୪୩ ବର୍ଷୀୟ Mika Singh ଏହି ସୁନ୍ଦରୀ ସିଙ୍ଗରଙ୍କୁ ବିବାହ ପାଇଁ କରିଲେ ପ୍ରପୋଜ, ଦେଖନ୍ତୁ ଭାଇରାଲ ଭିଡିଓ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଗୀତ ଗାଉଥିବା ସମସ୍ତ ଗାୟିକ ମାନଙ୍କୁ ନିଶ୍ଚୟ ଜାଣିଥିବେ । ଏହି ସମସ୍ତ ଗାୟକ ମାନେ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରି ବଲିଉଡରେ ସଫଳତା ହାସଲ କରିଛନ୍ତି । ଏହି ଗାୟକ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଗୀତ ଗୁଡିକ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ଗାୟକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ କେତେକ ସୁପର ହିଟ ଗୀତ ଗାଈ ପ୍ରସିଦ୍ଧି ହାସଲ କରିଛନ୍ତି ।

ବନ୍ଧୁଗଣ ଏହି ଗାୟକ ଜଣକ ଆଉ କେହି ନୁହେଁ ସେ ହେଉଛନ୍ତି ମିକା ସିଂହ । ବନ୍ଧୁଗଣ ଆପଣ ମାନେ ସମସ୍ତେ ମିକାଙ୍କର କେତେକ ସୁପର ହିଟ  ଗୀତ ଗୁଡିକୁ ନିଶ୍ଚୟ ଶୁଣିଥିବେ । ମିକା ନିଜର ସୁନ୍ଦର ଆବାଜ ଦ୍ଵାରା ଲକ୍ଷ ଲକ୍ଷ ଲୋକଙ୍କ ମନକୁ ଜିତି ପାରିଛନ୍ତି ।

ବନ୍ଧୁଗଣ ଏହି କିଛି ସମୟ ହେବ ମିକାଙ୍କର ଏହି ଭିଡିଓ ଓ କିଛି ଫଟୋ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ଭିଡିଓଟି ହେଉଛି ‘ଇଣ୍ଡିଆନ ପ୍ରୋ ମ୍ୟୁଜିକ ଲିଗ’ର । ଏହି କିଛି ଦିନ ହେବ ମିକା ଏହି ସୋରେ ବହୁତ ବ୍ୟସ୍ତ ରହୁଛନ୍ତି କାରଣ ମିକା ଏହି ସୋରେ ଜଜ୍ ଅଛନ୍ତି । ଏହି ସୋର ଏକ ଏପିସୋଡରେ ମିକା ଗାୟିକା ଭୂମି ତ୍ରିବେଦୀଙ୍କୁ ଏମିତି କିଛି କହିଦେଲେ ଯେଉଁଥି ପାଇଁ ସେ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହୁଛନ୍ତି ।


ଏହି କିଛି ସମୟ ପୂର୍ବରୁ ମିକା ଗାୟିକା ଭୂମି ତ୍ରିବେଦୀଙ୍କୁ ‘ଇଣ୍ଡିଆନ ପ୍ରୋ ମ୍ୟୁଜିକ ଲିଗ’ରେ ବିବାହ ପାଇଁ ପ୍ରପୋଯ କରିଥିଲେ । ସେହି ସମୟରେ ଭୂମିଙ୍କ ସହ ଅନ୍ୟ ସମସ୍ତ ଦର୍ଶକ ମାନେ ମିକାଙ୍କର ଏହି ପ୍ରସ୍ତାବକୁ ଦେଖି ସଂପୂର୍ଣ୍ଣ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ବନ୍ଧୁଗଣ ଭୂମି ଜଣେ ଗାୟିକା ହେବା ସହିତ ଗୁଜୁରାଟ ରକର୍ଷର କୋଚ ମଧ୍ୟ ଅଟନ୍ତି । ମିକାଙ୍କର ଏହି ପ୍ରସ୍ତାବର ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି ।

ମିକାଙ୍କର ପ୍ରସ୍ତାବକୁ ଶୁଣି ଭୂମି ଏକ ସୁନ୍ଦର ଜବାବ ମିକାଙ୍କୁ ଦେଇଛନ୍ତି । ସେହି ସୋରେ ମିକା ଅକ୍ଷୟ ଓ ସଲମାନଙ୍କ ଗୀତ ‘ମୁଝ ସେ ଶାଦି କରୋଗି’ର ଗୀତ ଗାଉଥିଲେ । ଗୀତ ଶେଷ ହେବା ପରେ ମିକା ଭୂମିଙ୍କୁ ମାଇକ ଦେଇଥିଲେ ଓ ପଚାରିଥିଲେ ‘ମୁଝ ସେ ଶାଦି କାରୋଗି ୟାର ୟା ନେହି କାରୋଗି’ ।

ଏମିତି ବହୁତ ଥର ପଚାରିବା ପରେ ମିକା ଭୂମିଙ୍କ ତଳେ ଆଣ୍ଠୁ ମାଡି ବସିଯାଉଛନ୍ତି ଓ ପୁଣି ଭୂମିଙ୍କୁ ପ୍ରସ୍ତାବ ଦେଉଛନ୍ତି । ଭୂମି ମିକାଙ୍କର ପ୍ରସ୍ତାବର ଉତ୍ତର ଦେଇ କହିଥିଲେ, ‘ସଚ କହୁଁ ତୋ ମେ ୟହାଁ ଆପ କେ ଲିୟେ ଦୁଲହନ ଧୂଣ୍ଡକର ଆୟି ହୁଁ । ୟହାଁ ଉନକେ ସାଥ ଅନ୍ୟାୟ ହୋଗା’ ।

ସେହି ସମୟରେ ସୋର ଅନ୍ୟ ଜଜ୍ ଜବେଦ ଅଲି କହିଥିଲେ ‘ଭୂମିଙ୍କ ସହ ବିବାହ କରିବାକୁ ହେଲେ ମିକାଙ୍କୁ ପଞ୍ଜାବ ଛାଡି ଗୁଜୁରାଟ ଆସିବାକୁ ହେବ’ । ବନ୍ଧୁଗଣ ଏହି ଭିଡିଓଟି ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଯାହାକୁ ଦେଖି ଲୋକ ମାନେ ନିଜର ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ବଲୀଉଡର କିଛି ଚଟପଟା ଖବର ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *