Bollywood ର ଏହି 4 ଜଣ ଷ୍ଟାର କିଡ୍ସ ଭଲ ପାଇ ବସିଲେ ଗୋଟିଏ ହିଁ ଝିଅକୁ, 2 ନମ୍ବର ତ ତାଙ୍କର ସ୍କୁଲ ଲାଇଫ ଫ୍ରେଣ୍ଡ

ବନ୍ଧୁଗଣ ବର୍ତ୍ତମାନ ବଲିଉଡରେ ଷ୍ଟାରକିଡ୍ସ ମାନେ ବହୁତ ଚର୍ଚାରେ ରହୁଛନ୍ତି । ସେହି ଷ୍ଟାରକିଡ୍ସ ମାନେ ହେଉଛନ୍ତି ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନ, ସେଫ ଅଲି ଖାନଙ୍କ ପୁଅ ଅଲି ଆବ୍ରାହିମ, ସୁନିଲ ସେଟିଙ୍କ ପୁଅ ଆହାନ ସେଟି ଓ ଅକ୍ଷୟ କୁମାରଙ୍କ ପୁଅ ଆରଭ ଖାନ । ଏହି ଷ୍ଟାରକିଡ୍ସ ମାନେ ଲୁକ୍ସ ଓ ଷ୍ଟାଇଲରେ ପରସ୍ପର ଠାରୁ ଭିନ୍ନ ଅଟନ୍ତି । ହେଲେ ଏହି ଚାରି ଜଣ ଷ୍ଟାରକିଡ୍ସଙ୍କ ପସନ୍ଦ ହେଉଛନ୍ତି ଜଣେ ମହିଳା ଷ୍ଟାରକିଡ । ଆଜି ଆମେ ଆପଣ ମାନଙ୍କୁ ସେହି ଷ୍ଟାରକିଡଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ଷ୍ଟାରକିଡଙ୍କ ବିଷୟରେ ।

ବନ୍ଧୁଗଣ ବଲିଉଡର ଏହି ଷ୍ଟାରକିଡ ମାନେ କିଛି ନା କିଛି ବିଷୟ ପାଇଁ ଅଧିକାଂଶ ସମୟ ଲାଇମ ଲାଇଟରେ ରୁହନ୍ତି । ହେଲେ ଆର୍ୟନ ଖାନ, ଅଲି ଆବ୍ରାହିମ, ଆହାନ ସେଟି ଓ ଆରବ ଖାନ ଯେଉଁ ମହିଳା ଷ୍ଟାରକିଡଙ୍କୁ ପସନ୍ଦ କରୁଛନ୍ତି ସେ ଆଉ କେହି ନୁହେଁ ସେ ହେଉଛନ୍ତି ବଲିଉଡର ଦିଗଜ ଅଭିନେତା ଅଜୟ ଦେବଗନଙ୍କ ଝିଅ ନ୍ୟାସା ଦେବଗନ ।

ଆର୍ୟନ ଖାନ- ବନ୍ଧୁଗଣ ବଲିଉଡ ଇଣ୍ଡଷ୍ଟ୍ରିର ଦିଗଜ ଅଭିନେତା ଶାହରୁଖ ଖାନଙ୍କ ବଡ ପୁଅ ହେଉଛନ୍ତି ଆର୍ୟନ ଖାନ । ଆର୍ୟନ ଖାନ ନ୍ୟାସା ଦେବଗନଙ୍କୁ ବହୁତ ପସନ୍ଦ କରନ୍ତି । ନ୍ୟାସା ଓ ଆର୍ୟନଙ୍କ ସମ୍ପର୍କ ବହୁତ ନିବିଡ ମଧ୍ୟ ଅଛି । ଏହା ବ୍ଯତୀତ ଏହି ଦୁଇଜଣ ପରସ୍ପର ସହ ବହୁତ ଭଲ ସମୟ ଅତିବାହିତ ମଧ୍ୟ କରନ୍ତି ।

ଇବ୍ରାହିମ ଅଲି ଖାନ- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ବଲିଉଡର ଦିଗଜ ଅଭିନେତା ସେଫ ଅଲି ଖାନଙ୍କ ପୁଅ ଇବ୍ରାହିମ ଅଲି ଖାନ । ଇବ୍ରାହିମ ମଧ୍ୟ ନ୍ୟାସାଙ୍କୁ ବହୁତ ଅଧିକ ପସନ୍ଦ କରନ୍ତି । ଏହି ଦୁଇଜଣ ସ୍କୁଲ ସମୟରୁ ପରସ୍ପରକୁ ଜାଣିଛନ୍ତି ଓ ଏମାନଙ୍କ ମଧ୍ୟରେ ବହୁତ ଭଲ ସମ୍ପର୍କ ମଧ୍ୟ ଅଛି । କିଛି ସମୟ ପୂର୍ବରୁ ଏହି ଦୁଇଜଣଙ୍କର ଲିଙ୍କଅପର ଖବର ମଧ୍ୟ ସାମ୍ନାକୁ ଆସିଥିଲା ।

ଆହାନ ସେଟି- ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ବଲିଉଡର ଦିଗଜ ଅଭିନେତା ସୁନିଲ ସେଟିଙ୍କର ପୁଅ ଆହାନ ସେଟି । ଆହାନଙ୍କର ଲୁକ୍ ଓ ଷ୍ଟାଇଲକୁ ଲୋକମାନେ ବହୁତ ଅଧିକ ପସନ୍ଦ କରନ୍ତି । ଆହାନ ମଧ୍ୟ ନ୍ୟାସାଙ୍କୁ ବହୁତ ଅଧିକ ପସନ୍ଦ କରନ୍ତି । କାରଣ ଏହି ଦୁଇଜଣ ବହୁତ ଭଲ ବନ୍ଧୁ ଅଟନ୍ତି । ସେଥିପାଇଁ ଆହାନଙ୍କୁ ନ୍ୟାସା ସମସ୍ତ ପରିସ୍ଥିତିରେ ସହାୟତା କରନ୍ତି । ନ୍ୟାସାଙ୍କର ଏହି ଗୁଣ ପାଇଁ ଆହାନ ତାଙ୍କୁ ବହୁତ ପସନ୍ଦ ଓ ସମ୍ମାନ କରନ୍ତି ।

ଆରବ କୁମାର- ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡର ଖିଲାଡ଼ି ଅକ୍ଷୟ କୁମାରଙ୍କ ପୁଅ ଆରବ କୁମାର । ଆରବ ମଧ୍ୟ ନ୍ୟାସାଙ୍କୁ ବହୁତ ଅଧିକ ପସନ୍ଦ କରନ୍ତି । ଏହି ଦୁଇଜଣଙ୍କ ମଧ୍ୟରେ ବହୁତ ଭଲ ସମ୍ପର୍କ ଅଛି । ଆରବ କୁମାର ସବୁବେଳେ ନ୍ୟାସାଙ୍କର ପ୍ରଶଂସା କରନ୍ତି ଓ ଏହା ମଧ୍ୟ ଖବର ଆସିଥିଲା ଯେ, ଆରବ କୁମାର ବହୁତ ସମୟ ହେବ ନ୍ୟାସାଙ୍କୁ ଡେଟ କରୁଥିଲେ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରନ୍ତୁ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *