ମୋ ବାପାଙ୍କୁ ବାହାହୋଇ ମୁଁ ବହୁତ ଖୁସି ଅଛି ! ତାଙ୍କୁ ଛାଡି ରହିପାରିବି ନାହିଁ, ଝିଅ ଯାହା କହୁଛି ଶୁଣିଲା ପରେ ଆଶ୍ଚର୍ଯ୍ୟ ହେଇଯିବେ …

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ମୋ ବାପାଙ୍କୁ ବାହାହୋଇ ମୁଁ  ଭାରି ଖୁସିରେ ଅଛି । ତାଙ୍କୁ ଛାଡି ମୁଁ ଆଉ କୁଆଡେ ବି ଯିବାକୁ ଚାହୁଁନି । ହଁ ଦର୍ଶକବନ୍ଧୁ ଏହାକୁ ଶୁଣିଲା ପରେ ଆପଣ ବିଶ୍ଵାସ କରିପାରୁନଥିବେ ମାତ୍ର ଏହା ସତ୍ୟ । ବାପାଙ୍କୁ ବାହାହୋଇ ଝିଅ ନିଜ ବହୁତ ଖୁସି ଥିବା କଥା କହୁଛନ୍ତି ଯାହା ଏବେ ସୋସିଆଲ ମିଡିଆରେ ଜୋର ଧରିଛି , ଲୋକେ ଏହାକୁ ବିଶ୍ଵାସ କରିପାରୁନାହାଁନ୍ତି କାରଣ ବାପା ଝିଅକୁ ଜନ୍ମ ଦେଇଥାଏ ଏବଂ ନିଜ କାନ୍ଧରେ ବସାଇ ଦୁନିଆ ଦେଖାଇଥାଏ ।

ମାତ୍ର ଏହି ଦେଶରେ ଏଭଳି କିଛି ନିୟମ ରହିଛି ଯଥା ରାବିୟା ନାମଙ୍କ ଝିଅମାନେ ବାପାମା ‘ଙ୍କ ଚର୍ତୁର୍ଥ ସନ୍ତାନ ହୋଇଥାନ୍ତି ଏବଂ ବାପାଙ୍କୁ ବିବାହ କରିବାର ନିୟମ ଥାଏ । ତେବେ ଏଭଳି ଘଟଣା ଦେଖିବାକୁ ମିଳିଛି ପାକିସ୍ଥାନରେ ଜଣେ ସମ୍ବାଦିକା ଯାଇ ସେହି ଝିଅକୁ ପଚାରୁଛନ୍ତି ଆପଣ କଣ ବାପାଙ୍କ ଚର୍ତୁର୍ଥ ସନ୍ତାନ କି ଉତ୍ତରରେ ରାବିୟା କହୁଛନ୍ତି।

ମୁଁ ଶୁଣିଥିଲେ କି ରାବିୟା ନାଁ ଥିବା ଝିଅମାନେ ବାପାଙ୍କର ଚର୍ତୁର୍ଥ ପତ୍ନୀ  ହୋଇଥାନ୍ତି କିନ୍ତୁ ମୁଁ ମୋ ବାପାମାଆଙ୍କର ଦ୍ଵିତୀୟ ସନ୍ତାନ ତେଣୁ ମୁଁ ମୋ ବାପାଙ୍କୁ ବିବାହ କରି ତାଙ୍କର ଚତୁଥସ୍ତ୍ରୀ ହୋଇଛି । ତେବେ ବାପା ତା ଝିଅକୁ ବାହାହେବାକୁ ଲୋକେ ନାପସନ୍ଦ କରୁଥିବା ବେଳେ ଏହି ବିବାହରେ ଝିଅତି ଖୁସିଥିବା ଦେଖିବାକୁ ମିଳୁଛି ।

ରାବିୟାଙ୍କ କହିବା ଅନୁସାରେ ସେ ତାଙ୍କ ବାପାଙ୍କୁ ବିବାହ କରି ବହୁତ ଖୁସି ଅଛନ୍ତି ଏବଂ ତାଙ୍କୁ ଛାଡି ସେ କୁଆଡେ ଯିବେନି । କାରଣ ସେ ତାଙ୍କୁ ବହୁତ ଭଲ ପାଆନ୍ତି ତେବେ କେତେକ ଲୋକେ କହୁଛନ୍ତି କି ବିଡିଓକୁ ଲୋକେ ଭୁଲ ବୁଝିଛନ୍ତି ମହିଳା ଜଣଙ୍କ ବାପାଙ୍କ ଦ୍ଵିତୀୟ ସନ୍ତାନ ଓ ସ୍ଵାମୀଙ୍କ ଚର୍ତୁର୍ଥ ପତ୍ନୀ କହୁଥିବା କଥା କହୁଛନ୍ତି । ଭିଡିଓ ରେ ଯୋଗାଯୋଗ ଆରବୀ ଭାଷାରେ ହୋଇଥିବା କାରଣରୁ ଏହାର ପ୍ରକୃତ ଅର୍ଥ ବୁଝିହେଉନି ।

ମାତ୍ର ସେହି ଦେଶରେ ଏଭଳି ଘଟିବା ସମ୍ଭବ ହୋଇପାରେ ବୋଲି ଲୋକେ କହୁଛନ୍ତି । ତେବେ ଆପଣମାନେ କଣ ଭାବୁଛନ୍ତି ଏହା ସତ୍ୟ ହୋଇପାରେ ନା  ନୁହେଁ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ ,ଶେୟାର କରିବାକୁ ଭୁଲିବେ ନାହିଁ ।

Leave a Reply

Your email address will not be published. Required fields are marked *