ମାତ୍ର ୨୧ ଦିନରେ ଅର୍ଶ ଭଲ ହେଇଯିବ, ଅପରେସନ କରିବାର ଆଵଶ୍ୟକତା ନାହିଁ- Health Tips

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବର୍ତ୍ତମାନ ସମୟରେ ପ୍ରାୟତଃ ବ୍ୟକ୍ତି ଙ୍କ ମଧ୍ୟରେ ଅର୍ସ ଭଳି ସମସ୍ୟା ଦେଖିବାକୁ ମିଳୁଛି । ଅର୍ସ ହେବାର ଅନେକ ଗୁଡ଼ିଏ କାରଣ ରହିଛି ।

କିନ୍ତୁ ଏହାର ପ୍ରମୁଖ କାରଣ ହେଉଛି ଗ୍ୟାସ ରେ ପୀଡ଼ିତ ହେବା, ଖାଦ୍ୟ ସଠିକ ଭାବରେ ପାଚନ ନହେବା ଏବଂ ସକାଳୁ ଠିକ ଭାବରେ ପେଟ ଖାଲି ନହେବା ଦ୍ଵାରା ଏହି ସମସ୍ୟା ଦେଖିବାକୁ ମିଳିଥାଏ । ଯେଉଁ ବ୍ୟକ୍ତି ମାନେ ସର୍ବଦା ବସିକରି କାର୍ଯ୍ୟ କରିଥାନ୍ତି ସେହି ବ୍ୟକ୍ତି ମାନଙ୍କ ମଧ୍ୟରେ ଏହି ସମସ୍ୟା ଦେଖାଯାଇଥାଏ । ଅଧିକ ମୋଟା ଥିବା ବ୍ୟକ୍ତି ଓ ଗର୍ଭବତୀ ମହିଳାଙ୍କ ମଧ୍ୟରେ ଏହି ସମସ୍ୟା ଅଧିକ ଦେଖିବାକୁ ମିଳିଥାଏ ।

ଏହି ରୋଗ ଅତ୍ୟନ୍ତ କଷ୍ଟଦାୟକ ହୋଇଥାଏ । ଅର୍ସ ରୋଗରୁ ମୁକ୍ତି ପାଇବା ପାଇଁ ଅନେକ ବ୍ୟକ୍ତି ଅନେକ ପ୍ରକାର ର ଔଷଧ ର ସେବନ କରିଥାନ୍ତି ଏବଂ ଏହାର ସାଇଡ଼ ଇଫେକ୍ଟ ମଧ୍ୟ ଭୋଗ କରିବାକୁ ପଡ଼ିଥାଏ । କିନ୍ତୁ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏଭଳି ଏକ ଘରୋଇ ଉପଚାର ସମ୍ବନ୍ଧରେ କହିବୁ ଯାହା ବହୁ ପୁରାତନ ଏବଂ ପରୀକ୍ଷିତ ।

ଏହି ଘରୋଇ ଉପଚାର କୁ ପ୍ରାୟୋଗ କରିବା ଦ୍ୱାରା ମାତ୍ର ୨୧ ଦିନ ମଧ୍ୟରେ ଆପଣ ଅର୍ସ ଭଳି ଭୟଙ୍କର ରୋଗରୁ ମୁକ୍ତି ପାଇ ପାରିବେ । ତେବେ ଆସନ୍ତୁ ସେହି ଘରୋଇ ଉପଚାର ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା । ବନ୍ଧୁଗଣ ଏହି ଘରୋଇ ଉପଚାର ନିମନ୍ତେ ଆପଣଙ୍କୁ ଏକ ଫଳ ର ଆବଶ୍ୟକତା ରହିଛି । ଯାହାକୁ ଅଞ୍ଜିର ଅଥବା ଡିମିରି ଫଳ କୁହାଯାଏ ।

ଆପଣ ଏକ ଗ୍ଲାସ ପାଣି ରେ ଏହି ଫଳ ର ଦୁଇ ରୁ ତିନି ପିସ ପକାନ୍ତୁ ଏବଂ ରାତି ସାରା ସେହି ପାଣି କୁ ରଖି ଦିଅନ୍ତୁ । ଆପଣ ଚାହିଁଲେ ଏହାକୁ ଫ୍ରିଜ ରେ ମଧ୍ୟ ରଖି ପାରିବେ । ସକାଳୁ ଉଠିବା ପରେ ଆପଣ ଏହାକୁ ଖାଲି ପେଟରେ ପିଅନ୍ତୁ । ଏହି ପାଣି କୁ ପିଇବା ପରେ ଆପଣ ସେହି ଡିମିରି ଫଳ କୁ ଚୋବାଇ ଖାଇ ଦିଅନ୍ତୁ । ଏହାକୁ ଆପଣ ଦିନକୁ ଦୁଇ ଥର ସକାଳେ ଓ ସନ୍ଧ୍ୟା ରେ ସେବନ କରନ୍ତୁ । ଏହି ଉପଚାର କୁ ପ୍ରୟୋଗ କରିବା ଦ୍ବାରା ଆପଣଙ୍କ ବହୁତ ପୁରୁଣା ଅର୍ସ ମଧ୍ୟ ଭଲ ହୋଇଯିବ ।

ଏହା ସହିତ ଯଦି ଆପଣଙ୍କ ର ଗ୍ୟାସ ସମସ୍ୟା ରହିଛି ତେବେ ଆପଣ ଏହି ଫଳ ରେ ମହୁ ମିଶାଇ ସେବନ କରନ୍ତୁ । ଏହାଦ୍ବାରା ଆପଣଙ୍କ ଗ୍ୟାସ ସମସ୍ୟା ଭଲ ହୋଇଯିବ । ଯଦି ଆପଣ ଅର୍ସ ରୁ ମୁକ୍ତି ପାଇବାକୁ ଚାହାନ୍ତି ତେବେ ପ୍ରତିଦିନ ମୂଳା ରସ ପିଅନ୍ତୁ । ଏହା ଅର୍ସ ରୋଗୀ ଙ୍କ ପାଇଁ ଅତ୍ୟନ୍ତ ଲାଭଦାୟୀ ହୋଇଥାଏ । ତେଣୁ ବନ୍ଧୁଗଣ ଆପଣ ମାନେ ନିଶ୍ଚିତ ଭାବରେ ଏହି ଘରୋଇ ଉପଚାର ର ସେବନ କରନ୍ତୁ ।

ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *