ମାତ୍ର ଗୋଟିଏ ରାତି ଭିତରେ ମୁହଁ ଓ ନାକର ସବୁ କଳା ଦାଗ ଗାୟବ ହେଇଯିବ, କରନ୍ତୁ ଏହି ଉପାୟ- Baba Ramdev Beauty Tips

ବନ୍ଧୁଗଣ ବର୍ତ୍ତମାନ ପ୍ରାୟ ଅଧିକାଂଶ ଲୋକଙ୍କର ଚେହେରାରେ କଳାପଣ ରହିବା ଓ ଚେହେରା ରୁଖା ହୋଇଯିବା ଆଦି ସମସ୍ଯା ଦେଖା ଯାଉଛି । ଏହି ସମସ୍ଯାକୁ ଦୂର କରିବା ପାଇଁ ଲୋକମାନେ ମାର୍କେଟରୁ ମିଳୁଥିବା କସମେଟିକ୍ସର ବ୍ୟବହାର କରୁଛନ୍ତି । ହେଲେ ବନ୍ଧୁଗଣ ଏହି ସବୁ କସମେଟିକ୍ସରେ ବହୁତ କେମିକାଲ ମିଶି ରହିଥାଏ, ଯାହା ଆପଣଙ୍କ ଚେହେରାକୁ ଅଧିକ ଡ୍ୟାମେଜ କରିଥାଏ ।

କିନ୍ତୁ ବନ୍ଧୁଗଣ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । କାରଣ ଆଜିଆମେ ଆପଣ ମାନଙ୍କୁ ଏପରି ଏକ ଉପାୟ ବିଷୟରେ କହିବାକୁ ଯାଉଛୁ, ଯାହାକୁ ବ୍ୟବହାର କରି ଆପଣ ନିଜ ଚେହେରାର ରୁଖାପଣ ଓ କଳାପଣକୁ ବହୁତ ସହଜରେ ଦୂର କରିପାରିବେ । ବନ୍ଧୁଗଣ ଏହି ଉପାୟକୁ ଯଦି ଆପଣ ସପ୍ତାହକୁ କେବଳ ଦୁଇ ଥର କରିବେ ତା ହେଲେ ଆପଣଙ୍କ କଳାପଣ ସବୁଦିନ ପାଇଁ ଦୂର ହୋଇଯିବ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।


ବନ୍ଧୁଗଣ ଏହି ଉପାୟ ପାଇଁ ପ୍ରଥମେ ଆପଣ ଏକ ପାତ୍ର ନିଅନ୍ତୁ ଓ ସେଥିରେ ଏକ ଚାମଚ ଚାଉଳ ଗୁଣ୍ଡ ନିଅନ୍ତୁ । ଏହାପରେ ବନ୍ଧୁଗଣ ଆପଣ ଏଥିରେ ଅଧା ଖଣ୍ଡ ଲେମ୍ବୁ ରସ ମିଶାଇ ଦିଅନ୍ତୁ । ଯଦି ବନ୍ଧୁଗଣ ଆପଣଙ୍କ ସ୍କିନରେ ଲେମ୍ବୁ ସୁଟ କରୁନାହିଁ, ତା ହେଲେ ଆପଣ ଲେମ୍ବୁ ବଦଳରେ ବିଲାତିର ବ୍ୟବହାର କରିପାରିବେ । ଏହାପରେ ବନ୍ଧୁଗଣ ଆପଣ ଏହି ମିଶ୍ରଣରେ ଏକ ଚାମଚ ଗୋଲାପ ଜଳ ମିଶାଇ ଦେବେ ଓ ଏହି ମିଶ୍ରଣକୁ ଭଲ ଭାବରେ ମିକ୍ସ କରିଦେବେ ।


ବନ୍ଧୁଗଣ ମିକ୍ସ କରିବା ପରେ ଆପଣ ଏକ ବ୍ଯବହର କରିଥିବା ଟୁଥବ୍ରସ ନିଅନ୍ତୁ । ବନ୍ଧୁଗଣ ନୂଆ ଟୁଥବ୍ରସ ବହୁତ ହାର୍ଡ ହୋଇଥାଏ ଯାହା ଆପଣଙ୍କ ସ୍କିନକୁ ଡ୍ୟାମେଜ କରିପାରେ । ତେଣୁ ଆପଣ ଏହି ଉପାୟ ପାଇଁ ଏକ ବ୍ଯବହାର କରିଥିବା ଟୁଥବ୍ରସକୁ ନିଅନ୍ତୁ । ବନ୍ଧୁଗଣ ଏହା ପରେ ଆପଣଙ୍କ ଚେହେରାର ଯେଉଁ ସ୍ଥାନରେ କଳାପଣ ବା ରୁଖାପଣ ଅଛି ଆପଣ ସେହି ସ୍ଥାନରେ ସ୍କ୍ରବ କରିବେ ।


ଏଥିପାଇଁ ଆପଣ ଟୁଥବ୍ରସକୁ ଅଳ୍ପ ଓଦା କରିଦିଅନ୍ତୁ ଓ ସେହି ମିଶ୍ରଣକୁ ନେଇ ଆପଣଙ୍କ ଚେହେରାର ସେହି ସ୍ଥାନରେ ଭଲ ଭାବରେ ଲଗାଇ ଦିଅନ୍ତୁ । ବନ୍ଧୁଗଣ ଏହି ମସାଜକୁ ଧୀରେ ଧୀରେ କରିବେ ନଚେତ ଆପଣଙ୍କ ସ୍କିନ ଡ୍ୟାମେଜ ହୋଇଯିବ । ଏହା ସହିତ ଏହି ମସାଜକୁ ଆପଣ ୧ ରୁ ୨ ମିନିଟ ପର୍ଯ୍ୟନ୍ତ କରିବେ । ଭଲ ଭାବରେ ସ୍କ୍ରବ କରିବା ପରେ ଆପଣ ନିଜ ଫେସକୁ ଭଲ ଭାବରେ ୱାସ କରିଦିଅନ୍ତୁ ।

ବନ୍ଧୁଗଣ ଆପଣ ଏହାର ପ୍ରଥମ ପ୍ରୟୋଗରେ ଏହାର ଫରକ ଦେଖିପାରିବେ । ବନ୍ଧୁଗଣ ଯଦି ଆପଣ ଏହି ଉପାୟକୁ ଗୋଟେ ସପ୍ତାହରେ କେବଳ ଦୁଇଥର କରିବେ ଦେଖିବେ ଆପଣଙ୍କ ଚେହେରାରେ ଥିବା ସମସ୍ତ କଳାପଣ ଓ ରୁଖାପଣ ସଂପୂର୍ଣ୍ଣ ଦୂର ହୋଇଯିବ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ସୁନ୍ଦର ସୁନ୍ଦର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *