନ ପଥର ରୁ ଗୋଟିଏ ପଥର ହେଉଛି ୱାଇଟ ନେଫେରାଇଟ ଜେଡ । ତାପରେ ଏହି କପ କୁ ୧୯୬୨ ରେ ଏହାକୁ ଭିକ୍ଟୋରିଆ ହାସଲ କରି ଦେଇଥିଲେ ଏବଂ ଆଲବର୍ଟ ର ମିୟୁଜିମ ରେ ରଖା ଦିଅ ଯାଇଛି । ବର୍ତ୍ତମାନ ମଧ୍ୟ ସେଠାରେ ରହିଛି ।

୩- ତୃତୀୟ ରେ ହେଉଛି ଅମରାବତୀ ରେଲିଙ୍ଗସ୍ ଏବଂ ବୁଦ୍ଧ ପଦ । ବ୍ରିଟିଶ ମିୟୁଜିମ ଲଣ୍ଡନରେ ଭାରତ ର ଅମରାବତୀ ସବୁଠାରୁ ସୁନ୍ଦର ଏବଂ ମୂଲ୍ୟବାନ ମୂର୍ତ୍ତି ରହିଛି । ଗୋଟିଏ ନୁହେଁ ବରଂ ସେଥରେ ୧୨୦ ଟି ମୂର୍ତ୍ତି ରହିଛି । ଏହି ସବୁ ମୂର୍ତ୍ତି ଭାରତ ରୁ ଲୁଟି ନିଆ ଯାଇଛି । ଇଂରେଜ ମାନେ ଏହି ମୂର୍ତ୍ତି କୁ ଲୁଟି ନେଇ ଯାଇଥିଲେ ।

୪- ଚତୁର୍ଥ ରେ ହେଉଛି ନାସିକ ଡାଇମଣ୍ତ । ମହାରାଷ୍ଟ୍ର ର ନାସିକ ରେ ଏକ ପବିତ୍ର ସ୍ଥାନ ରହିଛି ଯାହାର ନାମ ତ୍ରମବେକ ସ୍ୱର । ସେ ବର୍ତ୍ତମାନ ମଧ୍ୟ ନିଜର ମୂଲ୍ୟବାନ ହୀରା କୁ ଝୁରୁଛି । ସେଠାରେ ଏକ ମୂଲ୍ୟବାନ ହୀର ଥିଲା ଯାହାକୁ ଲୋକମାନେ ନାସିକ ହୀରା ମଧ୍ୟ କୁହନ୍ତି ।

ଯେମିତି କୋହିନୁର ହୀରାକୁ ବଲକୁଣ୍ଡା ଖଣି ରୁ ସନ୍ଧାନ କରା ଯାଇଥିଲା ସେହି ଭଳି ଏହି ହୀରା କୁ ମଧ୍ୟ ସେଠୁ ସନ୍ଧାନ କରା ଯାଇଥିଲା । ୧୫୦୦ ଶତାବ୍ଦୀ ରୁ ୧୮୦୦ ଶତାବ୍ଦୀ ପର୍ଯ୍ୟନ୍ତ ଭାରତ ରେ ଥିଲା ଏବଂ ୧୮୧୮ ରେ ତୃତୀୟ ଆଙ୍ଗଲୋ ମରାଠା ଯୁଦ୍ଧ ଆରମ୍ଭ ହୋଇଥିଲା ଏବଂ ଇଷ୍ଟ ଇଣ୍ଡିଆ କଂପାନୀ ଭାରତ ରୁ ଛଡାଇ ନେଇଥିଲା । ତାକୁ ବ୍ରିଟିଶ ଜୁଏଲର କୁ ବିକି ଦେଇଥିଲା । ୧୯୨୭ ରେ ଏହି ମୂଲ୍ୟବାନ ରତ୍ନ କୁ ବ୍ରିଟିଶ ରୁ ଆମେରିକା କିଣି ନେଇଯାଇ ଥିଲା । ବର୍ତ୍ତମାନ ଏହା ଆମେରିକା ରେ ରହିଛି ।

୫- ପଞ୍ଚମ ରେ ହେଉଛି କୋହିନୁର ହୀରା । ଏହି ହୀରା ସବୁଠାରୁ ମୂଲ୍ୟବାନ ପଦାର୍ଥ ଏବଂ ଏହା ଏକ ଅମୂଲ୍ୟ ସମ୍ପଦ । କୁହାଯାଏ କି ଏହି ହୀରା ର ମୁଲ୍ୟ କୁ ତୁଳନା କରିବା କାହା ପକ୍ଷରେ ସମ୍ଭବ ନୁହେଁ । ଏହି ହୀରା ଅନେକ ରାଜା ମାନଙ୍କ ପାଖକୁ ଯାଇଥିଲା ଏବଂ ଶେଷରେ ୧୮୫୦ ରେ ଏହି ହୀରା କୁ ଇଂରେଜ ମାନେ ଲୁଟି ବ୍ରିଟେନ ରେ ରଖିଛନ୍ତି ।

ଭାରତୀୟ ମାନେ ଅନେକ ଅନୁରୋଧ ମଧ୍ୟ କରି ସାରିଲେଣି କୋହିନୁର ହୀରା କୁ ଫେରାଇବା ପାଇଁ କିନ୍ତୁ ସେ ଏହାକୁ ଫେରେଇବା ପାଇଁ ମନା କରି ଦେଇଛନ୍ତି । ତେବେ ଏହା ଥିଲା ଭାରତର ମୂଲ୍ୟବାନ ଜିନିଷ ଯାହାକୁ ଲୁ-ଟି ଅନ୍ୟ ଦେଶ ରେ ରଖାଯାଇଛି ।

ବନ୍ଧୁଗଣ ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଅଧିକ ଖ-ବ-ର ସହିତ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *