” ସେ କହିଲେ ମୁଁ ଗୋଡ ଧରିବି, ତାଙ୍କ ହାତରୁ ଚାପୁଡା ଖାଇବାକୁ ବି ରାଜି, କିନ୍ତୁ ମତେ ବଦନାମ କରନ୍ତୁନି….

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ” ସେ କହିଲେ ମୁଁ ଗୋଡ ଧରିବି , ତାଙ୍କ ହାତରୁ ଚାପୁଡା ଖାଇବାକୁ ବି ରାଜି , କିନ୍ତୁ ମତେ ବଦନାମ କରନ୍ତୁନି ” ସସ୍ମିତା । ରାହୁଲ ଓ ସସ୍ମିତାଙ୍କ ମଧ୍ୟରେ ଯେଉଁ ଫାଟ ପଡିଛି ତାହାକୁ ଦୂର କରିବା ପାଇଁ ସସ୍ମିତା ଇଛା କରୁଥିବା କଥା କହିଛନ୍ତି । ଏହା ଛଡା ସସ୍ମିତା କହୁଛନ୍ତି କି  ମୁଁ ଗୋଡ ଧରିବି ଓ  ଚାପୁଡାଖାଇବାକୁ ବି ରାଜି କିନ୍ତୁ ରାହୁଲ ଭାଇଙ୍କ ସହ କଥାହେବି ।

ଆପଣ ଯଦି ଚାହୁଛନ୍ତି କି ମୁଁ ଭିକ ମାଗେ ପୂର୍ବ  ସ୍ଥିତିକୁ ନେଉଟି ଯାଏ । ତେବେ ମୁଁ ନିଶ୍ଚିତ ଗୀତ ଗାଇବା ଛାଡିଦେବି କିନ୍ତୁ ମୁଁ ଏସବୁ କଥା ସହିପାରୁନି । ମୁଁ କେବେ ଏମିତି କହିନି କି ରାହୁଲ ଭାଇ ମୋତେ ଧୋକା ଦେଇଛନ୍ତି ବୋଲି । କାରଣ ସେ ହିଁ ଥିଲେ ଯିଏ କି ମୋଟେ ସହଯୋଗ କରି ଆଗକୁ ଯିବାର ସାହସ ଦେଉଥିଲେ । ସୋସିଆଲ ମିଡିଆରେ ଯେଉଁ ରେକର୍ଡିଂ କଥା ଲୋକେ କହୁଛନ୍ତି ତାହା ମୋହର ନୁହେଁ ମୁଁ ଭାଇଙ୍କ ନାଁ ରେ ଏମିତି କିଛି କହିନି ।

ମୁଁ ବହୁତ ଥର ରାହୁଲ ଭାଇଙ୍କ ସହ କଥା ହେବାର ଚେଷ୍ଟା କରିଥିଲି ମାତ୍ର ସେ ଫୋନ ଉଠାଇଲେ ନାହିଁ । ମୁ କିନ୍ତୁ ରାହୁଲ ଭାଇଙ୍କ ସହ କଥା ହେବାକୁ ଇଛା କରୁଛି ଏବଂ କହିବି କି ଭାଇ ମୋର ଭୁଲ ହେଇଗଲା ମତେ କ୍ଷମା କରିଦିଅ । ସସ୍ମିତାଙ୍କ ସହ ଥିବା ବାବୁ ଭାଇ ମଧ୍ୟ କହୁଛନ୍ତି ରାହୁଲ ତମେ ଫେରି ଆସ ସସ୍ମିତା ଦ୍ଵାରା ଅଜାଣତା ରେ ଭୁଲ ହୋଇଛି ସେ ବହୁତ ଦୁଃଖିତ ଆପଣଙ୍କ ବହୁତ ବଡ ହୃଦୟ  ଥରେ ଆସ ।

ଆପଣତ ସସ୍ମିତାଙ୍କ ଝିଅକୁ ଗେଲ କର ତେଣୁ ସେହି କୁନି ଝିଅ ପାଇଁ ଆସ । କାରଣ ସସ୍ମିତା ବହୁତ ଦୁଃଖିତ ଏବଂ ସେ ଗୀତ ମଧ୍ୟ ଗାଇପାରୁନାହାଁନ୍ତି ଓ କହୁଛନ୍ତି ମୁଁ ଆଉ  ଗାଇପାରିବିନି । କାରଣ ଯଦି ମନ ଓ ମସ୍ତିସ୍କରେ ଏତେ ସବୁ ବିଷୟ ଘୁରି ବୁଲିବ ତେବେ ଗୀତ ଗାଇବା ଅସମ୍ଭବ ।

Leave a Reply

Your email address will not be published. Required fields are marked *