କୋଟି କୋଟି ଟଙ୍କା କମାଇବା ପରେ ମଧ୍ୟ ଲୁଚି-ଛପି ରାସ୍ତା କଡରେ ଚା’ ପିଉଥିଲେ ସୁଶାନ୍ତ, ଦେଖନ୍ତୁ ଭିଡିଓ

ସୁଶାନ୍ତ ସିଂହ ରାଜପୁତ ଜଣେ ବଲିଉଡର ଲୋକପ୍ରିୟ ଅଭିନେତା ଥିଲେ । ତାଙ୍କର ମୃତ୍ୟୁ ପରେ ତାଙ୍କର ବହୁତ ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସୁଶାନ୍ତଙ୍କ ଫ୍ୟାନ୍ସ ମାନେ ତାଙ୍କର ଭିଡିଓ ଓ ଫଟୋ ଗୁଡିକୁ ସୋସିଆଲ ମିଡିଆରେ ଭାଇରାଲ କରୁଛନ୍ତି । ସୁଶାନ୍ତଙ୍କର ଏକ ଭିଡିଓ ବର୍ତ୍ତମାନ ବହୁତ ମାତ୍ରାରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଲୋକମାନେ ତାଙ୍କର ଏହି ଭିଡିଓକୁ ବହୁତ ମାତ୍ରାରେ ଭାଇରାଲ କରୁଛନ୍ତି । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ଚାହା ପିଇବା ପାଇଁ ଲୋକାଲ ଦୋକାନକୁ ଯାଇଥିଲେ ସୁଶାନ୍ତ

ଆଜି ଆମେ ଆପଣଙ୍କୁ ଏପରି ଏକ ଭିଡିଓ ଦେଖାଇବୁ, ଯାହାକୁ ଦେଖିବା ପରେ ଆପଣମାନେ ସୁଶାନ୍ତଙ୍କ ବିଷୟରେ ଅଧିକ ଜାଣିପାରିବେ । ଏହି କିଛି ଦିନ ହେବ ସୁଶାନ୍ତଙ୍କର ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି । ଲୋକମାନେ ଏହି ଭିଡିଓକୁ ବହୁତ ପସନ୍ଦ କରୁଛନ୍ତି । ଏହି ଭିଡିଓଟି ହେଉଛି ଶୀତ ଋତୁର । ଏହି ଭିଡିଓରେ ସୁଶାନ୍ତ ରାସ୍ତା କଡରେ ଏକ ଛୋଟ ଚା’ ଦୋକାନରେ ଚା’ର ଆନନ୍ଦ ନେଉଛନ୍ତି ।


ଏହି ଭିଡିଓରେ ସୁଶାନ୍ତ ବ୍ଲାକ ରଙ୍ଗର ସ୍ପୋର୍ଟ୍ସ ଡ୍ରେସ ପିନ୍ଧି ଛନ୍ତି । ଏହି ଭିଡିଓରେ ତାଙ୍କ ଚେହେରା କ୍ୟାପରେ ଲୁଚିକି ରହିଥିଲା ହେଲେ ସୁଶାନ୍ତ କ୍ୟାମେରାରେ ନିଜ ଚେହେରା କିଛି ସମୟ ପାଇଁ ଦେଖାଇ ପୁଣି ଲୁଚାଇ ଦେଇଥିଲେ । କାରଣ ତାଙ୍କୁ ଯେମିତି କେହି ଚିହ୍ନି ନ ପାରିବେ । ଷ୍ଟାର ମାନଙ୍କ ସହ ଏହି ସମସ୍ୟା ହୋଇଥାଏ ଯେ, ସେମାନେ କୌଣସି ସ୍ଥାନରେ ନିଜ ଚେହେରା ସହ ସଠିକ ଆନନ୍ଦ ନେଇପାରନ୍ତି ନାହିଁ । ତେଣୁ ସେମାନେ ନିଜ ଚେହେରାକୁ ସବୁବେଳେ ଲୁଚାଇ ଥାନ୍ତି ।

ଷ୍ଟାର ହେବା ପରେ କଳାକାର ମାନଙ୍କ ମନରେ ଗର୍ବ ଓ ଅହଙ୍କାର ଆସିଯାଇଥାଏ, ଯାହାଫଳରେ ସେମାନେ କେବଳ ଷ୍ଟାର ହୋଟେଲରେ ଯାଇ ଚା’ ବା କଫି ପିଇଥାନ୍ତି । ହେଲେ ସୁଶାନ୍ତ ସେମିତି ନଥିଲେ । କୋଟି କୋଟି ଟଙ୍କାର ମାଲିକ ହୋଇ ମଧ୍ୟ ସୁଶାନ୍ତ ରାସ୍ତା କଡରେ ଏକ ଛୋଟ ଚା’ ଦୋକାନରେ ଚା’ର ମଜା ନେଉଛନ୍ତି ଏହି ଭିଡିଓରେ । ସୁଶାନ୍ତଙ୍କ ଫ୍ୟାନ୍ସ ମାନଙ୍କୁ ଏହି ଭିଡିଓ ବହୁତ ପସନ୍ଦ ଆସିଛି ।

ସୁଶାନ୍ତ ନିଜର ସମସ୍ତ ଭିଡିଓରେ ସବୁବେଳେ ହସୁ ଥିବାର ନଜର ଆସିଛନ୍ତି । ହେଲେ ଦୁଃଖର କଥା ଏହା ହେଉଛି ଯେ, ସବୁବେଳେ ହସୁଥିବା ମଣିଷ ବର୍ତ୍ତମାନ ଏହି ଦୁନିଆରେ ନାହିଁ । ସୁଶାନ୍ତଙ୍କର ଏହି ଭିଡିଓକୁ ଦେଖି ତାଙ୍କ ଫ୍ୟାନ୍ସ ମାନେ ଦୁଃଖ ଅନୁଭବ ମଧ୍ୟ କରିଛନ୍ତି । ସୋସିଆଲ ମିଡିଆରେ ଏହି ଭିଡିଓକୁ ବହୁତ ମାତ୍ରାରେ ସେୟାର କରା ଯାଉଛି ।


ସୁଶାନ୍ତ ଏକ ଲୋକପ୍ରିୟ ଅଭିନେତା ହେବା ସହ ଜଣେ ବହୁତ ଭଲ ମଣିଷ ଥିଲେ । ସେ ନିଜ କଷ୍ଟ ଓ ସଂଘର୍ଷରେ ଏହି ସଫଳତାକୁ ହାସିଲ କରିଥିଲେ ହେଲେ ବଲିଉଡରେ ହେଉଥିବା ନେପୋଟିସିମ ପାଇଁ ସୁଶାନ୍ତ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ ହେଇଥିଲେ । ସୁଶାନ୍ତଙ୍କ ଫ୍ୟାନ୍ସ ମାନେ ସୁଶାନ୍ତଙ୍କୁ ନ୍ୟାୟ ଦେବା ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ଚେଷ୍ଟା କରୁଛନ୍ତି । ସେଥିପାଇଁ ସେମାନେ ସୁଶାନ୍ତଙ୍କର ଏହି ସବୁ ଭିଡିଓ ଓ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରୁଛନ୍ତି ।

ବନ୍ଧୁଗଣ ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ ଆଉ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *