ବନ୍ଧୁଗଣ ସମଗ୍ର ଭାରତ ବର୍ଷରେ ଆଇଏଏସର ପରୀକ୍ଷା ହେଉଛି ସବୁଠାରୁ କଠିନ । ଏହି ପରୀକ୍ଷା ପାଇଁ ଲକ୍ଷ ଲକ୍ଷ ଲୋକ କଷ୍ଟ କରିଥାନ୍ତି । ହେଲେ ବହୁତ କମ ଲୋକ ଏହି ପରୀକ୍ଷା ପାସ କରି ପାରନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଆଇଏଏସ ଇଣ୍ଟରଭ୍ୟୁରେ ପଚରା ହେଉଥିବା କିଛି କଠିନ ପ୍ରଶ୍ନ ବିଷୟରେ କହିବୁ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଆଇଏଏସର ଏହି କଠିନ ପ୍ରଶ୍ନ ଓ ଏହାର ଉତ୍ତର ବିଷୟରେ । ବନ୍ଧୁଗଣ ଏହି ପରୀକ୍ଷା କେବଳ ମଣିଷର ସହନ ଶୀଳତା ଏବଂ ସ୍ଵଭାବକୁ ପରୀକ୍ଷା କରାଯାଇଥାଏ ।
ପ୍ରଶ୍ନ – 1
ଦୌଡି ଗଲି ଦୌଡି ଗଲି ନନା ଭାଇ ଘର ବିଲକୁ
ଗାମୁଛା କାନୀରେ ବାନ୍ଧି ଆଣିଲି ଧୋବ ଫର ଫର ଫୁଲକୁ ?
ଉତ୍ତର – ଛତୁ
ପ୍ରଶ୍ନ – 2
ଭାରତରେ ସବୁଠାରୁ ଅଧିକ ବ୍ୟବହାର ହେଉଥିବା ଖାଦ୍ଯ ସାମଗ୍ରୀ ର ନାମ କଣ ?
ଉତ୍ତର – ଚାଉଳ
ପ୍ରଶ୍ନ – 3
ଫୁଟବଲ କେଉଁ ଦେଶର ଜାତୀୟ ଖେଳ ?
ଉତ୍ତର – ଫ୍ରାନ୍ସ ଏବଂ ବ୍ରାଜିଲ
ପ୍ରଶ୍ନ – 4
ତାହା କେଉଁ ବ୍ୟାଗ ଯାହା ଓଦା ହେବା ପରେ କାମରେ ଆସିଥାଏ ?
ଉତ୍ତର – ଟି ବ୍ୟାଗ
ପ୍ରଶ୍ନ – 5
ଭାରତରା ପ୍ରଥମ IPS ମହିଳାଙ୍କ ନାମ କଣ ?
ଉତ୍ତର – କିରଣ ବେଦି
ପ୍ରଶ୍ନ – 6
ସେ କେଉଁ ଜୀବ ଯିଏ ମାତ୍ର ଗୋଟିଏ ଦିନରେ ମାତ୍ର 16 ମିନିଟ ଆରାମ କରିଥାଏ ?
ଉତ୍ତର- ପିମ୍ପୁଡି
ପ୍ରଶ୍ନ – 7
ରାଷ୍ଟ୍ରୀୟ ଗୀତ ଗାନ କରିବାକୁ କେତେ ସମୟ ଲାଗିଥାଏ ?
52 ସେକେଣ୍ଡ
ପ୍ରଶ୍ନ – 8
ସେ କିଏ ଯିଏ ଆଲୋକ ସାଙ୍ଗରେ ଅଛି କିନ୍ତୁ ଅନ୍ଧାର ସାଙ୍ଗରେ ନାହିଁ ?
ଉତ୍ତର – ଛାଇ
ପ୍ରଶ୍ନ – 9
ଦୁଇ ଜଣ ପିଲା ଏକା ସାଙ୍ଗରେ ଜନ୍ମ ନେଲେ କିନ୍ତୁ ସେମାନଙ୍କ ଜନ୍ମ ଦିନ ଅଲଗା ଅଲଗା ଦିନରେ କେମିତି ?
ଉତ୍ତର- ଅଲଗା ଅଲଗା ଟାଇମ ଜୋନ ରେ ଜନ୍ମ ହୋଇଥିବାରୁ ସେମାନଙ୍କ ଜନ୍ମ ଅଲଗା ଅଲଗା ଦିନରେ ପଡୁଛି ।
ପ୍ରଶ୍ନ-10
ବ୍ରିଟିଶ ଲୋକମାନେ ଭାରତରେ ନିଜ ପ୍ରଥମ ଫ୍ୟାକ୍ଟରୀ କେଉଁଠି ଖୋଲିଥିଲେ ?
ଉତ୍ତର- ସୁରଟରେ
ପ୍ରଶ୍ନ-11
କୁହନ୍ତୁ ଦେଖି ଗୋଟିଏ ହାତୀ ପାଣିରେ ପଡିଗଲା ତ ଏବେ ସେ କେମିତି ବାହାରିବ ?
ଉତ୍ତର – ଓଦା ହୋଇ
ପ୍ରଶ୍ନ-12
ଉଡାଜାହାଜ ବାୟୁମଣ୍ଡଳରେ କେଉଁ ସ୍ତରରେ ଉଡା ଯାଇଥାଏ ?
ଉତ୍ତର- ସମତାପ ମଣ୍ଡଳରେ
ପ୍ରଶ୍ନ-13
ସୂର୍ଯ୍ୟ କିରଣରେ କଣ ଦେଖାଯାଏ ନାହିଁ ?
ଉତ୍ତର – ଅନ୍ଧାର
ପ୍ରଶ୍ନ – 14
ମୋ ମା ଏକ କୁକୁର ମୋ ବାପା ଏକ କଦଳୀ ତା ହେଲେ ମୁଁ କିଏ ?
ଉତ୍ତର – Chewing Dog
ପ୍ରଶ୍ନ – 15
ଭାରତର ଜାତୀୟ ଫଳର ନାମ କଣ ?
ଉତ୍ତର – ଆମ୍ବ
ଆପଣମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ଶେୟାର କରନ୍ତୁ ଓ ନୀତିଦିନ ଏହିଭଳି ସୁନ୍ଦର ସୁନ୍ଦର ଜ୍ଞାନ ବର୍ଦ୍ଧକ ପୋସ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ