ମାୟା ସିରିଏଲର ଅଭିନେତ୍ରୀ ମଞ୍ଜରୀଙ୍କ ପରିବାରରେ କିଏ କିଏ ରହୁଛନ୍ତି, ଦେଖନ୍ତୁ ତାଙ୍କର ଫାମିଲି ଆଲବମ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଆ ଫିଲ୍ମ ଓ ଓଡିଆ ଧାରାବାହୀକ ନିଶ୍ଚୟ ଦେଖିଥିବେ । ଏହି ଓଡିଆ ଫିଲ୍ମ ବା ଧାରାବାହିକରେ କାମ କରୁଥିବା ପ୍ରତ୍ୟେକ କଳାକାର ନିଜ କଷ୍ଟ ଓ ସଂଘର୍ଷରେ ଏହି ଇଣ୍ଡଷ୍ଟ୍ରିରେ ସଫଳତା ପାଇଛନ୍ତି । ଏହି କଳାକାର ମାନେ ଦର୍ଶକ ମାନଙ୍କ ମନୋରଞ୍ଜନ କରିବା ଦ୍ଵାରା ଲୋକପ୍ରିୟତା ହାସଲ କରିପାରିଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଆମ ଓଡିଆ ଧାରାବାହିକର ଏକ ଫେମସ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ । ଆମେ ଆଜି ଯେଉଁ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆଉ କେହି ନୁହେଁ ସେ ହେଉଛନ୍ତି ଓଡିଆର ଲୋକପ୍ରିୟ ଧାରାବାହିକ ‘ମାୟା’ ସିରିଏଲର ଅଭିନେତ୍ରୀ ମଞ୍ଜରୀ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ‘ମାୟା’ ସିରିଏଲ ନିଶ୍ଚୟ ଦେଖିଥିବେ । ଏହି ସିରିଏଲରେ ମଞ୍ଜରୀ ବହୁତ ସୁନ୍ଦର ଭୂମିକା ପଦର୍ଶନ କରି ଦର୍ଶକ ମାନଙ୍କ ମନକୁ ଜିତି ପାରିଛନ୍ତି । ନିଜର ଦମଦାର ଅଭିନୟ ଦ୍ଵାରା ସେ ବହୁତ କମ ଦିନ ମଧ୍ୟରେ ବହୁତ ଅଧିକ ଲୋକପ୍ରିୟତା ହାସଲ କରିବାରେ ସଫଳ ହୋଇପାରିଛନ୍ତି ।

ଦର୍ଶକ ମାନେ ଏହି ସିରିଏଲ ଓ ମଞ୍ଜରୀଙ୍କ ଅଭିନୟକୁ ବହୁତ ପସନ୍ଦ କରିଛନ୍ତି । ମଞ୍ଜରୀ ଏହି ସିରିଏଲରେ ନାଗୁଣୀ ଭୂମିକା ପଦର୍ଶନ କରିଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ମଞ୍ଜରୀଙ୍କ ପରିବାର ଓ ତାଙ୍କ ଜୀବନ ସହ ଜଡିତ କିଛି ଅଜଣା କଥା ବିଷୟରେ କହିବାକୁ ଯାଉଛୁ । ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ମଞ୍ଜରୀଙ୍କ ବିଷୟରେ ।

ବନ୍ଧୁଗଣ ମଞ୍ଜରୀଙ୍କର ଅସଲି ନାମ ହେଉଛି ଅମ୍ବିକା । ତାଙ୍କର ଘର ହେଉଛି କଟକରେ । ସେ ତାଙ୍କ ପରିବାର ଲୋକଙ୍କ ସହ କଟକରେ ରହୁଛନ୍ତି । ତାଙ୍କ ପରିବାରରେ ତାଙ୍କ ମା, ବାପା ଓ ଭାଇ ରହୁଛନ୍ତି । ମଞ୍ଜରୀ ଅଭିନୟ ସହ ବହୁତ ଭଲ ଡ୍ୟାନ୍ସ ମଧ୍ୟ କରନ୍ତି, ବହୁତ କଷ୍ଟ ଓ ସଂଘର୍ଷ କରି ମଞ୍ଜରୀ ଏହି ଅଭିନୟ ଦୁନିଆରେ ପାଦ ଦେଇଛନ୍ତି ।

ହେଲେ ନିଜର ସୁନ୍ଦର ଅଭିନୟ ଦ୍ଵାରା ବହୁତ ଶୀଘ୍ର ମଞ୍ଜରୀ ଏହି ଇଣ୍ଡଷ୍ଟ୍ରିରେ ଲୋକମାନଙ୍କ ମନରେ ନିଜର ସ୍ଥାନ ବନେଇ ପାରିଛନ୍ତି । ମଞ୍ଜରୀଙ୍କ ସୁନ୍ଦରତାକୁ ମଧ୍ୟ ଦେଖିବା ପାଇଁ ଦର୍ଶକ ମାନେ ବହୁତ ପସନ୍ଦ କରୁଛନ୍ତି । ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ ନକରି ମଧ୍ୟ ସେ ଧାରାବାହିକ ମାଧ୍ୟମରେ ଓଡିଶାରେ ବହୁତ ଲୋକପ୍ରିୟତା ହାସଲ କରି ସାରିଛନ୍ତି ।

ଏଣିକି ବର୍ତ୍ତମାନ ମଞ୍ଜରୀ ନିଜର ଅଭିନୟକୁ ଆହୁରି ସୁନ୍ଦର କରିବା ପାଇଁ ଚେଷ୍ଟା କରୁଛନ୍ତି । ତେବେ ବନ୍ଧଗଣ ଆପଣ ମାନଙ୍କୁ ମାୟା ଧାରାବାହିକରେ ମଞ୍ଜରୀଙ୍କ ଅଭିନୟ କିପରି ଲାଗେ ଆମକୁ କମେନ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲାନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *