ମଣିଷ କେବେ ବି ଅସୁନ୍ଦର ହୋଇନଥାଏ କେବଳ ଗରିବ ଥାଏ ! ଏହାକୁ Proof କରିଛନ୍ତି ଏହି Bollywood Stars

ଆଜି କାଲି ଦୁନିଆରେ ଲୋକମାନେ ତ କେବଳ ସୁନ୍ଦର ଚେହେରାକୁ ଦେଖନ୍ତି । ଯିଏ ଅଧିକ ସୁନ୍ଦର ହୋଇଥାଏ ତାହାକୁ ସବୁଠୁ ଅଧିକ ମହତ୍ଵ ଦିଆ ଯାଇଥାଏ । ଅସୁନ୍ଦର ଲୋକଙ୍କୁ ଲୋକାମାନେ ମହତ୍ଵ ଦିଅନ୍ତି ନାହିଁ । ଯେମିତି କି ଆମେ କୌଣସି ବିବାହ ପ୍ରସ୍ତାବ ଦେଖିବା ଗଲେ ପ୍ରଥମେ ଝିଅଟି ସୁନ୍ଦର କି ନାହିଁ ତାହା ଦେଖିଥାଉ । ଅସୁନ୍ଦର ହେଲେ ଆମକୁ ପସନ୍ଦ ହୋଇ ନଥାଏ । ଅସଲ କଥା ହେଲା ସୁନ୍ଦରତା କୌଣସି ମହତ୍ବପୂର୍ଣ୍ଣ ଜିନିଷ ନୁହେଁ ।

ଆଜି ଆମେ ଆପଣଙ୍କୁ କିଛି ସେଲିବୃତିଙ୍କ ବିଷୟରେ କହିବୁ ଯେଉଁମାନେ ଆଜି ବହୁତ ସୁନ୍ଦର ଦେଖା ଯାଉଛନ୍ତି କିନ୍ତୁ ଏମାନେ ସେଲିବୃତି ହେବା ପୂର୍ବରୁ ବହୁତ ଅଲଗା ନଜର ଆସୁଥିଲେ । ଏହି ଷ୍ଟାର ମାନଙ୍କୁ ଦେଖି ଆପଣ ମଧ୍ୟ କହିବେ କି ମଣିଷ ସବୁବେଳେ ସୁନ୍ଦର ହୋଇଥାଏ କେବଳ ଧନୀ ଗରିବ ପାଇଁ ସେ ଏହିପରି ଦେଖାଯାଏ ।

୧. ନେହା କକର

ଆପଣ ମାନେ ନେହା କକରଙ୍କୁ ତ ଜାଣିଥିବେ ଯିଏ ସଙ୍ଗୀତ ଦୁନିଆର ବହୁତ ବଡ ନାମ ଅଟନ୍ତି । ତାଙ୍କ ଘରର ଆର୍ଥିକ ସ୍ଥିତି ବହୁତ ଖରାପ ଥିଲା ତାଙ୍କୁ ଦେଖି କେହି କହିବେ ନାହିଁ ଯେ ସେ କେବେ ଏମିତିକା ଦେଖା ଯାଉଥିଲେ । କିନ୍ତୁ ଆଜି ତାଙ୍କୁ ଦେଖିଲେ ଲୋକ ଚିହ୍ନି ପାରନ୍ତି ନାହିଁ । ସେ ନିଜ କଷ୍ଟ ଦ୍ଵାରା ଏହି ସଫଳତା ପାଇଛନ୍ତି ଯାହା ପରେ ସେ ବଦଳି ଯାଇଛନ୍ତି ଓ ଲୋକେ ତାଙ୍କୁ ଅଲଗା ରୂପରେ ଦେଖୁଛନ୍ତି ।

୨. ରେମୋ ଡି ସୁଜା

ରେମୋ ଡି ସୁଜା ନାଚ ଜଗତରେ ବହୁତ ବଡ ନାମ ଅଟନ୍ତି । ସେ ନିଜ କଷ୍ଟ ଓ ଅଭ୍ଯାସ ଦ୍ଵାରା ଏହି ସଫଳତା ପାଇ ପଡ଼ିଛନ୍ତି । କେବେ ଏମିତିକା ସମୟ ଥିଲା ଯେତେବେଳେ ତାଙ୍କୁ ଅଭିନେତା ମାନଙ୍କ ପଛରେ ନାଚି ଟଙ୍କା ମିଳୁଥିଲା ଓ ଆଜିର ଦିନ ରେ ଯେତେବେଳେ ସେ ଷ୍ଟ୍ରିଟ ଡ୍ୟାନ୍ସର ଭଳି ଫିଲ୍ମ ନିର୍ମାତା ଅଟନ୍ତି । ତେବେ ଟଙ୍କା ଓ ସଫଳତା ଆସିବା ପରେ ତାଙ୍କ ଲୁକ ମଧ୍ୟ ବହୁତ ବଦଳିଯାଇଛି । ତାଙ୍କୁ ଦେଖି କେହି କହିବେ ନାହିଁ ଯେ ଇଏ ସେହି ରେମୋ ଡି ସୁଜା ଅଟନ୍ତି ଯିଏ ଅଭିନେତାଙ୍କ ପଛରେ ନାଚୁଥିଲେ ।

୩. ନଵାଜଉଦିନ ଶିଦ୍ଗୀ

ନଵାଜଉଦିନ ଶିଦ୍ଗୀ ଦେଖିବାକୁ ବହୁତ ସାଧାରଣ ଥିଲେ, ତେବେ ମୂନା ଭାଇ ଏମବିବିଏସ ଚଳଚିତ୍ରରେ ସେ ଚୋର ଅଭିନୟ କରିଥିଲେ ଓ ତାଙ୍କୁ ସେହି ଚଳଚିତ୍ର ଦେଖି କେହି କହୁ ନ ଥିଲେ ଯେ ସେ ବଲୀଉଡରେ କୌଣସି ନା ପାଇ ପାରିବେ ।

କିନ୍ତୁ ସେ ବହୁତ କଷ୍ଟ କରିବା ପରେ ନିଜ ଅଭିନୟ ଦ୍ଵାରା ସମସ୍ତଙ୍କୁ ଭୁଲ ସାବ୍ୟସ୍ତ କରିଥିଲେ ଓ ଆଜି ସେ ଦେଖିବାକୁ ବହୁତ ସୁନ୍ଦର ହୋଇ ଯାଇଛନ୍ତି । ତାଙ୍କ ଅଭିନୟ ବହୁତ ଜୀବନ୍ତ ହୋଇଥାଏ ସମସ୍ତେ ତାଙ୍କ ଅଭିନୟ କୁ ବହୁତ ପସନ୍ଦ କରନ୍ତି ଓ ଟଙ୍କା ଆସିବା ପରେ ତାଙ୍କ ରୂପ ମଧ୍ୟ ବଦଳି ଗଲା ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *