ଦେଖନ୍ତୁ Real life ରେ କିପରି ଦେଖା ଯାଆନ୍ତି ସିରିଏଲ ‘ବନ୍ଧନ ଏ ଜନ୍ମ ଜନ୍ମର’ ର କଳାକାର ମାନେ ?

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ପ୍ରାୟତଃ ଲୋକମାନେ ସିନେମା ପାଇଁ ବହୁତ ପାଗଳ ଥାଆନ୍ତି ସେମାନେ ନିଜ ନିଜ ମନ ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ମାନଙ୍କ ସିନେମା ଦେଖିବା ପାଇଁ ବହୁତ ଅପେକ୍ଷା ମଧ୍ୟ କରିଥାନ୍ତି । ବଲିଉଡ,ହଲିଉଡ଼, ଟଲିଉଡ଼ ଏବଂ ଓଲିଉଡ ସବୁ ଭାଷା ଭାଷୀ ର ସିନେମା ପାଇଁ ସମାନ ପ୍ରତିଶତ ର କ୍ରେଜ ଦେଖିବାକୁ ମିଳିଥାଏ । ତେବେ ଓଲିଉଡ ଜଗତରେ ନିଜ ମନ ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ଙ୍କ ସିନେମା ଦେଖି ବାକୁ ଲୋକମାନେ କେବେବି ଭୁଲନ୍ତି ନାହିଁ।

ସେହି ପରି ନିଜ ମନ ପସନ୍ଦ ର ଧାରାବାହିକ ଗୁଡ଼ିକ ଏବଂ ଅଭିନେତା ଏବଂ ଅଭିନେତ୍ରୀ ମାନଂକୁ ମଧ୍ୟ ଦେଖିବାକୁ ଭୁଲନ୍ତି ନାହିଁ । ତାଛଡା ସେମାନଙ୍କ ର ବାସ୍ତବ ଜୀଵନ ବିଷୟରେ ମଧ୍ୟ ତାଙ୍କୁ ସବୁ ଜାଣିବା ପାଇଁ ସେମାନେ ଇଛୁକ ରହିଥାନ୍ତି । ତେବେ ଆପଣ ମାନେ ପ୍ରସାରିତ ହେଉଥିବା ଧାରାବାହିକ ବନ୍ଧନ ଏ ଜନ୍ମ ଜନ୍ମର କୁ ନିଶ୍ଚିତ ଦେଖୁଥିବେ ତେବେ ଏହି ଧାରାବାହିକ ଟି ଆରମ୍ଭ ରୁ ହିଁ ଲୋକପ୍ରିୟ ହୋଇ ପାରିଛି ।

ତେବେ ଏହି ସିରିଏଲର କାହାଣୀଟି ଭଲ ହେବା ସହ ସିରିଏଲରେ ଅଭିନୟ କରୁଥିବା ସମସ୍ତ କଳାକାର ମାନେ ବହୁତ ସୁନ୍ଦର ଅଭିନୟ ପଦର୍ଶନ କରିଛନ୍ତି । ତେବେ ଆସନ୍ତୁ ଆଜି ଆମେ ସେହି ଧାରାବାହିକ ରେ ଅଭିନୟ କରୁଥିବା କଳାକାର ମାନେ ନିଜ ରିୟଲ ଲାଇଫ ରେ କିପରି ଦେଖା ରିଥିଲେ ତେବେ ସେ ରିଲ ରେ ଯେତିକି ସୁନ୍ଦର ରିୟଲ ଲାଇଫ ରେ ମଧ୍ୟ ସେତିକି ସୁନ୍ଦର । ୧- ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଗଜରା ଆପଣ ମାନେ ସମସ୍ତେ ଗଜରାଙ୍କ ଜବରଦସ୍ତ ଅଭିନୟ ନିଶ୍ଚୟ ଦେଖିଥିବେ । ତେବେ ରିଅଲ ଲାଇଫରେ ଗଜରା ବହୁତ ସୁନ୍ଦର ଓ ଷ୍ଟାଇଲିସ ନଜର ଆସନ୍ତି ।


୨- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ମନ୍ଦିରା । ଆପଣ ମାନେ ସମସ୍ତେ ମନ୍ଦିରାଙ୍କ ସୁନ୍ଦର ଅଭିନୟ ଏହି ସିରିଏଲରେ ନିଶ୍ଚୟ ଦେଖିଥିବେ । ମନ୍ଦିରା ରିଅଲ ଲାଇଫରେ ବହୁତ ହଟ୍ ନଜର ଆସନ୍ତି । ତେବେ ସେ ଅନେକ ଧାରାବାହିକ ରେ ମଧ୍ୟ ନଜର ଆସିଛନ୍ତି ।


୩- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ରାଜେଶ୍ଵରୀ । ରାଜେଶ୍ଵରୀ ଏହି ସିରିଏଲରେ ଅଭିନୟ କରି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ରାଜେଶ୍ଵରୀ ରିଅଲ ଲାଇଫରେ ବହୁତ ସୁନ୍ଦର ଓ ସିମ୍ପଲ ନଜର ଆସନ୍ତି । ସେ ମଧ୍ୟ ଅନେକ ଧରାବାହିକ ରେ ନଜର ମଧ୍ୟ ଆସନ୍ତି ।

୪- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ରାନୀ ମା । ଆପଣ ମାନେ ସମସ୍ତେ ରାନୀ ମାଙ୍କ ଜବରଦସ୍ତ ଅଭିନୟ ତ ନିଶ୍ଚୟ ଦେଖିଥିବେ । ରାନୀ ମା ଅସଲ ଜୀବନରେ ବହୁତ ସିମ୍ପଲ ନଜର ଆସନ୍ତି । ସେ ଧାରାବାହିକ ସହ ଅନେକ ସିନେମା ରେ ମଧ୍ୟ କାମ କରିଛନ୍ତି ।


୫- ତେବେ ଆମ ଲିଷ୍ଟର ପଞ୍ଚମ ସ୍ଥାନରେ ଅଛନ୍ତି ବିକ୍ରମ । ବିକ୍ରମ ଏହି ସିରିଏଲରେ ଅଭିନୟ କରି ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ସଫଳତା ପାଇଛନ୍ତି । ତେବେ ରିଅଲ ଲାଇଫରେ ବିକ୍ରମ ବହୁତ ଷ୍ଟାଇଲିସ ନଜର ଆସନ୍ତି ।


୬- ତେବେ ବନ୍ଧୁଗଣ ଆମ ଲିଷ୍ଟର ଷଷ୍ଠ ସ୍ଥାନରେ ଅଛନ୍ତି ନୟନା । ନୟନାଙ୍କ ଜବରଦସ୍ତ ଅଭିନୟ ତ ଆପଣ ମାନେ ନିଶ୍ଚୟ ଦେଖିଥିବେ । ନୟନା ରିଅଲ ଲାଇଫରେ ବହୁତ ସୁନ୍ଦର ନଜର ଆସନ୍ତି ।


୭- ତେବେ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ରାଜବିର । ରାଜବିର ଅତି କମ ବର୍ଷରେ ଏହି ସିରିଏଲରେ ଅଭିନୟ କରି ସଫଳତା ପାଇଛନ୍ତି । ରାଜବିର ରିଅଲ ଲାଇଫରେ ବହୁତ ଷ୍ଟାଇଲିସ ଓ ହ୍ୟାଣ୍ଡସମ ନଜର ଆସନ୍ତି ।

Leave a Reply

Your email address will not be published. Required fields are marked *