ମାତ୍ର 2 ମିନିଟ ରେ ଭୟଙ୍କର ରୁ ଭୟଙ୍କର Acidity ବି ମୂଳରୁ ଭଲ ହୋଇଯିବ, କେବଳ କରନ୍ତୁ ଏହି ଉପାୟ- Health Tips

ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ପ୍ରାୟତଃ ଅଧିକାଂଶ ଲୋକ ପେଟ ଜନିତ ସମସ୍ୟା ତଥା ଏସିଡିଟିର ସମ୍ମୁଖୀନ ହେଉଛନ୍ତି । ବନ୍ଧୁଗଣ ଏହି ସମସ୍ୟା ସାଧାରଣତଃ ଖାଦ୍ୟ ପେୟର ଅଭାବ ଓ ଭୁଲ ଜୀବନ ଶୈଳୀ ହେତୁ ହୋଇଥାଏ । ବର୍ତ୍ତମାନର ଦୁନିଆରେ ଅଧିକାଂଶ ଲୋକଙ୍କୁ ବହୁତ କମ ବର୍ଷ ବୟସରେ ଏହି ସମସ୍ୟା ହେଉଛି । ହାଇପର ଏସିଡିଟି ହେବା କାରଣରୁ ଛାତିରେ ଜ୍ଵଳନ ଓ ଆଣ୍ଠୁ ଗଣ୍ଠି ଆଦି ସମସ୍ୟା ହୋଇପାରେ । ଏହି ସମସ୍ୟା ହେବା ଦ୍ଵାରା ମଣିଷ ଯାହା ବି ଖାଇଥାଏ ତାହା ହଜମ ହୋଇନଥାଏ ଯାହାଫଳରେ ଏହି ହାଇପର ଏସିଡିଟି ଛାତିକୁ ଚାଲିଯାଇଥାଏ । ବନ୍ଧୁଗଣ ଏହା ବହୁତ କଷ୍ଟଦାୟକ ହୋଇଥାଏ ।

ଯଦି ବନ୍ଧୁଗଣ ଆପଣ ମାନଙ୍କର ଏହି ସମସ୍ୟା ରହିଛି ତା ହେଲେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । କାରଣ ଆଜିଆମେ ଆପଣ ମାନଙ୍କୁ ଏପରି କିଛି ଉପଚାର ବିଷୟରେ କହିବାକୁ ଯାଉଛୁ ଯାହାକୁ ପ୍ରୟୋଗ କରି ଆପଣ ନିଜର ଏହି ହାଇପର ଏସିଡିଟି ସମସ୍ୟାକୁ ସଂପୂର୍ଣ୍ଣ ଦୂର କରିପାରିବେ ।

ବନ୍ଧୁଗଣ ଏହା ହେଉଛି ଘରୋଇ ଉପଚାର ଯାହାକୁ ଆପଣ ବହୁତ ସହଜରେ ନିଜ ଘର ମଧ୍ୟରେ ପ୍ରସ୍ତୁତ କରିପାରିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଉପଚାର ବିଷୟରେ ।

 

୧. ବନ୍ଧୁଗଣ ଆମର ପ୍ରଥମ ଉପଚାର ପାଇଁ ଆପଣଙ୍କୁ ଜୀରାର ଆବଶ୍ୟକତା ରହିଛି । ଜୀରା ଆମର ପେଟ ଜନିତ ସମସ୍ୟା ତଥା ଏସିଡିଟି ଆଦିକୁ ଦୂର କରିବା ପାଇଁ ବହୁତ ଅଧିକ ଲାଭଦାୟକ ହୋଇଥାଏ । ତେଣୁ ବନ୍ଧୁଗଣ ଆପଣ ମାନେ ଦିନର ଯେକୌଣସି ସମୟରେ ଏକ ଚାମଚ ଜୀରା ନେବାର ଅଛି ଓ ତାକୁ ଚୋବାଇ ଖାଇଦେବାର ଅଛି । ଜୀରା ଖାଇବାର ୧୦ ମିନିଟ ପରେ ଆପଣ ଏକ ଗ୍ଳାସ ଉଷୁମ ପାଣିର ସେବନ କରିଦିଅନ୍ତୁ । ବନ୍ଧୁଗଣ ଏହି ଦୁଇଟି ଜିନିଷର ସେବନ ଦ୍ଵାରା ଆପଣଙ୍କ ଏସିଡିଟି ସଂପୂର୍ଣ୍ଣ ଦୂର ହୋଇଯିବ ।

୨. ବନ୍ଧୁଗଣ ଆମର ଦୁତୀୟ ଉପଚାର ପାଇଁ ଆପଣ ପାନ ମାଧୁରୀ ଓ ଗୁଡ ନିଅନ୍ତୁ । ବନ୍ଧୁଗଣ ଖାଦ୍ୟ ଖାଇବା ପରେ ଆପଣ ଏକ ଚାମଚ ଜୀରା ଓ ଏକ ଚାମଚ ଗୁଡକୁ ମିଶାଇ ତାହାର ସେବନ କରିଦିଅନ୍ତୁ । ଏହା ଆମ ପଚନ ପ୍ରକ୍ରିୟାକୁ ମଝବୁତ କରିଥାଏ ଓ ଏସିଡିଟି ସମସ୍ୟାକୁ ସଂପୂର୍ଣ୍ଣ ଦୂର କରିଥାଏ । ତେଣୁ ବନ୍ଧୁଗଣ ଆପଣ ମାନେ ଖାଦ୍ୟ ଖାଇବା ପରେ ନିଶ୍ଚୟ ଏହାର ସେବନ କରନ୍ତୁ ।

୩. ବନ୍ଧୁଗଣ ଏସିଡିଟି ସମସ୍ୟାକୁ ସଂପୂର୍ଣ୍ଣ ଦୂର କରିବା ପାଇଁ ଆପଣ ସଖାଳ ସମୟରେ ଏକ ଗ୍ଳାସ ଉଷୁମ ପାଣି ନିଅନ୍ତୁ ଓ ସେଥିରେ ଏକ ଚାମଚ ଅଦା ରସ ମିଶାଇ ଦିଅନ୍ତୁ । ଏହା ପରେ ଆପଣ ସେଥିରେ ଅଧା ଚାମଚ ଜୀରା ଗୁଣ୍ଡ ଓ ଅଧା ଚାମଚ ମହୁ ମିଶାଇ ଦିଅନ୍ତୁ । ଶେଷରେ ଆପଣ ଏକ ଚାମଚ ଲେମ୍ବୁ ରସ ମିଶାଇ ଦିଅନ୍ତୁ ।

ବନ୍ଧୁଗଣ ଏହି ମିଶ୍ରଣକୁ ଆପଣ ସଖାଳ ସମୟରେ ଖାଲି ପେଟରେ ସେବନ କରନ୍ତୁ । ଯଦି ଆପଣ ଏହି ତିନୋଟି ଉପଚାରକୁ କେବଳ ଦୁଇ ଦିନ କରିବେ ତା ହେଲେ ଆପଣଙ୍କ ଏସିଡିଟି ସମସ୍ୟା ସଂପୂର୍ଣ୍ଣ ଦୂର ହୋଇଯିବ ।

ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *