ଅପରିଷ୍କାର ହଳଦିଆ ଦାନ୍ତକୁ ମାତ୍ର 5 ମିନିଟ ରେ କ୍ଷୀର ଭଳି ଧଳା ଓ ମୋତି ଭଳି ଚମକଦାର କରିଦେବ ଏହି ଘରୋଇ ଉପାୟ

ଆମ୍ଭ ମାନଙ୍କୁ ନିଜ ଦାନ୍ତକୁ ସୁସ୍ଥ ଓ ସବଳ ରଖିବା ବହୁତ ଆବଶ୍ୟକ । ଅଧିକାଂଶ ଲୋକ ନିଜ ଦାନ୍ତର ସଠିକ ଭାବରେ ଧ୍ୟାନ ରଖିପାରନ୍ତି ନାହିଁ । ଯାହାଫଳରେ ବହୁତ କମ ବୟସରେ ସେମାନଙ୍କ ଦାନ୍ତ ହଳଦିଆ ଓ ଅପରିଷ୍କାର ଦେଖାଯାଇଥାଏ । ଏହା ଦ୍ଵାରା ଆପଣ ମାନେ ଯେତେବେଳେ ଅନ୍ୟ କୌଣସି ଲୋକଙ୍କ ସାମ୍ନାରେ ହସି ଥାନ୍ତି, ସେତେବେଳେ ସେହି ଲୋକ ଆପଣଙ୍କ ଦାନ୍ତକୁ ଦେଖି ଆପଣଙ୍କ ଠାରୁ ଦୂରତା ମେଣ୍ଟେନ କରିଥାଏ । ଏହି ସମସ୍ୟାଟି ବହୁତ ଲୋକଙ୍କ ପାଖରେ ଦେଖିବାକୁ ମିଳିଥାଏ ।

ଏହି ସମସ୍ୟାକୁ ଦୂର କରିବା ପାଇଁ ଲୋକମାନେ ମାର୍କେଟରୁ ବହୁତ ମହଙ୍ଗା ମହଙ୍ଗା ଟୁଥ ପେଷ୍ଟ ଏବଂ ମାଉଥ ଫ୍ରେସନରର ବ୍ୟବହାର କରିଥାନ୍ତି । ହେଲେ ଏହା ଦ୍ଵାରା ଦାନ୍ତକୁ କୌଣସି ଲାଭ ମିଳିନଥାଏ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ଏପରି ଏକ ସହଜ ସରଳ ଉପାୟ ଆଣିଛୁ, ଯାହାକୁ ବ୍ୟବହାର କରିଲେ ଆପଣଙ୍କୁ ପ୍ରଥମ ଦିନରେ ଏହାର ଫରକ ଜଣା ପଡିଯିବ । ଏହି ଉପାୟକୁ ବ୍ୟବହାର କରିଲେ ଆପଣଙ୍କ ହଳଦିଆ ଦାନ୍ତ ଏକଦମ ସଫା ଓ କ୍ଷୀର ପରି ଧଳା ଦେଖାଯିବ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଚମତ୍କାରୀ ଘରୋଇ ଉପାୟ ବିଷୟରେ ।


ଏହି ଉପାୟ ପାଇଁ ବନ୍ଧୁଗଣ ସର୍ବ ପ୍ରଥମେ ଆପଣ ଏକ ଛୋଟ ବାଉଲ ନିଅନ୍ତୁ, ଏଥିରେ ଆପଣ ଯେଉଁ ଟୁଥପେଷ୍ଟର ବ୍ୟବହାର କରନ୍ତି ସେହି ପେଷ୍ଟ ଅଳ୍ପ ମାତ୍ରାରେ ପକାନ୍ତୁ । ଏହା ପରେ ଆପଣ ଏକ ଲେମ୍ବୁ ନିଅନ୍ତୁ ଓ ବାଉଲରେ ୪ ରୁ ୫ ବୁନ୍ଦା ଲେମ୍ବୁ ରସ ପକାନ୍ତୁ । ଏହା ପରେ ଏହି ମିଶ୍ରଣକୁ ଭଲ ଭାବରେ ମିକ୍ସ କରି ଦିଅନ୍ତୁ । ବନ୍ଧୁଗଣ ବହୁତ ଲୋକ ମାନଙ୍କ ଦାନ୍ତରେ ଲେମ୍ବୁ ରସ ବାଜିଲେ ତାଙ୍କ ଦାନ୍ତ ଖଟା ହୋଇଯାଏ, ଯେଉଁ ମାନଙ୍କର ଏହି ସମସ୍ୟା ରହିଛି, ସେମାନେ ଲେମ୍ବୁ ଜାଗାରେ ୪ ରୁ ୫ ବୁନ୍ଦା ପାଣି ମିଶାଇ ପାରିବେ ।


ଏହାପରେ ଆପଣଙ୍କୁ ଏହି ମିଶ୍ରଣରେ ବହୁତ କମ ମାତ୍ରାରେ ଖାଇବା ଲୁଣ ମିଶେଇ ଦିଅନ୍ତୁ । ଏହାପରେ ଆପଣ ବହୁତ କମ ମାତ୍ରାରେ ହଳଦୀ ପାଉଡର ମିଶାଇ ଦିଅନ୍ତୁ । ଏହା ପରେ ଆପଣ ଅଧା ଚାମଚ ସୋରିଷ ତେଲ ମିଶାଇ ଦିଅନ୍ତୁ । ଶେଷରେ ଆପଣ ଏହି ମିଶ୍ରଣରେ ୪ ରୁ ୫ ବୁନ୍ଦା ବିଲାତି ରସ ମିଶାନ୍ତୁ । ଏହି ମିଶ୍ରଣକୁ ଭଲ ଭାବରେ ମିକ୍ସ କରି ଦିଅନ୍ତୁ ଓ ରାତିରେ ଶୋଇବା ପୂର୍ବରୁ ଏହି ମିଶ୍ରଣରେ ନିଜ ଦାନ୍ତକୁ ସଫା କରନ୍ତୁ ।

ବନ୍ଧୁଗଣ ପ୍ରଥମ ଦିନରେ ଆପଙ୍କୁ ଏହାର ଫରକ ଦେଖାଯିବ । ଏହି ଉପାୟକୁ ଦୁଇ ରୁ ତିନି ସପ୍ତାହ ପର୍ଯ୍ୟନ୍ତ ସବୁ ଦିନ ରାତିରେ ବ୍ୟବହାର କରି ଦେଖନ୍ତୁ, ଆପଣଙ୍କ ଦାନ୍ତ କ୍ଷୀର ପରି ଧଳା ଓ ମଝବୁତ ହୋଇଯିବ । ଆମର ଏହି ଟିପ୍ସ ଭଲ ଲାଗିଥିଲେ ସେଆର କରନ୍ତୁ ଅନ୍ୟମାନଙ୍କ ସହିତ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ ।ଧନ୍ୟବାଦ

Leave a Reply

Your email address will not be published. Required fields are marked *