କେତେ ବି ପୁରୁଣା ମୋଟାପା ହେଉ ପଛେ, Belly Fat, ଅଣ୍ଟା ଓ ଜଙ୍ଘ ର ଚର୍ବି ମାତ୍ର ଗୋଟିଏ ସପ୍ତାହରେ ଲହୁଣୀ ପରି ତରଳି ଯିବ, କେବଳ କରନ୍ତୁ ଏହି ଉପାୟ- Health Tips

ନମସ୍କାର ବନ୍ଧୁଗଣ ବର୍ତ୍ତମାନ ର ଦୁନିଆ ରେ ମୋଟା ହେବା ଏକ ରୋଗ ଭଳି ହୋଇ ଗଲାଣି। ଏବଂ ଏହି ମୋଟାପା ପାଇଁ ଅନେକ ଲୋକ ଚିନ୍ତା ଗ୍ରସ୍ତ ହେଉଛନ୍ତି ଏବଂ ମାନସିକ ଚାପ ର ଶିକାର ହେଉଛନ୍ତି। ଆମେ ଦୈନ ଦିନ ଜୀବନରେ ବହୁତ ଖାଦ୍ୟ ଖାଇ ଥାଉ। ଏବଂ ଅଧିକ ସମୟ ଆମେ ବାହାରେ ଏବଂ ହୋଟେଲ ରେ ମିଳୁଥିବା ମସଲା ଜାତୀୟ ଖାଦ୍ୟ ମଧ୍ୟ ଖାଇଥାଉ। ସେହି ଖାଦ୍ୟ ରେ ଥିବା ତେଲ ଏବଂ ମସଲା ଆମ ଶରୀର ରେ ଚର୍ବି ବଢ଼ାଇ ଦିଏ। ଏବଂ ଆମେ ମୋଟା ହୋଇ ଯାଉ।

ମୋଟା ହେଲେ ଆମେ ଅନେକ କାମ ବହୁତ ଆସ୍ତେ ଆସ୍ତେ କରି ଥାଉ। ଏବଂ ଶୀଘ୍ର କାର୍ଯ୍ୟ କରିବାରେ ସକ୍ଷମ ହୋଇ ନ ଥାଉ। ତେଣୁ ନିଜକୁ ଫିଟ ରଖିବା ଉଚିତ। ଏବଂ ସମସ୍ତେ ନିଜର ବ୍ୟସ୍ତ ଜୀବନରେ ଯୋଗ ବ୍ୟାୟମ ଏବଂ ଜିମ ଯାଇ କସରତ କରିବା ସମ୍ଭବ ନୁହେଁ। ତେଣୁ ଏକ ସରଳ ଉପାୟ ଅଛି ଯାହା ଦ୍ୱାରା ଆପଣ ନିଜ ମୋଟାପା ରୁ ମୁକ୍ତି ପାଇଁ ପାରିବେ। ତେବେ ଚାଲନ୍ତୁ ଜାଣିନେବା ସେହି ସରଳ ଉପାୟ ଟି କଣ?

ନିଜର ଚର୍ବି କୁ ଏବଂ ନିଜର ମୋଟାପା କୁ ଦୁର କରିବା ପାଇଁ ଏକ ସହଜ ଉପାୟ ହେଉଛି ପାଣି। ଆମେ ପ୍ରତିଦିନ ଆଠ ରୁ ବାର ଲିଟର ପାଣି ପିଇବା ଉଚିତ। ଏବଂ ସବୁ ଥର ପାଣିକୁ ଧୀରେ ଧୀରେ ଢୋକେ ଢୋକେ କରି ପିଇବା ଉଚିତ।ଏହା କରିବା ଦ୍ୱାରା ଆପଣ କେବେବି ମୋଟା ହେବେ ନାହିଁ ଏବଂ ଚର୍ବି ମଧ୍ୟ କମି ଯାଇଥାଏ। ଆୟୁର୍ବେଦ ଅନୁସାରେ ଠିକ ଶୈଳୀ ରେ ପାଣି ପିଇବା ଉଚିତ। ପାଣି ପିଇବା ର ସଠିକ ଉପାୟ ହେଉଛି ଢୋକେ ଢୋକେ କରି ପିଇବା ଯେପରି ଆମେ ଚା କଫି ଆଦି ପିଇ ଥାଉ ସେହିପରି ପିଇବା ଉଚିତ।

ଏହି ଭଳି ଭାବରେ ପାଣି ପିଇଲେ ଆପଣ ନିଜର ଓଜନ ମଧ୍ୟ କମାଇ ପାରିବେ। ଏବଂ କେବେବି ମୋଟା ହେବେ ନାହିଁ।ଏହା ଆୟୁର୍ବେଦ ର ମାନ୍ୟତା ଅଛି। ମୋଟାପା ଧୀରେ ଧୀରେ ଆସି ଥାଏ। ଏବଂ ସ୍ୱ ଦୁର ମଧ୍ୟ ଧୀରେ ଧୀରେ ହେବ ଏବଂ କୌଣସି ଶୀଘ୍ରତା ରେ କୌଣସି ଔଷଧ କିମ୍ବା ଜିମ ଗଲେ ଓଜନ କମି ତ ଯାଏ ଏବଂ ଯେବେ ଆପଣ ତାକୁ ଛାଡି ଦେବେ ସେବେ ସେ ପୂର୍ବ ଭଳି ମୋଟା ହୋଇ ଯିବେ ତେଣୁ ସର୍ଵଦା ଧୋର୍ଯ୍ୟ ରଖିବା ଆବଶ୍ୟକ।

ଏବଂ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିୟମ ହେଉଛି ସର୍ଵଦା ବସି କି ହିଁ ପାଣି ପିଇବା ଉଚିତ। ଛିଡା ହୋଇ ପାଣି ପିଇବା ଉଚିତ ନୁହେଁ। କାରଣ ଛିଡା ହୋଇ ପାଣି ପିଇଲେ ଆପଣ ଙ୍କ ଆଣ୍ଠୁ ଏବଂ ଗଣ୍ଠି ରେ ବହୁତ ସମସ୍ୟା ଦେଖାଏ। ତେଣୁ ସର୍ଵଦା ବସି କି ପାଣି ପିଇବା ଉଚିତ ଏବଂ ଆବଶ୍ୟକ ।

ଏବଂ ଆପଣ ସକାଳୁ ଉଠି ବିନା ଦାନ୍ତ ଘଷିବା ପୂର୍ବରୁ ଏକ ଗ୍ଲାସ ନଖ ଉଷୁମ ପାଣି ପିଇବା ଉଚିତ। ଏହି ଉଷୁମ ଜଳ ଆମ ଶରୀର ରେ ଥିବା ଚର୍ବି ଧୀରେ ଧୀରେ କମି ଯାଇଥାଏ। ଏବଂ ତମ୍ବା ପାତ୍ର ରେ ପାଣି ରଖି ତାକୁ ସେବନ କରିବା ମଧ୍ୟ ଉଚିତ ଏହି ପାଣି କୁ ପିଇଲେ ଆପଣ ଅନେକ ରୋଗ ଦୁର ହୋଇଯାଇ ଥାଏ।ତେଣୁ ତମ୍ବା ପାତ୍ରରେ ପାଣି ପିଇବା ଉଚିତ।

ଆପଣ ପଚାଶ ଗ୍ରାମ ଅଳସୀ ପଚାଶ ଗ୍ରାମ ଜିରା ପଚାଶ ଗ୍ରାମ କଳା ଜିରା ଏବଂ ପଚାଶ ଗ୍ରାମ ପାନ ମଧୁରୀ। ଏହାକୁ ଏକ ମିଶ୍ରଣ କରି ଦିଅନ୍ତୁ ଏବଂ ଖାଇବା ପୂର୍ବରୁ ସବୁଦିନ ଅଧ ଘଂଟା ପୂର୍ବରୁ ଏହାକୁ ପାଣିରେ ମିଶେଇ ପିଇବେ ଆପଣ ଚାହିଁଲେ ଏଥିରେ କଳା ଲୁଣ ମଧ୍ୟ ମିଶେଇ ପାରିବେ। ଏହାକୁ ସେବନ କରିବା ଦ୍ୱାରା ଆପଣଙ୍କ ଓଜନ କମ ହେବା ସହ ଆପଣଙ୍କ ପେଟ ଜନିତ ସମସ୍ୟା ଯେପରି ଗ୍ୟାସ ଏବଂ କବ୍ଜ ଆଦି ଭଲ ହୋଇ ଯିବ।ଏବଂ ଆପଣ ସୁସ୍ଥ ରହିବେ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ନୂଆ ନୂଆ ହେଲ୍ଥ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *