ପ୍ରଥମଥର ଦେଖନ୍ତୁ ରାଧିକା (Mitali Sargharia) ଙ୍କ ଫ୍ୟାମିଲି ଆଲବମ, ଆଗରୁ କେବେ ବି ଦେଖି ନଥିବେ

ଫ୍ରେଣ୍ଡ୍ସ ଆପଣ ମାନେ ପ୍ରତ୍ଯେକ ଦିନ ନୂଆ ବୋହୁ ସିରିଏଲ କୁ ନିଶ୍ଚିତ ଭାବରେ ଦେଖୁଥିବେ । ଏହି ସିରିଏଲ ଟି ଖୁବ କମ ଦିନ ମଧ୍ୟରେ ଦର୍ଶକ ମାନଙ୍କ ମଧ୍ୟରେ ବହୁତ ଲୋକପ୍ରିୟତା ହାସଲ କରିଛି । ଏହା ପଚରା କାରଣ କେବଳ ଏଥିରେ ଅଭିନୟ କରୁଥିବା କଳାକାର ମାନଙ୍କ ଦମଦାର ଅଭିନୟ । ଯେଉଁମାନେ ନିଜ ସୁନ୍ଦର ଅଭିନୟ ଦ୍ଵାରା ସମସ୍ତ ଚରିତ୍ରକୁ ଜୀବନ୍ତ କରାଇ ଦେଇଛନ୍ତି । ଯାହା ପାଇଁ ଏହି ସିରିଏଲ ଟି ଆଜି ଓଡିଶାରେ ଘରେ ଘରେ ଲୋକପ୍ରିୟ ହୋଇ ପାରିଛି ଓ ସେହି କଳାକାର ମାନେ ମଧ୍ୟ ଓଡିଶା ବାସୀଙ୍କ ମନକୁ କିଣି ପାରିଛନ୍ତି ଆଜି ଆମେ ଆପଣଙ୍କୁ ଏହି ସିରିଏଲ ର ଏକ କଳାକାରଙ୍କ ରିଅଲ ଲାଇଫ ବିଷୟରେ କହିବାକୁ ଯାଉଛୁ । ତେବେ ଚାଳନ୍ତୁ ଜାଣିବା ।

ନୂଆ ବୋହୁ ସିରିଏଲ ରେ ରାଧିକାଙ୍କୁ ତ ଆପଣ ବେଶ ଭଲ ଭାବରେ ଜାଣିଥିବେ । କିନ୍ତୁ କଣ ଆପଣ ରାଧିକା ଙ୍କ ପରିବାର ଓ ଜୀବନୀ ବିଷୟରେ କିଛି ଜାଣିଛନ୍ତି କି ଯଦି ଜାଣି ନାହାନ୍ତି ତେବେ ଏହାକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢନ୍ତୁ ।

ତେବେ ଫ୍ରେଣ୍ଡ୍ସ ଆପଣ ମାନେ ନୂଆ ବୋହୁ ସିରିଏଲ ରେ ଅଭିନୟ କରୁଥିବା ରାଧିକାଙ୍କୁ ଭଲ ଭାବରେ ଜାଣିଛନ୍ତି ଓ ତାଙ୍କର ସୁନ୍ଦର ଆକଟିଂ କୁ ବି ନିଶ୍ଚିତ ଭାବରେ ଦେଖିଥିବେ । ତାଙ୍କର ଏହି ସୁନ୍ଦର ଅଭିନୟ ପାଇଁ ସେ ଲୋକମାନଙ୍କ ମନରେ ଏକ ଅଲଗା ପ୍ରକାରର ସ୍ଥାନ ବନାଇ ପାରିଛନ୍ତି ।

ରାଧିକାଙ୍କ ପ୍ରକୃତ ନାମ ହେଉଛି ମିତାଲି ସରଘରିଆ । ରାଧିକାଙ୍କ ଜବରଦସ୍ତ ଆକଟିଂ ପାଇଁ ନୂଆ ବୋହୁ ସିରିଏଲ ଟି ମଧ୍ୟ ଲୋକପ୍ରିୟ ହୋଇ ପାରିଛି । ରାଧିକା ତାଙ୍କ ଅଭିନୟ ର ଯାଦୁରେ ଖୁବ କମ ସମୟ ମଧ୍ୟରେ ଲୋକ ମାନଙ୍କ ମନକୁ ଜିଣି ପାରିଛନ୍ତି ।

ରାଧିକାଙ୍କ ଘର ହେଉଛି ବାଲେଶ୍ଵର କିନ୍ତୁ ସେ ବର୍ତ୍ତମାନ ତାଙ୍କ ପରିବାର ସହ ଭୁବନେଶ୍ବରରେ ରହୁଛନ୍ତି । ତାଙ୍କ ପରିବାରରେ ତାଙ୍କ ମା ବାପା ଓ ତାଙ୍କର ଭାଇ ଭଉଣୀ ଅଛନ୍ତି । ରାଧିକାଙ୍କୁ ବର୍ତ୍ତମାନ ବୟସ ହେଉଛି 23 ବର୍ଷ । ସେ ଅଭିନୟ ସହ ତାଙ୍କ ପାଠ ପଢାକୁ ବି ଜାରି ରଖିଛନ୍ତି ।

ରାଧିକା ଅଭିନୟ ସହ ବହୁତ ଭଲ ଡ୍ୟାନ୍ସ ବି କରନ୍ତି । ତେବେ ଫ୍ରେଣ୍ଡ୍ସ ଆପଣ ମାନଙ୍କୁ ନୂଆ ବୋହୁ ସିରିଏଲ ରେ ଅଭିନୟ କରୁଥିବା ରାଧିକାଙ୍କ ଆକଟିଂ କେମିତି ଲାଗେ ଆମକୁ କମେନ୍ଟ ମାଧ୍ୟମରେ ନିଶ୍ଚିତ ଭାବରେ ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆଆ ପେଜକୁ ଲାଇକ କରିବାକୁ ଭୁଲାନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *